Browsing Tag

jajpur collector

ନିଜ ଜନ୍ମଦିନରେ ରକ୍ତଦାନ କଲେ ଯାଜପୁର ଜିଲ୍ଲାପାଳ, ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ

ଯାଜପୁର ଟାଉନ: ରକ୍ତଦାନ କରି ଜନ୍ମଦିନ ପାଳନ କଲେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ । ଆଜି ଯାଜପୁର ବ୍ଲକ ମାଳଆନନ୍ଦପୁର ପଂଚାୟତର ନୁରୁଗାଁ କଂଟିଗଡିଆରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତାଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…

ଯାଜପୁର କଳା ଓ ଜିଲ୍ଲା କଳାକାର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ଯାଜପୁର ଟାଉନ: କୋରୋନା ଯୋଗୁଁ ଲକ ଡାଉନ ଜାରି ରହିଛି । ଏଥିଯୋଗୁଁ ପ୍ରଭାବିତ ହୋଇଛନ୍ତି କଳାକାର। ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଉପରେ ରୋକ ଲାଗିବା ଫଳରେ କଳାକାର ମାନେ ସେମାନଙ୍କର ରୋଜଗାର ହରାଇବସିଛନ୍ତି । ଏପରିକି କଳାକାର ମାନେ ଦୁଇ ଓଳି ଦୁଇ ମୁଠା ଖାଇବାରୁ…

ଯାଜପୁରର ୧୪୦୦ରୁ ଉର୍ଦ୍ଧ୍ଵ ଅସ୍ଥାୟୀ ମେଡିକାଲ କ୍ୟାମ୍ପର ଭିତିଭୂମି ଯାଞ୍ଚ କଲେ ଜିଲ୍ଲାପାଳ, ପଚାରି ବୁଝିଲେ ବିଭିନ୍ନ…

ଯାଜପୁର ଟାଉନ: ଯାଜପୁର ଜିଲ୍ଲାକୁ ରାଜ୍ୟ ବାହାରୁ ଆସିବାରେ ଲାଗିଛନ୍ତି ପ୍ରବାସୀ ଫେରନ୍ତା । ଯାଜପୁର ଜିଲ୍ଲାରେ ୫୦ ହଜାରୁ ଉର୍ଦ୍ଧ୍ଵ ପ୍ରବାସୀ ଫେରନ୍ତା ନିଜର ନାମ ପଞ୍ଜୀକରଣ କରିଛନ୍ତି । ସେଥିପାଇଁ ଜିଲ୍ଲାରେ ୧୪୦୦ରୁ ଉର୍ଦ୍ଧ୍ଵ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଖୋଲାଯାଇଛି । ସେହି କ୍ୟାମ୍ପ…

ଯାଜପୁରର ନୂଆ ୪ ପଜିଟିଭଙ୍କ ପୂରା ତଥ୍ୟ ଦେଲେ ଜିଲ୍ଲାପାଳ, ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷ, ୩ ଜଣ ମହିଳା,ସମସ୍ତେ…

ଯାଜପୁର ଟାଉନ(କେନ୍ୟୁଜ): ଆଜି ଯାଜପୁର ଜିଲ୍ଲାରେ ଆଉ ୪ ଜଣ କୋରୋନା ପଜିଟିଭ ରେ ଆକ୍ରାନ୍ତ ହୋଇଛନ୍ତି।ସେମାନଙ୍କ ମଧ୍ୟରେ ୩ଜଣ ଯାଜପୁର ବ୍ଲକ ର ଏବଂ ଜଣେ ଦଶରଥପୁର ବ୍ଲକ ଅଞ୍ଚଳ ର ବୋଲି ଜଣାପଡିଛି। ୪ଜଣଙ୍କ ମଧ୍ୟରୁ ୩ଜଣ ମହିଳା ଏବଂ ଜଣେ ପୁରୁଷ ବୋଲି ଜଣାପଡ଼ିଛି। ଏହି ଆକ୍ରାନ୍ତ ମାନେ କଲିକତା…

୨ୟ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଚିନ୍ତାରେ ଯାଜପୁର ଜିଲ୍ଲା ପ୍ରଶାସନ, ଆକ୍ରାନ୍ତଙ୍କ ସହ ଯିଏ ମିଶିଛନ୍ତି ୧୦୪କୁ…

ଯାଜପୁର: ଯାଜପୁର ଜିଲ୍ଲାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ପରେ ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ତାକୁ ନେଇ ଚିନ୍ତାରେ ପ୍ରଶାସନ । ଏହି ସଂକ୍ରମିତ ଜଣଙ୍କ କୋଲକାତାରୁ ଏକ ଟାଟା ମ୍ୟାଜିକରେ ପାଣିକୋଇଲି ଯାଏ ଆସିଥିଲେ । ଏହାପରେ ଏକ ମାଛ ବୁହା ଗା଼ଡ଼ିରେ ନିଜ ଗାଁକୁ ଫେରିଥିଲେ ।…

କୋରୋନା ସମୟରେ ସଫେଇ କର୍ମଚାରୀଙ୍କ ମନୋବଳ ବଢ଼ାଇବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଉଦ୍ୟମ: ହ୍ୟାଣ୍ଡୱାସ, ମାସ୍କ ସହ…

ଯାଜପୁର ଟାଉନ: କୋରୋନା ସମୟରେ ପୌରପାଳିକା ସଫେଇ କର୍ମଚାରୀ ସେମାନଙ୍କ କାମ ଜାରି ରଖିଛନ୍ତି । ସେମାନଙ୍କ ମନୋବଳ ବଢ଼ାଇବା ପାଇଁ ଯାଜପୁର ଜିଲ୍ଲାପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଯାଜପୁର ପୌରପାଳିକାର ସମସ୍ତ ସଫେଇ କର୍ମଚାରୀଙ୍କୁ ଭେଟି ହ୍ୟାଣ୍ଡୱାସ,…

ଯାଜପୁରରେ ଅମାନିଆଙ୍କୁ ସାବାଡ କରିବା ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଜିଲ୍ଲାପାଳ, ନିୟମ ଭଙ୍ଗ କରିଥିବା ବ୍ୟକ୍ତିଙ୍କ…

ଯାଜପୁର ଟାଉନ: ଯାଜପୁର ଜିଲ୍ଲାରେ ଅମାନିଆଙ୍କୁ ସାବାଡ କରିବା ପାଇଁ ରାସ୍ତାକୁ ପୁଣି ଓହ୍ଲାଇଲେ ଜିଲ୍ଲାପାଳ । ଆଜି ବଢ଼ିଭୋରୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଆସିଥିବା ଲୋକେ ବାଇକ ନେଇ ଆସିଥିବା ବେଳେ ସେହି ଗାଡିକୁ ଜବତ କରିଛି ପୋଲିସ । ଏଥିସହିତ ସେମାନଙ୍କୁ ତାଗିଦ ମଧ୍ୟ…

କଳିଙ୍ଗନଗରରେ ପ୍ରତିଷ୍ଠା ହୋଇଥିବା ଟାଟା ମେଡିକା ହସ୍ପିଟାଲରେ ୧୦୦ ଶଯ୍ୟା ବିଶିଷ୍ଟ କରୋନା ହସ୍ପିଟାଲର ସ୍ଥିତି…

ଯାଜପୁର ଟାଉନ(କେନ୍ୟୁଜ): କୋରୋନା ମୁକାବିଲା କରିବା ପାଇଁ ଯାଜପୁର ଜିଲା ପ୍ରଶାସନ ବିଭିନ୍ନ ଘରୋଇ ଡାକ୍ତରଖାନା ସହିତ ଏମଓୟୁ ସ୍ୱାକ୍ଷର କରିଛି । କଳିଙ୍ଗନଗର ରେ ପ୍ରତିଷ୍ଠା ହୋଇଥିବା ଟାଟା ମେଡିକା ହସ୍ପିଟାଲ ରେ ୧୦୦ ଶଯ୍ୟା ପାଇଁ ଏମଓୟୁ ପତ୍ର ସ୍ୱାକ୍ଷର ହୋଇଥିବା ବେଳେ ଜାରକା ସ୍ଥିତ…

ଯାଜପୁର: ଲକ ଡାଉନକୁ ଜୋରଦାର କରିବା ପାଇଁ ରାସ୍ତାକୁ ଓହ୍ଲାଇଲେ ଜିଲ୍ଲାପାଳ, ହାତରେ ଲାଠି ଧରି ଆଇନ ଉଲଙ୍ଘନକାରୀଙ୍କୁ…

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁରରେ ଲକ ଡାଉନକୁ ଜୋରଦାର କରିବା ପାଇଁ ରାତିରେ ରାସ୍ତାକୁ ଓହ୍ଲାଇଲେ ଯାଜପୁର ଜିଲାପାଳ । ହାତରେ ଠେଙ୍ଗା ଧରି ଆଇନ ଉଲଙ୍ଘନକାରୀଙ୍କୁ ମଧ୍ୟ ସାବାଡ କଲେ ଜିଲ୍ଲାପାଳ ରଞ୍ଜନ ଦାସ । ସାରା ଜିଲ୍ଲାରେ ଲକଡାଉନ ଜାରି ରହିଥିବା ବେଳେ ଅନେକ ଲୋକ ଛକ ବଜାରରେ ଅଯଥା…

ଯାଜପୁର : ରାତି ଅଧିଆ ଚଢ଼ାଉ, ସଦର ମେଡିକାଲରେ ବ୍ୟବସ୍ଥାର ଯାଞ୍ଚ କଲେ ଜିଲ୍ଲାପାଳ

ଯାଜପୁର ଟାଉନ (କେ ନ୍ୟୁଜ୍‌) : ରାଜ୍ୟ ସରକାର ସମଗ୍ର ରାଜ୍ୟରେ ମୋ ସରକାର ଯୋଜନା କାର୍ଯ୍ୟକାରୀ କରିବା ପରେ ଯାଜପୁର ଜିଲା ପ୍ରଶାସନ ତତ୍ପର ହୋଇ ଉଠିଛି । କିଛି ଦିନ ତଳେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଅନୁଧ୍ୟାନକାରୀ ଦଳ ପରିଦର୍ଶନ କରି ଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଜିଲାପାଳ…

ଯାଜପୁର: ଉଦୟପୁର ଗାଁର ଶିକୁଳିରେ ବନ୍ଧା ଯୁବକଙ୍କ ଘଟଣା, ପିଡୀତଙ୍କ ପାଖରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ

ଯାଜପୁର ଟାଉନ: କେନ୍ୟୁଜ ର ପ୍ରଭାବ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଉଦୟପୁର ଗାଁ ଶିକୁଳିରେ ବନ୍ଧା ଯୁବକଙ୍କ ଘଟଣା । ପିଡୀତଙ୍କ ପାଖରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳ ରଞ୍ଜନ କୁମାର ଦାସ ପରିବାରଙ୍କୁ ଭେଟି ବିଜୁ ପକ୍କା ଘର ସହ ରେସନ କାର୍ଡ ପ୍ରଦାନ କରିଛନ୍ତି। ରମାକାନ୍ତଙ୍କ…