Browsing Tag

jajpur guidelines

ଯାଜପୁର : ବଜାର ଖୋଲିବ ସକାଳ ୬ରୁ ଦିନ ଗୋଟାଏ, ସଂକ୍ରମିତ ସଂଖ୍ୟା ବଢୁଥିବାରୁ ଏଭଳି ନିଷ୍ପତ୍ତି ନେଲେ ଜିଲ୍ଲାପାଳ

ଯାଜପୁର ଟାଉନ (କେ ନ୍ୟୁଜ୍‌) : ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢ଼ିବାରୁ ଆଉ ଟିକେ କଠୋର ହୋଇଛି ଜିଲ୍ଲା ପ୍ରଶାସନ । ତେଣୁ ଆସନ୍ତାକାଲି ଠାରୁ ପୁଣି କିଛି କଟକଣାର ଶିକାର ହେବେ ଯାଜପୁର ବାସିନ୍ଦା । ଏଠାରେ ସକାଳ ୬ରୁ ଦିନ ଗୋଟାଏ ପର‌୍ୟ୍ୟନ୍ତ ବଜାର ଖୋଲା ରହିବ । ଏହା…