ସରକାରୀ ସୁବିଧାରୁ ବଞ୍ଚିତ ଗରିବ ପରିବାର, ଦୁଃଖ ଶୁଣିବାକୁ କେହି ନାହାଁନ୍ତି
ଯାଜପୁର (କେନ୍ୟୁଜ) : ସବୁକିଛି ଠିକ ଥିଲା । ତେଲ ଲୁଣର ସଂସାରରେ ଖୁସିରେ ଚଳି ଯାଉଥିଲେ ସମସ୍ତେ । କିନ୍ତୁ ହଠାତ ଘରେ ମାଡ଼ି ଆସିଲା ଦୁଃଖର କଳା ବାଦଲ । ପୁଅ ହେଲା ମାନସିକ ବିକାରଗ୍ରସ୍ଥ । ବୁଢ଼ା ବାପଟି କାହାକୁ ବା ସାହାଯ୍ୟ ମାଗିବ । ନିଜେ ଯାହା ପାରିଲେ ରୋଜଗାର କରି ଆଣିଲେ ଘର ଚଳୁଥିଲା ।…