Baitarani River Flood: ବୈତରଣୀରେ ଖସୁଛି ବନ୍ୟା ଜଳ, ବଢ଼ୁଛି ବିପନ୍ନଙ୍କ ଦୁର୍ଦ୍ଦଶା
ଯାଜପୁର: ବୈତରଣୀରେ ବନ୍ୟା ଜଳ ହ୍ରାସ ପାଉଥିବା ବେଳେ ବଢ଼ୁଛି ବିପନ୍ନଙ୍କ ଦୁର୍ଦ୍ଦଶା। ବିପନ୍ନମାନେ ଘରକୁ ଫେରି ଅଣ୍ଟା ସଳଖୁଛନ୍ତି । ଯାଜପୁର ବ୍ଲକ ପଣସା ପଞ୍ଚାୟତ ଆଙ୍କୁଲା ଗୋଚର ପଡ଼ିଆରେ ରହୁଥିବା ୨୦ ରୁ ଅଧିକ ପରିବାର ବନ୍ୟା ପାଣି କମିବା ପରେ ଘରକୁ ଫେରିଛନ୍ତି । ହେଲେ ବନ୍ୟା ସବୁ କିଛି…