ସଡକ ଦୁର୍ଘଟଣା : ସ୍କୁଟିକୁ ପଛ ପଟୁ ଧକ୍କା ଦେଲା ହାଇଓ୍ୱା; ଶାଶୁ ମୃତ, ବୋହୂ ଗୁରୁତର
ଯାଜପୁର (କେନ୍ୟୁଜ): ହାଇୱା ଧକ୍କାରେ ସ୍କୁଟି ଆରୋହୀ ମହିଳା ମୃତ l ଏଭଳି ଅଭଵନୀୟ ଘଟଣା ଘଟିଛି ଯାଜପୁର ବିଞ୍ଝାରପୁର ଥାନା ମଇଁନ୍ଦା ପେଟ୍ରୋଲ ପମ୍ପ ନିକଟରେ। ମୃତ ମହିଳା ହେଲେ ଚନ୍ଦ୍ରମୁଁ ପଞ୍ଚାୟତ ବାଣପୁର ଗ୍ରାମର ସ୍ଵର୍ଣ୍ଣଳତା ରାଉତ। ସ୍ୱର୍ଣ୍ଣଲତା ତାଙ୍କ ବୋହୁ ସହ ସ୍କୁଟିରେ ଆସୁଥିବା…