Browsing Tag

jajpur market

ଯାଜପୁର : ମାର୍କେଟ୍‌ ଉଠିଲା ବାଳାଶ୍ରମ ପଡ଼ିଆକୁ, ହାଟରେ ସବୁ ଦିନ ଖୋଲା ରହିବ ୫୦ଟି ଦୋକାନ

ଯାଜପୁର ଟାଉନ (କେ ନ୍ୟୁଜ୍‌) : କୋରୋନା ସଂକ୍ରମଣକୁ ରୋକିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଉଦ୍ୟମ ଜାରି ରଖିଛି । କିଆନାଳି ଛକରେ ଥିବା ଆରଏମସି ପରିବା ମାର୍କେଟ ଏବଂ ମୋଟରଂଗାପାଳର ଆମିଷ ମାର୍କେଟକୁ ବାଳାଶ୍ରମ ପଡିଆକୁ ଉଠାଇ ଦିଆଯାଇଛି । ଫଳରେ ଗ୍ରାହକ ଓ…