ଜୀବନ ହାରିଲେ ଦମ୍ପତି, ଘଟଣାସ୍ଥଳରେ ପହଞ୍ଚିଲେ ସାଇଣ୍ଟିଫିକ ଟିମ
ଯାଜପୁର : ଜୀବନ ହାରିଲେ ଦମ୍ପତି । ଯାଜପୁର ବ୍ରହ୍ମବରଦା ଥାନା ଅର୍ଥଙ୍ଗା ପଞ୍ଚାୟତ କୋଠାସାହି ଗାଁରେ ଘଟିଛି ଘଟଣା । କୌଣସି ଚାପ କି ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଥିବା ସୂଚନା । ମୃତକ ହେଲେ ୬୦ ବର୍ଷୀୟ ବିଜୟ ରାଉତ ଓ ତାଙ୍କ ସ୍ତ୍ରୀ ପଦ୍ମିନୀ । ଆଜି ସକାଳୁ ବେଙ୍ଗାଲୁରୁରେ…