jailer beat to prisoner

ଜେଲ୍‌ରେ ଖାଇବା ପିଇବା ଠିକ୍ ଭାବେ ଦିଆଯାଉନାହିଁ ବୋଲି କଏଦୀ କଲେ ପ୍ରତିବାଦ: ଜେଲର ମାଡ଼ ମାରି ଆହତ କରିଥିବା ଅଭିଯୋଗ

ରେଢାଖୋଲ(କେନ୍ୟୁଜ୍):ରେଢ଼ାଖୋଲ ଜେଲରଙ୍କ ମାଡ଼ରେ ଜଣେ କଏଦୀ ଆହତ। ଚିକିତ୍ସା ପାଇଁ ରେଢାଖୋଲ ହସ୍ପିଟାଲରେ ଭର୍ତ୍ତି। ସେପଟେ ଆହତ କଏଦୀଙ୍କ ଗୁରୁତର ଅଭିଯୋଗ। ଜେଲରେ ନିମ୍ନମାନର ଖାଦ୍ୟ ଦିଆଯିବା…

2 years ago