jajpur quarantine

କ୍ୱାରେଣ୍ଟାଇନ୍‌ରେ ଯାଜପୁର ମୁଖ୍ୟ ଚିକିତ୍ସାଳୟର ୩ ଡାକ୍ତର, ୧୯ ସ୍ୱାସ୍ଥ୍ୟକର୍ମୀ : କୋଲକାତାରୁ ଜିଲ୍ଲାକୁ ଫେରିଥିବା ୭ ଶହ କରିଛନ୍ତି ପଞ୍ଜୀକରଣ

ଯାଜପୁର ଟାଉନ: ଯାଜପୁର ଜିଲ୍ଲାର ନୂତନ ୫ ଆକ୍ରାନ୍ତ ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଯାଜପୁର ବ୍ଲକର ବେହେରା ପାଟଣା,ଜାଲପୁର,ବାସୁଦେବ ପୁର,ଦସରରଥପୁର…

4 years ago