ମଙ୍ଗଳପୁର ଥାନା ଝୁମ୍ପୁରୀ ଗାଁରେ ବଧୁହତ୍ୟା ଅଭିଯୋଗ, ଯୌତୁକ ପାଇଁ ହତ୍ୟା କରାଯାଇଥିବା କହିଲେ ବାପଘର ଲୋକେ
ଯାଜପୁର(ଟାଉନ): ଯାଜପୁର ଦଶରଥପୁର ମଙ୍ଗଳପୁର ଥାନା ଝୁମ୍ପୁରୀ ଗାଁରେ ବଧୁହତ୍ୟା ଅଭିଯୋଗ । ମୃତକ ହେଲେ ଚଇନପୁର ଗ୍ରାମର ସଞ୍ଜୟ କୁମାର ସାହୁଙ୍କ ଝିଅ ରଶ୍ମିତା ପୁଷ୍ଟି । ରଶ୍ମିତା ବର୍ଷେ ତଳେ ଝୁମ୍ପୁରୀ ଗାଁର ବାବନ ପୁଷ୍ଟିଙ୍କ ପୁଅ ବିକାଶ ପୁଷ୍ଟିକୁ ବୈଦିକ ରୀତି ନୀତି ଅନୁସାରେ ବିବାହ…