Browsing Tag

jajpur news

ଯାଜପୁର ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ୍

ଯାଜପୁର ଟାଉନ୍(କେନ୍ୟୁଜ) : ଯାଜପୁର ବିଞ୍ଝାରପୁରରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏମାନେ ଘଟଣା ପରଠାରୁ ଫେରାର ଥିଲେ। ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ…

ଜମିବାଡି ବିବାଦକୁ କେନ୍ଦ୍ର କରି ସ୍ୱାମୀଙ୍କୁ ଆକ୍ରମଣ ସହ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ ମାମଲା: ବ୍ୟବଚ୍ଛେଦ ରିପୋର୍ଟ…

ଯାଜପୁର (କେନ୍ୟୁଜ): ଘର ଭିତରୁ ସ୍ତ୍ରୀର ମୃତଦେହ ସହ ସ୍ୱାମୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର ଘଟଣା,  ଜମିବାଡି ବିବାଦକୁ କେନ୍ଦ୍ର କରି ସ୍ୱାମୀଙ୍କୁ ଆକ୍ରମଣ ସହ ସ୍ତ୍ରୀଙ୍କୁ ହତ୍ୟା ନେଇ ହୋଇଥିଲା ଅଭିଯୋଗ। ଗତ ୧୦ତାରିଖ ଦିନ ଏଭଳି ଅଭିଯୋଗ ଆସିଥିଲା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପାଟପୁର…

ପୁଣି ଚର୍ଚ୍ଚାରେ ମୋନାଲିସା: ନିଜସ୍ୱ ଉଦ୍ୟମରେ ୟୁଟ୍ୟୁବରୁ ମିଳୁଥିବା ଅର୍ଥରୁ କଲେ ପଶୁ ଡାକ୍ତରଖାନା 

ଯାଜପୁର ଟାଉନ(କେନ୍ୟୁଜ୍): ପୁଣି ଚର୍ଚ୍ଚାରେ ୟୁ ଟ୍ୟୁବର ମୋନାଲିସା। ଦିନେ ଶାଢ଼ି ପିନ୍ଧି ଘୋଡା ଚଢ଼ିବା ଠାରୁ ଆରମ୍ଭ କରି ବୁଲେଟ,ବସ ଓ ଟ୍ରକ ଚଳାଇ ଇଂଟରନେଟ ସେନସେସନ ପାଲଟିଥିବା ମୋନାଲିସା ଭଦ୍ର ଏବେ  ନିଜସ୍ୱ ଉଦ୍ୟମରେ ଆରମ୍ଭ କରିବାକୁ ଯାଉଛନ୍ତି ଏକ ପଶୁ ଡାକ୍ତରଖାନା । ବିଭିନ୍ନ ସମୟରେ…

ଯାଜପୁର: ବେଆଇନ ବିସ୍ଫୋରକ ଗୋଦାମ ଉପରେ ଚଢ଼ଉ, ୨ଟି ଭ୍ୟାନରୁ ୪୩ ପେଟି ଡିଟୋନେଟର ଜବତ

ଯାଜପୁର(କେନ୍ଯୁଜ୍): ବେଆଇନ ବିସ୍ଫୋରକ ଗୋଦାମରେ ଅଟକ ଥିବା ୨ଟି ଭ୍ୟାନରୁ କଢ଼ାଗଲା ବିପୁଳ ପରିମାଣର ବିସ୍ଫୋରକ । ଯାଜପୁର ଏସ୍‌ପି ରାହୁଲ ପିଆରଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସ୍କାର୍ଡ ଚଢଉ କରି ୨ଟି ଭ୍ୟାନରୁ ୪୩ ପେଟି ଡିଟୋନେଟର ଜବତ କରିଛନ୍ତି । ଗତ ୨ମାସ ତଳେ ଯାଜପୁର ଜିଲ୍ଲାର ବିଭିନ୍ନ…

ଜିପିଏସ ଟ୍ରାକ୍ କରି ନିଜ ଚୋରା ଗାଡି ଖୋଜୁ ଖୋଜୁ ମାଲିକ ଜଣଙ୍କ ପହଁଚିଲେ କବାଡିଖାନାରେ, ତାପରେ ହେଲା କିଛି ଏମିତି

ଯାଜପୁର ଟାଉନ(କେନ୍ଯୁଜ୍): ଯାଜପୁର ସହର ଶିତଳେଶ୍ୱର ଠାରେ ଥିବା ଏକ କବାଡିଖାନା ଉପରେ ପୋଲିସର ଚଢ଼ାଉ। ଘଟଣାରେ ୩ଜଣଙ୍କୁ ଅଟକ ରଖିଛି ପୋଲିସ୍। ସୂଚନା ମୁତାବକ କଟକ ଜଗତପୁର ଅଞ୍ଚଳରୁ ଏକ ପିକଅପ ଭ୍ୟାନ ଚୋରି ହୋଇଥିଲା। ଗାଡି ମାଲିକ ନିଜ ଗାଡିର ଜି ପି ଏସ କୁ ଟ୍ରାକ କରି ଗାଡିର ପିଛା…

ଯାଜପୁର: ରେଳ ଧାରଣାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ

ଯାଜପୁର (କେନ୍ୟୁଜ): ରେଳ ଧାରଣାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ। ଯାଜପୁର ଜିଲ୍ଲା ହରିଦାସପୁର - ଧାନମଣ୍ଡଳ ରେଲୱେ ଲାଇନର ଖୋସାଲିପୁର ନିକଟ ରେଳ ଧାରଣାରେ ଜଣେ ଯୁବକଙ୍କ ମୃତଦେହ ପଡି ରହିଥିବାର ଦେଖିବାକୁ ମିଳିଛି। ଆଜି ସକାଳୁ ପ୍ରଥମେ ସ୍ଥାନୀୟ ଲୋକେ ରେଳ ଧାରଣରେ ଜଣେ ଯୁବକଙ୍କ…

ଯାଜପୁର ଓଳାଶୁଣୀ ପାହାଡ଼ ନିକଟରେ ଯୁବକଙ୍କୁ ଗୁଳି ମାଡ଼, ଗୁରୁତର ଅବସ୍ଥାରେ କଟକ ମେଡିକାଲ ସ୍ଥାନାନ୍ତର

ଯାଜପୁର(କେନ୍ଯୁଜ୍): ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ନିକଟ ଓଳାଶୁଣୀ ପାହାଡ଼ ନିକଟରେ ଯୁବକଙ୍କୁ ଗୁଳି ମାଡ଼। ଗୁରୁତର ଆହତ ହୋଇଥିବା ଯୁବକ ହେଲେ ସ୍ଥାନୀୟ ବନ୍ଦରେଶ୍ୱର ଗ୍ରାମର ସିଦ୍ଧାନ୍ତ ସାମଲ। ସେ ଓଳାଶୁଣୀ ପାହାଡ଼ ନିକଟରେ ଜଣେ ବନ୍ଧୁଙ୍କ ସହ ଛିଡା ହୋଇଥିବା ବେଳେ ୩ଜଣ ଦୁର୍ବୁତ୍ତ…

ଗ୍ୟାସ୍ ଗାଡ଼ି ସହ ବାଇକ୍ ଧକ୍କା: ଜାତୀୟ ରାଜପଥରେ ଗ୍ୟାସ୍ ଲିକ୍, ଦୁଇ ଗୁରୁତର

ଯାଜପୁର(କେନ୍ୟୁଜ୍) : ଯାଜପୁର ଜିଲ୍ଲା ଜାତୀୟ ରାଜପଥ ୧୬ କଡେଇ ଛକ ନିକଟରେ ଗ୍ୟାସ ଗାଡି ସହ ବାଇକ ଧକ୍କା, ଦୁଇ ଗୁରୁତର। ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଗ୍ୟାସ ଲିକ। ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଭାରତ ପେଟ୍ରୋଲିୟମ ଗ୍ୟାସ ଗାଡିଟି ଚଣ୍ଡିଖୋଲ ଅଭିମୁଖେ…

ଘର ଘର ବୁଲି ଜମି ପଟ୍ଟା ବାଣ୍ଟୁଛନ୍ତି ତହସିଲଦାର, ଦର୍ପଣ ତହସିଲଦାରଙ୍କ ଅଭିନବ ପ୍ରୟାସ

ଯାଜପୁର (କେନ୍ୟୁଜ୍‌): ପଟ୍ଟା ପାଇଁ ଆଉ ଲୋକଙ୍କୁ ତହସିଲ ଅଫିସ ଦୌଡି ଦୌଡି ଚପଲ ଛିଣ୍ଡାଇବାକୁ ପଡୁନାହିଁ । ଘର ଘର ବୁଲି ଜମି ପଟ୍ଟା ବାଣ୍ଟୁଛନ୍ତି ତହସିଲଦାର। ଘରେ ଅଚାନକ ପହଁଚି ନିଜେ ଜମି ପଟ୍ଟା ବାଣ୍ଟୁଛନ୍ତି ତହସିଲଦାର। କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ନିରାଟ ସତ।…

ଏସିଆ ବୁକ୍ ରେକର୍ଡରେ ସ୍ଥାନ ପାଇଲେ ଯାଜପୁରର ଯୁବକ ସୌମ୍ୟ ରଞ୍ଜନ, କଲେ କିଛି ଏମିତି ଚମତ୍କାର

ଯାଜପୁର ଟାଉନ୍(କେନ୍ଯୁଜ୍): ଏସିଆ ବୁକ ରେକର୍ଡରେ ସ୍ଥାନ ପାଇଲେ ଯାଜପୁରର ଯୁବକ ସୌମ୍ୟ ରଞ୍ଜନ ସାହୁ। ଚକ୍ରାସନ ମୁଦ୍ରାରେ ପେଟ ଉପରେ ୩୦ କିଲୋ ଓଜନର ବସ୍ତୁକୁ ସର୍ବାଧିକ ସମୟ ରଖିବା ନେଇ ଏସିଆ ବୁକ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି। ନିଜର ଦୃଢ ଇଚ୍ଛା ଶକ୍ତି ଏବଂ କଠୋର ଅଧ୍ୟବସାୟ ବଳରେ…

ସୁବାସ କୁଅଁର ହତ୍ୟାକାଣ୍ଡ ଘଟଣାର ପର୍ଦାଫାସ୍: ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍

ଯାଜପୁର ଟାଉନ: ମଙ୍ଗଳପୁର ଥାନା ଇସମାଇଲପୁର ସୁବାସ କୁଅଁର ଓରଫ ଅଟଳ ହତ୍ୟାକାଣ୍ଡ ଘଟଣାର ପର୍ଦାଫାସ । ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ୍। ଗିରଫ ଯୁବକ ହେଲେ ମଂଗଳପୁର ଥାନା ଜାଫରପୁର ଅଞ୍ଚଳର ଅଜୟ ସାମଲ ଓ କୃଷ୍ଣ ସେଠୀ । ପୂର୍ବରୁ ଅଟଳଙ୍କ ପତ୍ନୀ ମମତା କୁଅଁର ଗିରଫ ହୋଇ ଜେଲରେ…

ରାଗ ବ୍ରହ୍ମ ଚଣ୍ଡାଳ: ଶ୍ୱଶୁରକୁ ହାଣି ହତ୍ଯା କଲା ବୋହୂ

ଯାଜପୁର(କେନ୍ଯୁଜ୍): ଶ୍ୱଶୁରକୁ ହାଣି ହତ୍ଯା କଲା ବୋହୂ। ଏଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଣପାଳ ଗାଁରେ । ମୃତଙ୍କ ନାଁ ପବନା ହାତୀ। ପାରିବାରିକ କଳହରୁ ଏଭଳି ବର୍ବରକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ବିଲରେ କାମ…