ଶୋଇବା ଘରେ ବିଷଧର ସାପ ସାଲୁବାଲୁ, ଉଦ୍ଧାର ହେଲା ୨୩ ନାଗ ଛୁଆ
ଯାଜପୁର: ବେଡ୍ ରୁମ୍ ଭିତରେ ୨୩ ନାଗ ଛୁଆ । ଯାଜପୁର ଦଶରଥପୁର ବ୍ଲକ ଜୟନ୍ତରା ପଞ୍ଚାୟତ ଚନ୍ଦୁକୁଡା ଗାଁରୁ ୨୩ ନାଗ ଛୁଆ ଉଦ୍ଧାର ହୋଇଛି । ଗୌରାଙ୍ଗ ଜେନାଙ୍କ ବେଡ୍ ରୁମ୍ ରୁ ୨୩ଟି ନାଗଛୁଆ ଉଦ୍ଧାର ହୋଇଛି । ସୋମବାର ରାତିରେ ଗୌରାଙ୍ଗ ଜେନା ତାଙ୍କ ଶୋଇବା ଘରେ ଏକ ଛୋଟ ସାପ ବୁଲୁଥିବା ଦେଖି…