jajpur collector

ଧର୍ମଶାଳା ବ୍ଳକରେ ମିଳିତ ଅଭିଯୋଗ ଶୁଣାଣି ଶିବିର: ୧୦୫ଟି ଅଭିଯୋଗର ହେଲା ତ୍ୱରିତ ସମାଧାନ

ଯାଜପୁର(କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ ଶିଵିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତି ସିଂ…

2 years ago

ନିର୍ବାଚନ ପରିଚାଳନା ନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ଯାଜପୁର(ଟାଉନ):ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ପଂଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ…

2 years ago

୨୦୨୨ ସୁ‌ଦ୍ଧା ଯାଜପୁରରେ ହେବ ମେଡିକାଲ୍ କଲେଜ, ଭିତ୍ତିଭୂମି କାମର ଅନୁଧ୍ୟାନ କଲେ ବିଧାୟକ ପ୍ରଣବ ଦାସ ଓ ଜିଲ୍ଲାପାଳ

ଯାଜପୁର ଟାଉନ: ଯାଜପୁର ମେଡିକାଲ କଲେଜ ଭିତ୍ତିଭୂମି କାମର ଅନୁଧ୍ୟାନ କରିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋର ।…

4 years ago

ଯାଜପୁରର ନୂତନ ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂହ ରାଠୋଡଙ୍କ ପ୍ରଥମ ବଡଚଣା ଗସ୍ତ,ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିବା ସହ କଲେ ସମୀକ୍ଷା

ଯାଜପୁର (କେନ୍ୟୁଜ) : ନୂତନ ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂହ ରାଠୋଡ୍ ଯାଜପୁରରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଆଜି ପ୍ରଥମ କରି ବଡଚଣା ଗସ୍ତ କରିଥିଲେ। ପ୍ରଥମେ…

4 years ago

ଯାଜପୁର ଜିଲ୍ଲାର ୨୧ ତମ ଜିଲ୍ଲାପାଳ ଭାବେ ଦାୟିତ୍ଵ ନେଲେ ଚକ୍ରବର୍ତ୍ତୀ ସିଂ ରାଠୋର, ମନ୍ଦିର ବାହାରୁ ମା ବିରଜାଙ୍କ ଆଶୀର୍ବାଦ ନେଇ ପହଞ୍ଚିଲେ କାର୍ଯ୍ୟାଳୟରେ

ଯାଜପୁର ଟାଉନ: ଯାଜପୁର ଜିଲ୍ଲାର ୨୧ ତମ ଜିଲ୍ଲାପାଳ ଭାବେ ଦାୟିତ୍ଵ ନେଲେ ଚକ୍ରବର୍ତ୍ତୀ ସିଂ ରାଠୋର। ସୋମବାର ପୂର୍ବାହ୍ନରେ ମା ବିରଜାଙ୍କ ମନ୍ଦିର ବାହାରେ ମାଙ୍କୁ…

4 years ago

୪ ବର୍ଷ ଜିଲ୍ଲା ପାଇଁ ସେବା କରିବାର ସୁଯୋଗ ପାଇଥିବାରୁ ଯାଜପୁରବାସୀଙ୍କୁ କୃତଜ୍ଞତା ଜଣାଇଲେ ଜିଲ୍ଲାପାଳ

ଯାଜପୁର ଟାଉନ(କେନ୍ୟୁଜ): ଯାଜପୁର ଜିଲ୍ଲାପାଳ ଭାବେ ପ୍ରାୟ ୪ ବର୍ଷ ଜିଲ୍ଲା ପାଇଁ ସେବା କରିବାର ସୁଯୋଗ ପାଇଥିବାରୁ ଜିଲ୍ଲାପାଳ ରଂଜନ କୁମାର ଦାସ ମା’ ବିରଜାଙ୍କୁ…

4 years ago

ନିଜ ଜନ୍ମଦିନରେ ରକ୍ତଦାନ କଲେ ଯାଜପୁର ଜିଲ୍ଲାପାଳ, ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ

ଯାଜପୁର ଟାଉନ: ରକ୍ତଦାନ କରି ଜନ୍ମଦିନ ପାଳନ କଲେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ । ଆଜି ଯାଜପୁର ବ୍ଲକ ମାଳଆନନ୍ଦପୁର ପଂଚାୟତର ନୁରୁଗାଁ କଂଟିଗଡିଆରେ…

4 years ago

ଯାଜପୁର କଳା ଓ ଜିଲ୍ଲା କଳାକାର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ଯାଜପୁର ଟାଉନ: କୋରୋନା ଯୋଗୁଁ ଲକ ଡାଉନ ଜାରି ରହିଛି । ଏଥିଯୋଗୁଁ ପ୍ରଭାବିତ ହୋଇଛନ୍ତି କଳାକାର। ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଉପରେ ରୋକ…

4 years ago

ଯାଜପୁରର ୧୪୦୦ରୁ ଉର୍ଦ୍ଧ୍ଵ ଅସ୍ଥାୟୀ ମେଡିକାଲ କ୍ୟାମ୍ପର ଭିତିଭୂମି ଯାଞ୍ଚ କଲେ ଜିଲ୍ଲାପାଳ, ପଚାରି ବୁଝିଲେ ବିଭିନ୍ନ ସୁବିଧା ଓ ଅସୁବିଧା

ଯାଜପୁର ଟାଉନ: ଯାଜପୁର ଜିଲ୍ଲାକୁ ରାଜ୍ୟ ବାହାରୁ ଆସିବାରେ ଲାଗିଛନ୍ତି ପ୍ରବାସୀ ଫେରନ୍ତା । ଯାଜପୁର ଜିଲ୍ଲାରେ ୫୦ ହଜାରୁ ଉର୍ଦ୍ଧ୍ଵ ପ୍ରବାସୀ ଫେରନ୍ତା ନିଜର ନାମ…

4 years ago

ଯାଜପୁରର ନୂଆ ୪ ପଜିଟିଭଙ୍କ ପୂରା ତଥ୍ୟ ଦେଲେ ଜିଲ୍ଲାପାଳ, ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷ, ୩ ଜଣ ମହିଳା,ସମସ୍ତେ କୋଲକାତା ଫେରନ୍ତା ପୂର୍ବ ଆକ୍ରାନ୍ତଙ୍କ ପରିବାର ଲୋକ

ଯାଜପୁର ଟାଉନ(କେନ୍ୟୁଜ): ଆଜି ଯାଜପୁର ଜିଲ୍ଲାରେ ଆଉ ୪ ଜଣ କୋରୋନା ପଜିଟିଭ ରେ ଆକ୍ରାନ୍ତ ହୋଇଛନ୍ତି।ସେମାନଙ୍କ ମଧ୍ୟରେ ୩ଜଣ ଯାଜପୁର ବ୍ଲକ ର ଏବଂ ଜଣେ…

4 years ago

୨ୟ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଚିନ୍ତାରେ ଯାଜପୁର ଜିଲ୍ଲା ପ୍ରଶାସନ, ଆକ୍ରାନ୍ତଙ୍କ ସହ ଯିଏ ମିଶିଛନ୍ତି ୧୦୪କୁ ଫୋନ୍‌ କରିବାକୁ ନିବେଦନ

ଯାଜପୁର: ଯାଜପୁର ଜିଲ୍ଲାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ପରେ ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ତାକୁ ନେଇ ଚିନ୍ତାରେ ପ୍ରଶାସନ । ଏହି ସଂକ୍ରମିତ ଜଣଙ୍କ…

4 years ago

କୋରୋନା ସମୟରେ ସଫେଇ କର୍ମଚାରୀଙ୍କ ମନୋବଳ ବଢ଼ାଇବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଉଦ୍ୟମ: ହ୍ୟାଣ୍ଡୱାସ, ମାସ୍କ ସହ ବଣ୍ଟାଗଲା ଖାଦ୍ୟ ପୁଡିଆ

ଯାଜପୁର ଟାଉନ: କୋରୋନା ସମୟରେ ପୌରପାଳିକା ସଫେଇ କର୍ମଚାରୀ ସେମାନଙ୍କ କାମ ଜାରି ରଖିଛନ୍ତି । ସେମାନଙ୍କ ମନୋବଳ ବଢ଼ାଇବା ପାଇଁ ଯାଜପୁର ଜିଲ୍ଲାପ୍ରଶାସନ ଉଦ୍ୟମ ଆରମ୍ଭ…

4 years ago