ଟ୍ରକ ଚଢାଇ ମା ଓ ଝିଅଙ୍କୁ ହତ୍ୟା ଘଟଣା, ଜେଲଗଲା ନରହନ୍ତା ଗାଡି ଚାଳକ
ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଚଣ୍ଡିଖୋଲ – ଡୁବୁରୀ ୫୩ନଂ ଜାତୀୟ ରାଜପଥ ବରଡା ଛକ ନିକଟରେ ଗାଡି ଚଢାଇ ମା ଓ ଝିଅଙ୍କୁ ହତ୍ୟା ଘଟଣା । ଦୁର୍ଘଟଣା ନୁହେଁ ପ୍ରତିଶୋଧ ପାଇଁ ହତ୍ୟା । ରାସ୍ତାରେ ଯାଉଥିବା ସମୟରେ ସାଇଡ୍ ମରାକୁ ନେଇ ମା ଝିଅଙ୍କ ସହ ଡ୍ରାଇଭରର ହୋଇଥିଲା ଯୁକ୍ତିତର୍କ ।…