Browsing Tag

jajpur corona

ଗଞ୍ଜାମ ପରେ ଯାଜପୁରରେ ଦ୍ୱିତୀୟ ସର୍ବାଧିକ ଆକ୍ରାନ୍ତ, ପ୍ରଶାସନ ପକ୍ଷରୁ ସଙ୍ଗରୋଧ କେନ୍ଦ୍ରରେ ୧୪୪ ଧାରା ଜାରି

ଯାଜପୁର: ଯାଜପୁରରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଜିଲ୍ଲାରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ୫୮ ଜଣ ବିଭିନ୍ନ ମେଡିକାଲରେ…

ସୁରତରୁ ବସ ଯୋଗେ ଯାଜପୁରକୁ ଫେରିଲେ ୧୦୫ ପ୍ରବାସୀ ଓଡ଼ିଆ, ବିନା ସୂଚନାରେ ଆସିଥିବା କହିଲା ପ୍ରଶାସନ

ଯାଜପୁର: ଗୁଜରାଟର ସୁରତରୁ ବସରେ ଯାଜପୁର ଜିଲ୍ଲାକୁ ଫେରିଲେ ୧୦୫ଜଣ ପ୍ରବାସୀ ଓଡ଼ିଆ । ଆଜି ସକାଳେ ସେମାନେ ୨ଟି ବସରେ ଜିଲ୍ଲାର ପ୍ରବେଶ ପଥ ଛତିଆରେ ପହଁଚିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସେଠାରେ ଅଟକାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ପରେ ସେମାନଙ୍କୁ ବିଭିନ୍ନ ବ୍ଲକକୁ…

ଖୋର୍ଦ୍ଧାକୁ ଟପିଲା ଯାଜପୁର: ପଜିଟିଭଙ୍କ ସଂଖ୍ୟାରେ ହେଲା ଏକ ନମ୍ବର

କେନ୍ୟୁଜ(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର । ତେବେ ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭଙ୍କ ସଂଖ୍ୟା ୪୮ରେ ପହଞ୍ଚିଥିବା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା୧୫୭ କୁ ବୃଦ୍ଧି ପାଇଛି ।ଆକ୍ରାନ୍ତ ଜଣକ ବରୀ ବ୍ଲକର ୬୨ ବର୍ଷୀୟ ବୟସ୍କ…

ରେଡ୍ ଜୋନରେ ଯାଜପୁର: ତଥାପି ଲକଡାଉନ୍ କଟକଣା ନମାନି ଶନି ଦେବଙ୍କ ମନ୍ଦିରରେ ଚାଲିଛି ଜଳାଭିଷେକ ଓ ପୂଜାର୍ଚ୍ଚନା

ଯାଜପୁର: ଯାଜପୁରରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।ଏହି ପରିପେକ୍ଷୀ ଅପରପଟେ ସେଠାରେ ଲକଡାଉନ୍ କଟକଣାକୁ ଅମାନ୍ୟ କରୁଥିବା ଦେଖିବାକୁ ମିଳିଛି । ଆଜି ଶନିବାର ଥିବାରୁ ଚାଲିଛି ଶନି ଦେବଙ୍କ ମନ୍ଦିରରେ ଜଳାଭିଷେକ ଓ ପୂଜାର୍ଚ୍ଚନା । ଏକାଠି ହୋଇଛନ୍ତି ବୋହୁ ଲୋକ। ଏଭଳି…

ପୁଣି ଯାଜପୁରରେ ଆଉ ୨ କୋରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭କୁ ବୃଦ୍ଧି

ଯାଜପୁର: ଯାଜପୁରରେ ଆଉ ୨ କୋରୋନା ପଜିଟିଭ ଚିହ୍ନଟ । ଯାଜପୁରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୫୫ ବର୍ଷିୟ ପୁରୁଷ ଯିଏକି ବିରଜାପୁର ଅଞ୍ଚଳର ଏବଂ ଆଉ ଜଣେ ୭୫ ବର୍ଷିୟା ମହିଳା ଯିଏକି କଟିକଟା ଅଞ୍ଚଳର ବୋଲି ଜଣାପଡିଛି । ଉଭୟ…

ଯାଜପୁରରେ ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା, ପରିସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଛି ରାପିଡ୍‌ ଆକ୍ସନ ଟିମ୍

ଯାଜପୁର: ରାଜ୍ୟରେ ନୂଆ ହଟସ୍ପଟ ପାଲଟିଛି ଦଶରଥପୁର ବ୍ଲକ କଟିକଟା ଅଞ୍ଚଳ । ଏହି ଅଞ୍ଚଳରୁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ପୂର୍ବରୁ କଟିକଟା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିବାବେଳେ ପୁଣି ଦଶରଥପୁର ବ୍ଲକରେ କଣ୍ଟେନମେଣ୍ଟ ଜୋନ୍‌କୁ ବଢାଇ ଦିଆଯାଇଛି । ଗୋପାଳପୁର ଏବଂ…

ଯାଜପୁରରେ ଆଉ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୮କୁ ବୃଦ୍ଧି

ଯାଜପୁର: ରାଜ୍ୟରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି। ଫଳରେ ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଛି।…

ଯାଜପୁର ବାସୁଦେବପୁରରେ କଣ୍ଟେନମେଣ୍ଟ ଅବଧି ବୃଦ୍ଧି, ମେ ୧୮ତାରିଖ ରାତି ୮ଟା ଯାଏ କଟକଣା ବଳବତ୍ତର

ଯାଜପୁର: ଯାଜପୁର ବାସୁଦେବପୁରରେ କଣ୍ଟେନମେଣ୍ଟ ଅବଧି ବୃଦ୍ଧି । କଣ୍ଟେନ୍‌ମେଣ୍ଟ ଅଞ୍ଚଳରେ ଗୋବିନ୍ଦପୁର ଗାଁ ସାମିଲ ହୋଇଛି। ମେ ୧୮ତାରିଖ ରାତି ୮ଟା ଯାଏ କଟକଣା ବଳବତ୍ତର ରହିଛି। ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଲା। ଗତକାଲି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ…

କ୍ବାରେଣ୍ଟାଇନ୍ ଗୃହରୁ ବାହାରି ଘରକୁ ଫେରିଲେ ମହାରାଷ୍ଟ୍ରରୁ ଯାଜପୁର ସାଇକେଲରେ ଆସିଥିବା ଯୁବକ

ଯାଜପୁର: ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଥିଲା ଲକଡାଉନ କଟକଣା । ସାଇକେଲରେ ୧୭ ଶହ କିଲୋମିଟର ଆସିଥିଲେ ଯାଜପୁରର ୨୦ ବର୍ଷର ଯୁବକ । ସେ ମହାରାଷ୍ଟ୍ର ସଙ୍ଗ୍‌ଲିରେ ଏକ କମ୍ପାନୀରେ କାମ କରୁଥିଲେ । ଲକଡାଉନ ଯୋଗୁ ସେ ମାସିକ ଦରମା ପାଇନଥିଲେ । ଫଳରେ ସେ ଆବଶ୍ୟକ ମୁତାବକ ଖାଦ୍ୟରୁ ବଞ୍ଚିିତ…

ପୁଣି ୫୪ ଘଣ୍ଟା ବନ୍ଦ ରହିବ ଅଧା ଯାଜପୁର, ଆଜି ଦିନ ୧୨ଟାରୁ ୨୯ତାରିଖ ସନ୍ଧ୍ୟା ୬ ଯାଏ କଟକଣା ଜାରି

ଯାଜପୁର : ପୁଣି ୫୪ ଘଣ୍ଟା ବନ୍ଦ ରହିବ ଅଧା ଯାଜପୁର। ଯାଜପୁର ଜିଲ୍ଲାର ୫ ବ୍ଳକ୍‌କୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା । ଯାଜପୁର, ବିଞ୍ଝାରପୁର, ଦଶରଥପୁର, ବରୀ, କୋରେଇ ବ୍ଲକ୍‌ ସମେତ ଯାଜପୁର ପୌରପାଳିକାକୁ କଣ୍ଟେନମେଣ୍ଟଜୋନ୍‌ ଘୋଷଣା କରାଯାଇଛି । ଆଜି ଦିନ ୧୨ଟାରୁ ୨୯ତାରିଖ ସନ୍ଧ୍ୟା ୬ ଯାଏ…

କରୋନାକୁ ନେଇ ଚିନ୍ତା: ଯାଜପୁରରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କଲେ କୋବିଡ଼-୧୯ ପର୍ଯ୍ୟବେକ୍ଷକ ପି.କେ…

ଯାଜପୁର ଟାଉନ: ଯାଜପୁର ଜିଲ୍ଲାରେ ଚିନ୍ତା ଜନକ ରହିଛି କରୋନା। ବର୍ତ୍ତମାନ ସୁଦ୍ଧା ୧୨ ଜଣ କୋରୋନା ରୋଗୀ ଚିହ୍ନଟ ହୋଇସାରିଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କେତେକ ସୁପର ସ୍ପ୍ରେଡର ହେବାର ଆଶଙ୍କା ରହିଥିବାରୁ ଚିନ୍ତାରେ ଜିଲ୍ଲା ପ୍ରଶାସନ। ଯାଜପୁରରେ ସ୍ଥିତି ସମୀକ୍ଷା କରିବା ପାଇଁ…

ଯାଜପୁରର କୋଲକାତା ଲିଙ୍କ ଅତି ପୁରୁଣା, ଏବେ ବିପଦ ସୃଷ୍ଟି କରିଛି ଏହି ସମ୍ପର୍କ

ଯାଜପୁର ଟାଉନ୍‌ (କେ ନ୍ୟୁଜ୍‌) : ଦିନ କେଇଟା ତଳେ କରୋନାକୁ ନେଇ ସମସ୍ତଙ୍କ ନଜର ରହିଥିଲା ରାଜଧାନୀ ଭୁବନେଶ୍ୱର ଉପରେ । କାରଣ ଏହିଠାରୁ ସର୍ବାଧିକ ପଜେଟିଭ୍‌ ବାହାରିଛନ୍ତି । ହେଲେ ଦିନକ ଭିତରେ ଏବେ ଦୃଷ୍ଟି ବଦଳି ଯାଇଛି ସମସ୍ତଙ୍କର । ଯାଜପୁର ଜିଲ୍ଲା ଉପରେ ବର୍ତ୍ତମାନ ସମସ୍ତଙ୍କ ଆଖି…