Browsing Tag

jajpur murder case

 ମଙ୍ଗଳପୁର ଥାନା ଝୁମ୍ପୁରୀ ଗାଁରେ ବଧୁହତ୍ୟା ଅଭିଯୋଗ, ଯୌତୁକ ପାଇଁ ହତ୍ୟା କରାଯାଇଥିବା କହିଲେ ବାପଘର ଲୋକେ

ଯାଜପୁର(ଟାଉନ):  ଯାଜପୁର ଦଶରଥପୁର ମଙ୍ଗଳପୁର ଥାନା ଝୁମ୍ପୁରୀ ଗାଁରେ ବଧୁହତ୍ୟା ଅଭିଯୋଗ । ମୃତକ ହେଲେ ଚଇନପୁର ଗ୍ରାମର ସଞ୍ଜୟ କୁମାର ସାହୁଙ୍କ ଝିଅ ରଶ୍ମିତା ପୁଷ୍ଟି । ରଶ୍ମିତା ବର୍ଷେ ତଳେ  ଝୁମ୍ପୁରୀ ଗାଁର ବାବନ ପୁଷ୍ଟିଙ୍କ ପୁଅ ବିକାଶ ପୁଷ୍ଟିକୁ ବୈଦିକ ରୀତି ନୀତି ଅନୁସାରେ ବିବାହ…

ଜମିବାଡି ବିବାଦକୁ କେନ୍ଦ୍ର କରି ସ୍ୱାମୀଙ୍କୁ ଆକ୍ରମଣ ସହ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ ମାମଲା: ବ୍ୟବଚ୍ଛେଦ ରିପୋର୍ଟ…

ଯାଜପୁର (କେନ୍ୟୁଜ): ଘର ଭିତରୁ ସ୍ତ୍ରୀର ମୃତଦେହ ସହ ସ୍ୱାମୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର ଘଟଣା,  ଜମିବାଡି ବିବାଦକୁ କେନ୍ଦ୍ର କରି ସ୍ୱାମୀଙ୍କୁ ଆକ୍ରମଣ ସହ ସ୍ତ୍ରୀଙ୍କୁ ହତ୍ୟା ନେଇ ହୋଇଥିଲା ଅଭିଯୋଗ। ଗତ ୧୦ତାରିଖ ଦିନ ଏଭଳି ଅଭିଯୋଗ ଆସିଥିଲା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପାଟପୁର…

ବଡ଼ ଭାଇ ଉପରେ ଟ୍ରକ ଚଢାଇ ହତ୍ୟା କଲା ସାନ ଭାଇ

ଯାଜପୁର(କେନ୍ୟୁଜ): ଯୁବକଙ୍କ ଉପରେ ଗାଡି ଚଢାଇ ହତ୍ୟା ଅଭିଯୋଗ । ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ବାଲିସାହି ଗ୍ରାମରେ ଜମି ବାଡି ବିବାଦକୁ କେନ୍ଦ୍ର କରି ସଂପର୍କୀୟ ସାନଭାଇ ବଡଭାଇ ଉପରେ ଟ୍ରକ ଚଢାଇ ହତ୍ୟା କରିଥିବା ଭଳି ସଂଗୀନ ଅଭିଯୋଗ ଆସିଛି । ମୃତ ଯୁବକ ହେଲେ ବାଲିସାହି…

ଯାଜପୁର: କୁଳାଙ୍ଗାର ପୁଅର କଳୁଷିତ କର୍ମ,ଟଙ୍କା ପାଇଁ ମାଆକୁ ପିଟି ପିଟି କଲା ହତ୍ୟା

ଯାଜୁପର(କେନ୍ୟୁଜ୍): ଟଙ୍କା ପାଇଁ ମାଆକୁ ପିଟି ପିଟି ହତ୍ୟା କଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ଥାନା ଅଞ୍ଚଳରେ । ବଡଚଣା ଗ୍ରାମର ସ୍ୱର୍ଗତ ଅନନ୍ତ ସାମଲଙ୍କ ବିଧବା ପତ୍ନୀ ସୁଷମା ସାମଲ (୫୨)ତିନି ପୁଅଙ୍କ ସହିତ ଘରେ ରୁହନ୍ତି । ଗତକାଲି ରାତିରେ ତାଙ୍କର ବଡପୁଅ…

ସୁବାସ କୁଅଁର ହତ୍ୟାକାଣ୍ଡ ଘଟଣାର ପର୍ଦାଫାସ୍: ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍

ଯାଜପୁର ଟାଉନ: ମଙ୍ଗଳପୁର ଥାନା ଇସମାଇଲପୁର ସୁବାସ କୁଅଁର ଓରଫ ଅଟଳ ହତ୍ୟାକାଣ୍ଡ ଘଟଣାର ପର୍ଦାଫାସ । ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ୍। ଗିରଫ ଯୁବକ ହେଲେ ମଂଗଳପୁର ଥାନା ଜାଫରପୁର ଅଞ୍ଚଳର ଅଜୟ ସାମଲ ଓ କୃଷ୍ଣ ସେଠୀ । ପୂର୍ବରୁ ଅଟଳଙ୍କ ପତ୍ନୀ ମମତା କୁଅଁର ଗିରଫ ହୋଇ ଜେଲରେ…

ରାଗ ବ୍ରହ୍ମ ଚଣ୍ଡାଳ: ଶ୍ୱଶୁରକୁ ହାଣି ହତ୍ଯା କଲା ବୋହୂ

ଯାଜପୁର(କେନ୍ଯୁଜ୍): ଶ୍ୱଶୁରକୁ ହାଣି ହତ୍ଯା କଲା ବୋହୂ। ଏଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଣପାଳ ଗାଁରେ । ମୃତଙ୍କ ନାଁ ପବନା ହାତୀ। ପାରିବାରିକ କଳହରୁ ଏଭଳି ବର୍ବରକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ବିଲରେ କାମ…

ଯାଜପୁରର ଅଟଳ ହତ୍ୟା ମାମଲା: ଅସଲ ହତ୍ୟାକାରୀକୁ ଗିରଫ ଦାବିରେ ଥାନା ଘେରିଲେ ଅଞ୍ଚଳବାସୀ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ମଙ୍ଗଳପୁର ଥାନା ତଥା ଦଶରଥପୁର ବ୍ଳକ ଇସ୍‌ମାଇଲ୍‌ପୁର ଗ୍ରାମର ସୁବାସ କୁଅଁର ଓରଫ୍ ଅଟଳଙ୍କ ହତ୍ୟା ଘଟଣା ପ୍ରତିବାଦ କରି ମଙ୍ଗଳପୁର ପଞ୍ଚାୟତବାସୀଙ୍କ ପକ୍ଷରୁ ଥାନା ଘେରାଉ କରାଯାଇଛି। ଅଟଳକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ଓ ଏଥିରେ ଏକାଧିକ ଲୋକଙ୍କ…

ଯାଜପୁରରେ ମଦ କାରବାର ବିରୋଧ କରିବାରୁ ମହିଳାଙ୍କୁ ହତ୍ୟା ଘଟଣା, ୪ ଗିରଫ

ଯାଜପୁର: ଯାଜପୁରରେ ମଦ କାରବାର ବିରୋଧ କରିବାରୁ ମହିଳାଙ୍କୁ ହତ୍ୟା ଘଟଣାରେ ୪ ଗିରଫ । ମଙ୍ଗଳପୁର ଥାନା ବିିରିପଟା ବରେଇ ଗାଁରେ ଦୀର୍ଘଦିନ ହେବ ବିଜୟ ଜେନାଙ୍କ ବେଆଇନ ମଦ କାରବାରକୁ ବିରୋଧ କରିଆସୁଥିଲେ ଗ୍ରାମବାସୀ । ଏଥିରେ ବିଜୟ ଉତକ୍ଷିପ୍ତ ହୋଇ ପଡ଼ୋଶୀ ମହେଶ୍ୱର ଜେନାଙ୍କ ପରିବାର…

ମଦ କାରବାରକୁ ବିରୋଧ କରି ମହିଳାଙ୍କୁ କରାଯାଇଥିଲା ହତ୍ୟା, ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଯାଜପୁର ଟାଉନ(କେ ନ୍ୟୁଜ):  ଯାଜପୁର ଜିଲା ମଂଗଳପୁର ଥାନା ଅନ୍ତର୍ଗତ ମଂଗଳପୁର ଥାନା ବିିରିପଟା ବରେଇ ଗାଁର ମଦ କାରବାରକୁ ବିରୋଧ କରିବାରୁ ମହିଳାଙ୍କୁ ହତ୍ୟା ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଯାଜପୁର ଜିଲା ମଂଗଳପୁର ଥାନା ବିିରିପଟା ବରେଇ ଗାଁର ବିଜୟ ଜେନା…

ଭ୍ରାତୃହନ୍ତାକୁ ଆଜୀବନ କାରାଦଣ୍ଡାଦେଶ ଦେଲେ ଯାଜପୁର ଅତିରିକ୍ତ ଦୈାରାଜଜ, ଜମିବାଡି ପାଇଁ ସାନ ଭାଇକୁ ବଡ଼ ଭାଇର ହତ୍ୟା…

ଯାଜପୁର ଟାଉନ(କେନ୍ୟୁଜ୍):  ଜମି ବାଡି ଲାଗି ବଡ ଭାଇ ନେଇଥିଲା ସାନ ଭାଇର ଜୀବନ । ଏଭଳି ଜଣେ ଭ୍ରାତୃହନ୍ତାକୁ ଆଜୀବନ କାରାଦଣ୍ଡାଦେଶ ଦେଲେ ଅତିରିକ୍ତ ଦୈାରାଜଜ। ଗତ ୨୦୧୬ ମସିହା ମାର୍ଚ୍ଚ ୧୫ ତାରିଖରେ ବୈରି ଥାନା ଅନ୍ତର୍ଗତ ଶାଳପଡା ଗ୍ରାମର ପ୍ରଫୁଲ ସାହୁଙ୍କୁ ତାଙ୍କ ବଡ ଭାଇ ସୁବାଷ ସାହୁ…

ଯାଜପୁର: ୨୦ଟଙ୍କା ବାକି ପାଇଁ ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ସହ ସହଯୋଗୀଙ୍କୁ…

ଯାଜପୁର (କେନ୍ୟୁଜ):  ୨୦ଟଙ୍କା ବାକି ପାଇଁ ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଘଟଣା। ମୁଖ୍ୟ ଅଭିଯୁକ୍ତ ସହ ସହଯୋଗୀଙ୍କୁ ଗିରଫ କଲା ବଡ଼ଚଣା ପୋଲିସ। ଗତ ନଭେମ୍ବର ମାସ ୮ ତାରିଖରେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିନ ଧାନମଣ୍ଡଳ ଦଳିତ ସାହିରେ ଘଟିଥିଲା ଏହି ଅଭାବନୀୟ କାଣ୍ଡ।…

କୁଳାଙ୍ଗାର ପୁଅର ଉନ୍ମତ୍ତ କାଣ୍ଡ, କଟୁରି ଚୋଟରେ ନେଲା ବୃଦ୍ଧ ବାପାର ଜୀବନ

ଯାଜପୁର ଟାଉନ: ଆମ ସମାଜରେ ବାପା ମାଆଙ୍କୁ ଭଗବାନର ଆଖ୍ୟା ଦିଆଯାଇଛି। କିନ୍ତୁ ଆଜିକାଲିର କିଛି ଯୁବପିଢୀ ନିଜ ବାପା ମାଆଙ୍କୁ ଭଗବାନ ରୂପରେ ପୂଜା କରିବା ତ ଦୁରର କଥା ବରଂ ତାଙ୍କୁ ଜୀବନରେ ମାରିବାକୁ ମଧ୍ୟ ପଛାଉ ନାହାନ୍ତି। ଏହିଭଳି ଏକ ଘୃଣ୍ୟ ହତ୍ୟାକାଣ୍ଡ ଯାଜପୁର ଜିଲ୍ଲାରେ ଦେଖିବାକୁ…