Browsing Tag

jajpur flood

ଯାଜପୁର ଜିଲାରେ ବନ୍ୟା ଜନିତ କ୍ଷୟକ୍ଷତି ସ୍ଥିତିର ସମୀକ୍ଷା କଲେ ୩ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ

ଯାଜପୁର ଟାଉନ: ଯାଜପୁର ଜିଲ୍ଲାର ବନ୍ୟା ଜନିତ କ୍ଷୟକ୍ଷତି ସ୍ଥିତିର ସମୀକ୍ଷା କରିବା ପାଇଁ ୩ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଆଜି ବିଂଝାରପୁର ଏବଂ ବରୀ ବ୍ଲକର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ପ୍ରଥମେ ବିଂଝାରପୁର ବ୍ଲକ ନାଉବାଙ୍କ ଘାଇ ଅଂଚଳ ପରିଦର୍ଶନ କରିଥିଲେ । ଏହି ଟିମ…

କମୁଛି ବୁଢାବଳଙ୍ଗ ଓ ବୈତରଣୀ ଜଳସ୍ତର, ଯାଜପୁରରେ ସ୍ଥିତି ସୁଧାର ହେବାକୁ ଲାଗିବ ଆଉ ୪୮ ଘଣ୍ଟା

ଯାଜପୁର: ଧିରେ ଧିରେ କମୁଛି ବୁଢାବଳଙ୍ଗ ଓ ବୈତରଣୀ ଜଳସ୍ତର। ବର୍ତ୍ତମାନ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ଏହି ଦୁଇ ନଦୀ । ତେବେ ଯାଜପୁରରେ ସ୍ଥିତି ସୁଧାର ହେବାକୁ ଆଉ ୪୮ ଘଣ୍ଟା ଲାଗିବ ବୋଲି କୁହାଯାଇଛି । ଅନ୍ଯପଟେ ମିଳିଥିବା ସୂଚନା ମୁତାବକ, କେବଳ ଯାଜପୁର ଜିଲ୍ଲାରେ ବୈତରଣୀ…

ଯାଜପୁର ବନ୍ଧଢିହଠାରେ ବ୍ରାହ୍ମଣୀ ନଦୀର ବନ୍ଯାଜଳରେ ତାସ୍‌ ଭଳି ଭୁଶୁଡି ଭାସିଗଲା ଦୁଇ ମହଲା ଘର

ଯାଜପୁର: ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗୀନ୍। ଜିଲ୍ଲାର ୧୦ଟି ବ୍ଲକ ପ୍ରଭାବିତ ହୋଇଛନ୍ତି। ତା ମଧ୍ୟରୁ ଯାଜପୁର ରସୁଲପୁର ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଛି। ବ୍ଲକର ବନ୍ଧଢିହଠାରେ ବ୍ରାହ୍ମଣୀ ନଦୀରେ ଭାସିଗଲା ଦୁଇ ମହଲା ଘର । ତାସ୍‌ ଭଳି ଘରଟି ଭୁଶୁଡି ପଡି ନଦୀ ଗର୍ଭରେ…

ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ବିପଦ ସଙ୍କେତ ଉପରେ: ଅଧିକ ପ୍ରଭାବିତ ହୋଇଛି ଯାଜପୁର ଜିଲ୍ଲା, ୭ଟି ସ୍ଥାନରେ ସୃଷ୍ଟି…

ଯାଜପୁର: ଯାଜପୁର ଜିଲ୍ଲାର ପ୍ରବାହିତ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ନଦୀର ଜଳସ୍ତର ବଢୁଥିବାରୁ ଧର୍ମଶାଳା, ରସୁଲପୁର, ବରୀ, ବଡଚଣା ଓ ବିଝାଂରପୁର ଅଞ୍ଚଳ ଜଳମଗ୍ନ ହୋଇଛି । ଜିଲ୍ଲାରେ ୭ଟି ଘାଇ ସୃଷ୍ଟି ହୋଇଛି। ୬୦ଟି ଗାଁର ୪୮ ହଜାର ଲୋକ ପ୍ରଭାବିତ…

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାରେ ବଡ଼ ଧରଣର ବନ୍ୟା ଆଶଙ୍କା, ତଳିଆ ଅଞ୍ଚଳରେ ରହୁଥିବା ଲୋକମାଙ୍କୁ…

ଯାଜପୁର ଟାଉନ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାରେ ଏକ ବଡ଼ ଧରଣର ବନ୍ୟା ହେବାର ଆଶଙ୍କା କରାଯାଉଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷ କରି ଜିଲ୍ଲାର କୋରେଇ, ଦଶରଥପୁର, ବିଂଝାରପୁର ଓ ବରୀ ବ୍ଲକର ତଳିଆ ଅଞ୍ଚଳରେ…