Browsing Tag

jajpur youth bjd

ଯାଜପୁର ଯୁବ ବିଜେଡିର ହେଲା ନବକଳେବର, କୁଆଖିଆ ଠାରେ ନୂତନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ଯାଜପୁର(କେନ୍ୟୁଜ୍‌) : ଯାଜପୁର ଜିଲ୍ଲା ଯୁବ ବିଜେଡିର ପୁନର୍ଗଠନ କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦ୍ୱିତୀୟ ଥର ପାଇଁ ଜିଲ୍ଲା ଯୁବ ବିଜେଡିର ସଭାପତି ଭାବେ ପ୍ରତାପ ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ଜିଲ୍ଲା ବିଜେଡିର ନୂତନ କର୍ମକର୍ତ୍ତା…