କୋରାପୁଟବାସୀଙ୍କ ପାଇଁ ଖୁସି ଖବର: ଆଜି ହେବ ଜୟପୁର ବିମାନ ବନ୍ଦରରୁ ପରୀକ୍ଷାମୂଳକ ବିମାନ ଉଡ଼ାଣ
କୋରାପୁଟ (କେନ୍ୟୁଜ): କୋରାପୁଟବାସୀଙ୍କ ପାଇଁ ଖୁସି ଖବର । ଜୟପୁର ବିମାନବନ୍ଦରରେ ପରୀକ୍ଷାମୂଳକ ଭାବେ ଊଡ଼ିବ ବିମାନ । ଦୀର୍ଘ ବର୍ଷ ଧରି ଅପେକ୍ଷାରେ ଥିବା ଏହି ବିମାନବନ୍ଦରରୁ ପରୀକ୍ଷାମୂଳକ ଭାବେ ଉଡ଼ାଣ ଭରିବ ବିମାନ । ଏଠାରୁ ଖୁବଶୀଘ୍ର ବିମାନ ଚଳାଚଳ ଆଶା ଏକ ପ୍ରକାର ଉଜ୍ଜ୍ୱଳ ହୋଇଛି ।…