Odisha News
.
Browsing Tag

jajpur

ବିରଜା କ୍ଷେତ୍ରର କୁନି ବିରଜା, ଯାହାଙ୍କ କଣ୍ଠରୁ ଝରୁଛି ଅନର୍ଗଳ ଭାଗବତ

ଯାଜପୁର (କେନ୍ୟୁଜ୍‌) : ଇଏ ଚମତ୍କାରିତା ନା ଈଶ୍ୱରଙ୍କ ଆଶୀର୍ବାଦ । ଛଅ ବର୍ଷର ପିଲାଟି ଅନର୍ଗଳ ଭାବେ ଭାଗବତ ଗାଇ ଚାଲୁଛି । ବିରଜା କ୍ଷେତ୍ର ଯାଜପୁରରେ ଏବେ ଚର୍ଚ୍ଚା ସୃଷ୍ଟି କରିଛି ପିଲାଟି । ଯାଜପୁର ବ୍ଲକ ଅନ୍ତର୍ଗତ ରୁଦ୍ରପୁର ପଞ୍ଚାୟତ ବଡବାଗସାହି ଗ୍ରାମର ୬ ବର୍ଷର ପୁଅ ବିରଜା ଶଙ୍କର…

ଯାଜପୁର: କେନାଲରେ ବୁଡି ୪ର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ, ପରିବାରରେ ଶୋକର ଛାୟା

ଯାଜପୁର ଟାଉନ(କେନ୍ୟୁଜ୍): କେନାଲରେ ବୁଡି ୪ର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ । ଯାଜପୁର ବିଂଝାରପୁର ଥାନା କପିଳା ମାନ୍ଧାତାପାଟଣା ନିକଟସ୍ଥ କେନାଲରେ ଘଟିଛି ଏହି ଅଘଟଣ । ମୃତକ ହେଲେ ବିଦ୍ୟାଧର ମଲ୍ଲିକଙ୍କ ପୁଅ ରାଜା । ଗାଁର କିଛି ପିଲା ଏହି କେନାଲରେ ଗାଧୋଉଥିବା ବେଳେ ରାଜା ଙ୍କ ଗୋଡ…

ଯାଜପୁର ପୋଲିସ ଦ୍ୱାରା ଦୁଇ ବ୍ରାଉନ ସୁଗାର ବ୍ୟବସାୟୀ ଗିରଫ

ଯାଜପୁର ଟାଉନ: ବ୍ରାଉନ ସୁଗାର କାରବାର କରୁଥିବା ବେଳେ ଧରାପଡିଲେ ଦୁଇ ବ୍ୟବସାୟୀ। ଯାଜପୁର ଥାନା ଆର ଏମ ସି ମାର୍କେଟ ଅଞ୍ଚଳରେ ବ୍ରାଉନସୁଗାର କାରବାର ହେଉଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଦୁଇ ବ୍ୟବସାୟୀ ପୋଲିସ ହାବୁଡ଼ରେ ଧରା ପଡିଥିଲା। ଗିରଫ ଅଭିଯୁକ୍ତ ହେଲେ…

ଯାଜପୁର: ଟ୍ରକକୁ ପିଟିଲା ଆମ୍ବୁଲାନ୍ସ, ୨ ମୃତ ୪ ଗୁରୁତର, କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତାରୋକ କଲେ 108…

ଟ୍ରକକୁ  ପଛପଟୁ  ଧକ୍କା ଦେଲା  ଆମ୍ବୁଲାନ୍ସ, ଗତକାଲି ବିଳମ୍ବିତ ରାତିରେ ୧୬ ଜାତୀୟ ରାଜପଥର ବନ୍ଦଳା ଛକଠାରେ ଛିଡା ହୋଇଥିବା  ଏକ ଟ୍ରକକୁ ପଛପଟୁ ପିଟିଥିଲା ୧୦୮ ଆମ୍ବୁଲାନ୍ସ ।  ଯାହାଫଳରେ ଘଟଣା ସ୍ଥଳରେ ଜଣେ ମହିଳା ରୋଗୀ ଓ ଆମ୍ବୁଲାନ୍ସ ଆଟେଣ୍ଡାଣ୍ଟଙ୍କର ମୃତ୍ୟୁ ହୋଇଛି। ସୂଚନା ମୁତାବକ…

ଧର୍ମଶାଳା ପୋଲିସକୁ ସଫଳତା, ୪ ଅନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରି ଯୋଜନା କଲା ପଣ୍ଡ

ଯାଜପୁର: ଧର୍ମଶାଳା ପୋଲିସକୁ ସଫଳତା। ଏକ ବଡଧରଣର ଡକାୟତି ଯୋଜନା ଉଦ୍ୟମକୁ ପଣ୍ଡ କରି ୪ ଆନ୍ତଃରାଜ୍ୟ ଡକାୟତ ଗିରଫ କରଛି। ଏହା ସହ ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ୫ ରାଉଣ୍ଡ ଗୁଳି, ୪ଟି ବାଇକ, ୫ଟି ମୋବାଇଲ ଓ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି। ସୂଚନା ମୁତାବକ ଗତ କାଲି ରାତିରେ ଜାରକା…

ଯାଜପୁର: ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ବିଲ୍ କରିବା ପାଇଁ ନେଉଥିଲେ ୩୮୦୦୦ ଟଙ୍କା ଲାଞ୍ଚ

ଯାଜପୁର ରୋଡ(କେ ନ୍ୟୁଜ): ଭିଜିଲାନ୍ସ ଜାଲରେ ବ୍ୟାସନଗର ମୁନିସିପାଲିଟିର ମୁଖ୍ୟ ଯନ୍ତ୍ରୀ ପ୍ରହଲ୍ଲାଦ ମହାପାତ୍ର। ବିଲ କରିଦେବାକୁ ଜଣେ ଠିକାଦାରଙ୍କ ଠାରୁ ୩୮୦୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ମୁଖ୍ୟ ଯନ୍ତ୍ରୀ । ଅଭିଯୋଗକାରୀ ଠିକାଦାର ହେଲେ କୋପଣ୍ଡ ଅଞ୍ଚଳର…

ଯାଜପୁର ସାଂସଦଙ୍କ ଅଚାନକ ଧର୍ମଶାଳା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ, ବିଭିନ୍ନ ଅବ୍ୟବସ୍ଥା ନେଇ ପ୍ରକାଶ କଲେ…

ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଆଜି ଅଚାନକ ଧର୍ମଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ପ୍ରଥମେ ସାଂସଦ ଶ୍ରୀମତୀ ସେଠୀ ମେଡିକାଲରେ ଥିବା ରୋଗୀଙ୍କୁ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ। ଏହାସହ ବିଭିନ୍ନ ବିଭାଗ ବୁଲି ଦେଖିବା ସହ  ନିରାମୟ ଯୋଜନାରେ ରୋଗୀମାନେ…

ଯାଜପୁର ଏବେ ଗୋରୁ ମାଫିଆଙ୍କ କବଜାରେ, ବେଧଡକ ଚାଲିଛି ବେଆଇନ ଗୋ ଚାଲାଣ

ଯାଜପୁର ଜିଲ୍ଲାରେ ସକ୍ରିୟ ଗୋ ଚାଲାଣକାରୀ । ଦୈନିକ ରାଜ୍ୟ ତଥା ରାଜ୍ୟ ବାହାରକୁ ବେଆଇନ ଭାବେ ଗୋ ଚାଲାଣ ହେଉଛି । ଜିଲ୍ଲାର ଛୋଟବଡ଼ ହାଟ ଏବେ ଗୋରୁ ମାଫିଆଙ୍କ କବଜାରେ । ଏହି ର‍୍ୟାକେଟରେ ପଡୋଶୀ କେନ୍ଦ୍ରାପଡ଼ା ଓ ଭଦ୍ରକ ଗୋରୁ ମାଫିଆ ସାମିଲ ଥିବାବେଳେ ଏହାର ଚେର ପଶ୍ଚିମବଙ୍ଗ ପର୍ଯ୍ୟନ୍ତ…

ଯାଜପୁର: ଥାଲାସେମିଆ ରୋଗୀଙ୍କ ପାଇଁ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଯାଜପୁର ଟାଉନ: ଯାଜପୁର ରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଲଳିତେଶ୍ୱରରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଉଦଘାଟନ କରିଥିଲେ । ଜିଲାରେ ରହିଥିବା ଥାଲାସେମିଆ ରୋଗୀଙ୍କ ପାଇଁ ଆବଶ୍ୟକ ରକ୍ତ ଯୋଗାଡ…

ଯାଜପୁର: ପୁଅ ବୋହୂଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ସରକାରଙ୍କୁ ସମ୍ପତ୍ତି ଦାନ କରିବା ଘଟଣା, ଜିଲ୍ଲାପାଳଙ୍କୁ ଭେଟି…

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମୁରାରୀପୁରର ପୁଅ ବୋହୂଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ସରକାରଙ୍କୁ ଦାନ କରିବା ଘଟଣାରେ ନୂଆ ଟ୍ଵିଷ୍ଟ । ଜିଲ୍ଲାପାଳ ରଂଜନ କୁମାର ଦାସଙ୍କୁ ଭେଟି ସମସ୍ୟା ସଂପର୍କରେ ଅବଗତ କରାଇଛନ୍ତି କ୍ଷେତ୍ରମୋହନ ମିଶ୍ରଙ୍କ ପୁଅ ସୂର୍ଯ୍ୟମଣୀ ମିଶ୍ର । ବାପାଙ୍କ ସମସ୍ତ…

ଯାଜପୁରରେ ପୁଣି ମାତିଲେ କଳା ପଲସର ଲୁଟେରା, ଝାମ୍ପି ନେଲେ ଗହଣା ଦୋକାନୀଙ୍କ ସୁନା ବ୍ୟାଗ୍

ଯାଜପୁର ଟାଉନ: ଯାଜପୁର ସହରରେ କଳା ପଲସର ଆତଙ୍କ । ସୁନା ଗହଣା ଦୋକାନୀ ହାତରୁ ଦିନ ଦ୍ୱିପ୍ରହରରେ ଅଳଙ୍କାର ବ୍ୟାଗ ଝାମ୍ପି ନେଇ ଲୁଟେରା ଫେରାର । ଘଟଣା ଘଟିଛି ଯାଜପୁର ସହରର ବିରଜା ହାଟ ନିକଟରେ । ପଣ୍ଡା ଜୁଏଲର୍ସ ମାଲିକ ରମାକାନ୍ତ ପଣ୍ଡା ପ୍ରତିଦିନ ଭଳି ଆଜି ଦୋକାନ ଖୋଲିବାକୁ ଯାଉଥିବା…

ପୁଣି ଜବତ ହେଲା ଧଳାଜହର, ୩ ଗିରଫ

ଯାଜପୁର ରୋଡ (କେ ନ୍ୟୁଜ) : ପୁଣି ଜବତ ହେଲା ଧଳାଜହର । ଯାଜପୁର ରୋଡ ପୋଲିସ୍ ହାତରେ ଗିରଫ ହେଲେ ତିନି ଜଣ ବ୍ରାଉନ ସୁଗାର ବେପାରୀ । ଗିରଫ ଅଭିଯୁକ୍ତ ମାନେ ହେଲେ ଦିଲୀପ ମହାନ୍ତି, ସଞ୍ଜିତ୍ ସିଂ ଓ ବାରିଶ ମୁର୍ମୁ । ସେମାନଙ୍କ ନିକଟରୁ ୯ ଗ୍ରାମର ବ୍ରାଉନ ସୁଗାର ସହ ୨୦୭୦୦ ଟଙ୍କା ଜବତ…