Browsing Tag

jajpur corona

ଯାଜପୁରର ୫ ପଜିଟିଭ୍‌ ପରେ ପ୍ରଶାସନର ପଦକ୍ଷେପ, ୮ଟି ରାଜସ୍ୱ ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଯାଜପୁର: ଗତକାଲି ଯାଜପୁରରୁ ୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହା ପରେ କୋରାଇ ବ୍ଲକ ମକୁନ୍ଦପୁର ପଞ୍ଚାୟତର ୯ଟି ରାଜସ୍ୱ ଗାଁ ମଧ୍ୟରୁ କେବଳ ଜାଗୁଳେଇ ଗଡିଆକୁ ଛାଡି ଅନ୍ୟ ୮ଟି ରାଜସ୍ୱ ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଏହା ସହ ପଜିଟିଭ୍‌ ଆସିଥିବା ପରିବାର ଲୋକଙ୍କୁ…

୨ୟ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଚିନ୍ତାରେ ଯାଜପୁର ଜିଲ୍ଲା ପ୍ରଶାସନ, ଆକ୍ରାନ୍ତଙ୍କ ସହ ଯିଏ ମିଶିଛନ୍ତି ୧୦୪କୁ…

ଯାଜପୁର: ଯାଜପୁର ଜିଲ୍ଲାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ପରେ ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ତାକୁ ନେଇ ଚିନ୍ତାରେ ପ୍ରଶାସନ । ଏହି ସଂକ୍ରମିତ ଜଣଙ୍କ କୋଲକାତାରୁ ଏକ ଟାଟା ମ୍ୟାଜିକରେ ପାଣିକୋଇଲି ଯାଏ ଆସିଥିଲେ । ଏହାପରେ ଏକ ମାଛ ବୁହା ଗା଼ଡ଼ିରେ ନିଜ ଗାଁକୁ ଫେରିଥିଲେ ।…

କୋରୋନା ସମୟରେ ସଫେଇ କର୍ମଚାରୀଙ୍କ ମନୋବଳ ବଢ଼ାଇବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଉଦ୍ୟମ: ହ୍ୟାଣ୍ଡୱାସ, ମାସ୍କ ସହ…

ଯାଜପୁର ଟାଉନ: କୋରୋନା ସମୟରେ ପୌରପାଳିକା ସଫେଇ କର୍ମଚାରୀ ସେମାନଙ୍କ କାମ ଜାରି ରଖିଛନ୍ତି । ସେମାନଙ୍କ ମନୋବଳ ବଢ଼ାଇବା ପାଇଁ ଯାଜପୁର ଜିଲ୍ଲାପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଯାଜପୁର ପୌରପାଳିକାର ସମସ୍ତ ସଫେଇ କର୍ମଚାରୀଙ୍କୁ ଭେଟି ହ୍ୟାଣ୍ଡୱାସ,…

ଯାଜପୁର ସଚେତନ ନାଗରିକ ମଞ୍ଚର ଭିନ୍ନ ପ୍ରୟାସ, କରୋନା ଯୁଦ୍ଧର ଯୋଦ୍ଧାଙ୍କୁ କଲେ ସମ୍ମାନିତ

ଯାଜପୁର (କେନ୍ୟୁଜ): କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ। ଏନେଇ ସ୍ୱାସ୍ଥ୍ୟ ବିଭାଗ ଉପରେ ରହିଛି ସମସ୍ତଙ୍କ ନଜର। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ମେଡିକାଲକୁ ରୋଗୀ ନେବା ଆଣିବାରେ ପ୍ରମୁଖ ଭୂମିକା ଆମ୍ବୁଲାନ୍ସ ଚାଳକଙ୍କର। ଏମାନେ ନିଜ ଜୀବନ କଥା ନଭାବି ମେଡିକାଲକୁ ରୋଗୀଟିକୁ ପହଞ୍ଚିବାରେ…

ପେସେଣ୍ଟ ନମ୍ବର ୫୬ଙ୍କର ଆସିଲା ଟ୍ରାଭେଲ୍ ହିଷ୍ଟ୍ରି, ୭ଦିନ ପାଇଁ ସାନତ୍ରିଲୋଚନପୁର ଏବଂ ସଇପୁର ଗାଁ ଘୋଷଣା ହେଲା…

ଯାଜପୁର: ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬ରେ ପହଞ୍ଚିଛି । ୫୬ ନମ୍ବର ଆକ୍ରାନ୍ତ ଜଣକ ହେଉଛନ୍ତି ଯାଜପୁର ଅଞ୍ଚଳର । ତାଙ୍କ ଘର ଜାଫରପୁର ପଞ୍ଚାୟତର ସାନ ତ୍ରିଲୋଚନପୁର । ଏନେଇ ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ୨୮ତାରିଖରେ…