Browsing Tag

jajpur accident

ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ବାଇକକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଘଟଣାସ୍ଥଳରେ ୩ ମୃତ

ଯାଜପୁର(କେନ୍ୟୁଜ୍) : ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନେଉଳପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।ବାଇକକୁ ଧକ୍କା ଦେଲା ଆମ୍ବୁଲାନ୍ସ। ଫଳରେ ଘଟଣାସ୍ଥଳରେ ୩ ଜଣକର ଶୋଚନୀୟ ମୃତ୍ୟୁ। ମୃତକ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଓ ୫/୬ବର୍ଷର ଶିଶୁ କନ୍ୟା ଥିବା ସୂଚନା ମିଳିଛି। କଟକ ବିଡାନାସୀ…

ଯାଜପୁର: ଭଉଣୀ ଘର ଦୁତିଆ ଓଷା ଭାର ପହଞ୍ଚାଇ ପାରିଲେ ନାହିଁ ଭାଇ,ଦୁର୍ଘଟଣାରେ ଚାଲିଗଲା ମାମୁଁ-ଭଣଜାଙ୍କ ଜୀବନ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା କୁଆଖିଆ ଥାନା ଖରସ୍ରୋତା ପୋଲ ଉପରେ ଅଭାବନୀୟ ଘଟଣା। ଟ୍ରକ ଧକ୍କାରେ ମାମୁ ଭଣଜା ମୃତ୍ୟୁ। ସୂଚନା ମୁତାବକ, ମଧୁବନ ନଗୁଆଁ ଗାଁର ରାଜକିଶୋର ମହାନ୍ତି ନିଜର ଭଉଣୀ ଘର ଅପସରପୁର ଗାଁକୁ ଦୁତିଆ ଓଷା ଭାର ଦେବା ପାଇଁ ଭଣଜା ବାବନ ଲେଙ୍କାକୁ ସାଙ୍ଗରେ ନେଇ…

ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ରଥିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ଗଲା ୩ ଜୀବନ

ଯାଜପୁର: ଟ୍ରକ ପଛପଟୁ ଧକ୍କା ଦେଲା କାର। ଦୁର୍ଘଟଣାରେ ଗଲା ୩ ଜୀବନ । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ରଥିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା କାର୍‌ । ଫଳରେ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଭୋରରୁ କାରଟି…

ଯାଜପୁର ରାଜପଥ ଛତିଆ ନିକଟ ବନ୍ଦାଳ ଛକରେ ଦୁଇଟି ପୃଥକ ଦୁର୍ଘଟଣା, ୨ ଯୁବକ ମୃତ

ଯାଜପୁର : ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥରେ ଦୁର୍ଘଟଣା । ରାଜପଥର ଛତିଆ ନିକଟ ବନ୍ଦାଳ ଛକରେ ପୃଥକ ଦୁର୍ଘଟଣାରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ପ୍ରଥମ ଦୁର୍ଘଟଣାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀର ମୃତ୍ୟୁ ଘଟିଛି । ମୃତକ ହେଲେ ଧର୍ମଶାଳା ଥାନା କାଏମା ଗ୍ରାମର ତପନ ସାହୁ…

ଯାଜପୁର ଜିଲ୍ଲା ଅନ୍ତର୍ଗତ ହନୁମାନ ଛକ ନିକଟରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

ଯାଜପୁର ଟାଉନ୍ (କେ ନ୍ୟୁଜ୍‌) : ଯାଜପୁର ସଦର ଥାନା ହନୁମାନ ଛକ ନିକଟରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ବରପଦା ଗ୍ରାମର ହେମନ୍ତ କୁମାର ସାହୁ । ସୂଚନା ଅନୁସାରେ ଆଜି ବଢ଼ି ଭୋରୁ ହେମନ୍ତ ଶୌଚ ହେବା ପାଇଁ…

ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥରେ ଦୁର୍ଘଟଣା, ଦୁଇ ଟ୍ରକ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ଜଣ ଗୁରୁତର

ଯାଜପୁର (କେନ୍ୟୁଜ) : ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ଡୁବୁରୀ ୫୩ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜେନାପୁର ଥାନା ଅଧିନ କନ୍ତପଡା ଛକ ନିକଟରେ ହାଇୱା ଟ୍ରକ ସହିତ ଏକ ଟ୍ରଲର ଗାଡିର ମୁହାଁମୁହିଁ ଧକା ହେବା ଫଳରେ ଘଟଣା ସ୍ଥଳରେ ହାଇୱା ଗାଡି ଡ୍ରାଇଭରର ମୃତ୍ୟୁ ଘଟିଛି । ମୃତକ…

ଯାଜପୁର: ୧୬ନଂ ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା, ଚାଲିଗଲା ଜିମ ବୟଙ୍କ ଜୀବନ

ଯାଜପୁର (କେନ୍ୟୁଜ): ୧୬ନଂ ଜାତୀୟ ରାଜପଥରେ ଆଉ ଏକ ଦୁର୍ଘଟଣା। ଦୁର୍ଘଟଣାରେ ଗଲା ଯୁବକର ଜୀବନ। ଘଟଣା ଘଟିଛି ଯାଜପୁର ଜିଲ୍ଲା ଜାରକା ଛକ ନିକଟରେ। ମୃତ ଯୁବକ ହେଲେ ଜାରକା ଅଞ୍ଚଳର ଆଦିତ୍ୟ ବର୍ମା। ସେ ଆଜି ଅପରାହ୍ନରେ ନିଜ ବାଇକ ଯୋଗେ ଜାତୀୟ ରାଜପଥ ପାର ହେଉଥିବା ସମୟରେ ଏକ ଟ୍ରକ ତାଙ୍କୁ…

ଯାଜପୁର ରୋଡ ଥାନା ଦଳା ଛକ ନିକଟରେ ୧୦୮ ଆମ୍ବୁଲାନସ ଧକ୍କାରେ ମହିଳାଙ୍କ ମୃତ୍ୟୁ, ଚାଳକଙ୍କ ସହ ୮ମାସର ଶିଶୁ ଓ ଅନ୍ୟ…

ଯାଜପୁର ରୋଡ : ଯାଜପୁର ରୋଡ ଥାନା ଦଳା ଛକ ନିକଟରେ ଦୁର୍ଘଟଣା। ଟ୍ରକ ପଛରେ ୧୦୮ ଆମ୍ବୁଲାନସ ଧକ୍କା ଦେବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ। ଆମ୍ବୁଲାନସ ଚାଳକଙ୍କ ସହ ୮ମାସର ଶିଶୁ ଓ ଅନ୍ୟ ଦୁଇଜଣ ଗୁରୁତର। ଗୁରୁତରଙ୍କୁ ଯାଜପୁର ରୋଡ ମେଡିକାଲରେ ଭର୍ତ୍ତି କରାଯାଇଛି। ବରୀ ଅଞ୍ଚଳର ଅମୂଲ୍ୟ…