Browsing Tag

jajpur election

ନାମାଙ୍କନ ଦାଖଲ ପାଇଁ ଯାଜପୁରରେ ପ୍ରାର୍ଥୀଙ୍କ ଭିଡ଼

ଯାଜପୁର ଟାଉନ (କେ ନ୍ୟୁଜ୍‌) : ନାମାଙ୍କନ ଦାଖଲ ପାଇଁ ଆଜି ବେଶ୍‌ ଭିଡ଼ ଜମିଥିଲା ଯାଜପୁରରେ । ବିଭିନ୍ନ ଦଳର ପ୍ରାର୍ଥୀମାନେ ସେମାନଙ୍କ ସମର୍ଥକଙ୍କ ସହ ଯାଇ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଏମାନଙ୍କ ମଧ୍ୟରେ ଥିଲେ ବଡ଼ଚଣା ବିଧାୟକ ପ୍ରାର୍ଥୀ ଅମର ଶତପଥୀ, ବିଂଝାରପୁର ବିଧାୟିକା ପ୍ରାର୍ଥୀ…

ଆସନ୍ତା ୨୯ତାରିଖରେ ଯାଜପୁରରେ ହେବ ନିର୍ବାଚନ , ଜିଲ୍ଲାର ସାତଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ହେବ ମତଦାନ

ଯାଜପୁର/ଯାଜପୁର ଟାଉନ୍(କେନ୍ୟୁଜ୍) : ଆସନ୍ତା ୨୯ତାରିଖରେ ଯାଜପୁର ଜିଲ୍ଲାରେ ହେବ ନିର୍ବାଚନ। ଜିଲ୍ଲାର ସାତଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ହେବ ମତଦାନ। ଏଥିପାଇଁ ଏପ୍ରିଲ ୨ତାରିଖରୁ ଆରମ୍ଭ ହୋଇଛି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା। ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ରହିଛି…