Browsing Tag

jajpur town

ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ମାତ୍ର ୩ ବର୍ଷର ଝିଅ

ଯାଜପୁର: ବୟସ ମାତ୍ର ୩ ବର୍ଷ । ଭଲ ଭାବେ ପାଟି ଫିଟିନି କି ସ୍ପଷ୍ଟ କଥା କହିପାରୁନି ଏହି କୁନି ଝିଅ ନେହାଶ୍ରୀ । ବିଭିନ୍ନ ରାଜ୍ୟର ରାଜଧାନୀ, ଫଳ ଫୁଲ ର ନାମ ଠାରୁ ଆରମ୍ଭ କରି ଚମତ୍କାର ସଂସ୍କୃତ ଶ୍ଳୋକ ଉଚ୍ଚାରଣ କରି ସମସ୍ତ ଆଶ୍ଚର୍ୟ୍ଯ ଓ ଚକିତ କରିଛନ୍ତି । କିନ୍ତୁ ଏହି ବୟସରେ ସେ ସ୍ଥାନ…

ଯାଜପୁରରେ ମର୍ମନ୍ତୁଦ ଦୁର୍ଘଟଣା, ମାଆ ଆଖି ଆଗରେ ଚାଲିଗଲା ପୁଅର ଜୀବନ

 ଯାଜପୁର : ମାଆ ଆଖି ଆଗରେ ଚାଲିଗଲା ପୁଅର ଜୀବନ ।  ଦୁର୍ଘଟଣାରେ ପୁଅର ମୃତ୍ୟୁ ହୋଇଥିବାବେଳେ ମାଆ ଗୁରୁତର ହୋଇଛନ୍ତି । ଯାଜପୁର ଜିଲ୍ଲା ବିଞ୍ଝାରପୁର ଭଗବତୀ ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ମୃତକ ହେଲେ ରଣପୁର ପଂଚାୟତ ଲୁଣିଡିହ ଗାଁର ରତିକାନ୍ତ ଦାଶ ।  ଏକ ସ୍କୁଟିରେ ମା, ପୁଅ…

ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଯାଜପୁର ସହରରେ ଫ୍ଲାଗ ମାର୍ଚ୍ଚ

ଯାଜପୁର ଟାଉନ : ଯାଜପୁର ଜିଲ୍ଲାରେ ଶାନ୍ତି ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଯାଜପୁର ସହରରେ ଫ୍ଲାଗ ମାର୍ଚ୍ଚ । ଏଥିରେ ଭାରପ୍ରାପ୍ତ କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ, ଯାଜପୁର ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଏସପି ୟସ ପ୍ରତାପ ଶ୍ରୀମାଲ ସାମିଲ ହୋଇ…

ଯାଜପୁର କାଳୀପୂଜାରେ ବର୍ଷା – ଅନୁଭବ : ଦୁଇ ଷ୍ଟାରଙ୍କୁ ଦେଖିବାକୁ ଜମିଲା ଭିଡ଼

ଯାଜପୁର : ଗତକାଲି ରାତିରେ ଯାଜପୁରରେ ଜମିଥିଲା କାଳୀପୂଜା ସନ୍ଧ୍ୟା। ମତୁଆଲା ହୋଇଥିଲେ ଦର୍ଶକ । ବିଭିନ୍ନ ମଞ୍ଚରେ ଆୟୋଜିତ ହୋଇଥିଲା ଷ୍ଟାର ନାଇଟ୍ ।  ପୃଥକ୍ ପୃଥକ୍ ଦୁଇଟି ମଞ୍ଚରେ ଯୋଗଦେଇଥିଲେ ଦୁଇଟି ଚର୍ଚ୍ଚିତ ଚେହେରା । ଜଣେ ହେଲେ ବର୍ଷା ପ୍ରିୟର୍ଦଶିନୀ ଓ ଆଉ ଜଣେ ହେଲେ ଅନୁଭବ…

ଚର୍ଚ୍ଚାରେ ଆର୍ସେଲର ମିତ୍ତଲ ମେଗା ଷ୍ଟିଲ୍ ପ୍ଲାଣ୍ଟ, ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ରିପୋର୍ଟ

ଚର୍ଚ୍ଚାରେ ଆର୍ସେଲର ମିତ୍ତଲ ମେଗା ଷ୍ଟିଲ୍ ପ୍ଲାଣ୍ଟ ।  ଆନ୍ଧ୍ର ପ୍ରଦେଶରେ ମେଗା ଷ୍ଟିଲ ପ୍ଲାଣ୍ଟ କରିବାକୁ କମ୍ପାନୀର ଘୋଷଣା ପରେ କେନ୍ଦ୍ରାପଡ଼ାରେ ପ୍ରସ୍ତାବିତ ମିତ୍ତଲ ଷ୍ଟିଲ ପ୍ଲାଣ୍ଟକୁ ନେଇ ଚର୍ଚ୍ଚା ।  ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଆନ୍ଧ୍ର…

ଛାତ୍ରୀକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର ପୋକ୍ସୋ ଜଜ

ଯାଜପୁର ଟାଉନ : ଦ୍ଵିତୀୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଅତିରିକ୍ତ ଜ଼ିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ ଜଜ ।  ୨୦୨୩ ମସିହା ସୁକିନ୍ଦା ଥାନା ଅଞ୍ଚଳର ୭ ବର୍ଷୀୟ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ।  ଅଭିଯୁକ୍ତ…

ଓଡ଼ିଶା ଉପରେ ଥିଲା ରତନ ଟାଟାଙ୍କ ଫୋକସ୍, ଆରମ୍ଭ କରିଥିଲେ କଳିଙ୍ଗନଗରରେ ଟାଟା ଷ୍ଟିଲ ପ୍ଲାଣ୍ଟ

ରତନ ଟାଟାଙ୍କୁ ଝୁରୁଛି ଓଡ଼ିଶା ।  ଓଡ଼ିଶା ଶିଳ୍ପାୟନରେ ରତନ ଟାଟାଙ୍କ ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା ।  ରତନ ଟାଟାଙ୍କ ଫୋକସରେ ଥିଲା ଓଡ଼ିଶା ।  ତାଙ୍କ ସମୟରେ ଓଡ଼ିଶାରେ ଯାଜପୁର ଜିଲ୍ଲା କଳିଙ୍ଗ ନଗରରେ ଟାଟା ନିର୍ମାଣ କରିଥିଲା ଷ୍ଟିଲ ପ୍ଲାଣ୍ଟ ।  ପ୍ରଥମେ ଏହାର ଉତ୍ପାଦନ କ୍ଷମତା ଥିଲା ୩…

ଦୋକାନ ଗୃହରୁ ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

ଯାଜପୁର: ଯାଜପୁର ବିଞ୍ଝାରପୁର ଥାନା ସିଂହପୁର ପଞ୍ଚାୟତରେ ଅଭାବନୀୟ ଘଟଣା । ଦୋକାନ ଗୃହ ଭିତରୁ ମିଳିଛି ମୃତଦେହ । ଖବର ପାଇଁ ଘଟଣାସ୍ଥଳରେ ମୃତ ଦେହକୁ ଉଦ୍ଧାର କଲା ପୋଲିସ୍ । ମୃତକ ଙ୍କ ପରିଚୟ ରଞ୍ଜିତ ସାମଲ । ସେ ଉପେନ୍ଦ୍ର ସାମଲଙ୍କ ପୁଅ ବୋଲି ସୂଚନା ମିଳିଛି । ତେବେ ମୃତ୍ୟୁର କାରଣ କଣ…

ମା’ବିରଜାଙ୍କ ରଥଯାତ୍ରା ପରମ୍ପରା ପାଇଁ ରଥଖଳାରେ ପ୍ରସ୍ତୁତ ହେଉଛି ରଥ, ଜମିଲା ଶ୍ରଦ୍ଧାଳୁଙ୍କ ଭିଡ

ଯାଜପୁର : ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ମା' ଙ୍କ ଷୋଡଶ ଉପଚାର ପୂଜା । ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପୀଠରେ ଷୋଡଶ ଉପଚାର ପୂଜା ଆରମ୍ଭ ହେବା ସହ ପିତୃପକ୍ଷରେ ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ମା' ଙ୍କ ଶୃଙ୍ଖଳିତ ଦର୍ଶନ ଏବଂ…

ସ୍ବାସ୍ଥ୍ୟ ସେବାରେ ପଡୁଛି ପ୍ରଭାବ, ନୂଆ ଭାବରେ ଟ୍ରେନିଂ ନେଉଥିବା ନର୍ସମାନେ କରୁଛନ୍ତି ଚିକିତ୍ସା

ଦାବି ଶୁଣିଲେନି ସରକାର । ଜିଦରେ ଅଟଳ ରହିଛନ୍ତି ନର୍ସିଂ କର୍ମଚାରୀ । ଦୃଢ ପ୍ରତିଶୃତି ନମିଳିବାରୁ ରାଜ୍ଯରେ ନର୍ସିଂ ଆନ୍ଦୋଳନ ଜାରି ରହିଛି । ବୁଧବାର ଲୋକସେବା ଭବନରେ ସରକାରଙ୍କ ସହ ଆଲୋଚନା ବିଫଳ ହୋଇଥିଲା । ସରକାର ନର୍ସିଂ କର୍ମଚାରୀଙ୍କ ଦାବିକୁ ମାନି ନଥିବାରୁ ଆନ୍ଦୋଳନ ଜାରି…

ନକଲି ଡାକ୍ତର ସାଜି କରୁଥିଲେ ରୋଗୀଙ୍କ ଚିକିତ୍ସା, ମେଡ଼ିସିନ ଦୋକାନରୁ ହେଲେ ଗିରଫ

ଯାଜପୁର ଟାଉନ: ନକଲି ଡାକ୍ତର ସାଜି କରୁଥିଲେ ରୋଗୀଙ୍କ ଚିକିତ୍ସା । ମେଡ଼ିସିନର ମ ଅକ୍ଷର ବି ଜଣାନାହିଁ କିନ୍ତୁ ନିଜେ ଔଷଧ ଠାରୁ ଆରମ୍ଭ କରି ଇଞ୍ଜେକ୍ସନ ସବୁ ଦେଉଥିଲେ । ହଁ ଆଜ୍ଞା କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଲୋକଙ୍କ ଜୀବନକୁ ବାଜି ଲଗାଇ ସାଜିଥିଲେ ଡାକ୍ତର, ହେଲେ ଧରାପଡ଼ି…

ବ୍ରିଜ ଉପରେ ଥୁଆ ହୋଇଛି ସ୍କୁଟି, ଜୋତା, ଫୋନ୍ ହେଲେ କୁଆଡ଼େ ଚାଲିଗଲେ ମନ୍ଦାକିନୀ!

ବ୍ରିଜ ଉପରେ ଲାଗିଛି ଲୋକଙ୍କ ଗହଳି । ସମସ୍ତଙ୍କ ନଜର ପାଣି ଉପରେ । କାରଣ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ଆଖି ଆଗରେ ନଦୀରେ ପଡିଗଲେ ମହିଳା । ବ୍ରିଜ ଉପରେ ସ୍କୁଟି, ଜୋତା, ମୋବାଇଲ୍ ଫୋନ୍ ସବୁ ଅଛି ହେଲେ ମହିଳା ଜଣକ ନାହାନ୍ତି । ପାଣି ଭିତରେ କୁଆଡେ ଉଭାନ୍‌ ହେଇଗଲେ ଯେ ଏବେ ଯାଏଁ…