School Closed : ଆସନ୍ତାକାଲି ଯାଜପୁର ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ ରହିବ, ବନ୍ୟା ସତର୍କତା
ଯାଜପୁର : ଆସନ୍ତାକାଲି ଯାଜପୁର ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ ରହିବ। ଲଘୁଚାପଜନିତ ବର୍ଷା ଓ ବୈତରଣୀ-ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ହେତୁ ଆସନ୍ତାକାଲି (୧୮ ଅଗଷ୍ଟ ୨୦୨୬, ମଙ୍ଗଳବାର ) ଯାଜପୁର ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବନ୍ଦ ରହିବ।…