Browsing Tag

jajpur

ଅଧାରେ ରହିଗଲା ଜଗା ଦର୍ଶନ: ଅଟୋକୁ ପିଟିଲା ଅଜଣା ଗାଡ଼ି, ୨ ମୃତ; ୫ ଗୁରୁତର

ଯାଜପୁର (କେନ୍ୟୁଜ): ଅଧାରେ ରହିଗଲା ଜଗା ଦର୍ଶନ। ମର୍ମନ୍ତୁଦ ଦୁର୍ଘଟଣା। ଅଟୋକୁ ପିଟିଲା ଅଜଣା ଗାଡ଼ି। ଘଟଣାସ୍ଥଳରେ ଦୁଇ ମୃତ, ୫ ଗୁରୁତର। ମୃତକଙ୍କ ମଧ୍ୟରେ ଜଣେ ୧୨ ବର୍ଷର ବାଳିକା ଓ ୭ ବର୍ଷର ବାଳକ ବୋଲି ଜଣାପଡିଛି। ଗୁରୁତର ଥିବା ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି…

ମାତ୍ର ୯ ମିନିଟରେ ୧୧୧ଟି ଶ୍ଳୋକ ଗାଇ ଚର୍ଚ୍ଚାରେ ଆଦ୍ୟାଜ୍ୟୋତି, ୱାର୍ଲ୍ଡ ରେକର୍ଡ କରି ସାଉଣ୍ଟୁଛନ୍ତି ପ୍ରଶଂସା

ଆଧୁନିକ ଯୁଗରେ ପିଲାଙ୍କ ଭିତରେ ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ଆପଣ ଖୁବ କମ ଦେଖିବାକୁ ପାଉଥିବେ।  କିନ୍ତୁ ଆମେ ଏମିତି ଜଣଙ୍କ ଠିକଣା ପାଇଯାଇଚୁ ଯେଉଁଠି ଭାଇ ଭଉଣୀ ଉଭୟ   ଆଧ୍ୟାତ୍ମିକତା ପ୍ରତି ରୁଚି ରଖି ୱାର୍ଲ୍ଡ ରେକର୍ଡ ଅଫ ଇଣ୍ଡିଆରେ ସ୍ଥାନ ପାଇଛନ୍ତି । ଏଭଳି ଆଧ୍ୟାତ୍ମିକତା ର ପ୍ରଚାର…

ଓଡ଼ିଶା ଫେରିଲା ଦୁର୍ଲଭ ଅଷ୍ଟଧାତୁ ମୂର୍ତ୍ତି, ଯାଜପୁର ଧର୍ମଶାଳାକୁ ଗଲା ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଦର୍ପଣ ଗଡ଼କୁ ଫେରିଲା ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ଦୁଲ୍ଲର୍ଭ ମୂର୍ତ୍ତି । ମୂର୍ତ୍ତି ଫେରିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ମାଆଙ୍କୁ ସ୍ୱାଗତ କରିବା ପାଇଁ ଗ୍ରାମବାସୀ ମାନେ…

ଭିଜିଲାନ୍ସ ଜାଲରେ ଜିଆରଏସ, ଇନ୍ଦିରା ଆବାସ ଘର କରାଇଦେବାକୁ କହି ନେଉଥିଲେ ଲାଞ୍ଚ

ଯାଜପୁର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଜିଆରଏସ । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ି ବନ୍ଧା ହେଲେ । ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗୋଲେଇପୁର ପଞ୍ଚାୟତର ଜିଆରଏସ ଦିଲୀପ କୁମାର ଦୀକ୍ଷିତ ତେଲିଆ ଗ୍ରାମର ଜଣେ ବ୍ୟକ୍ତିଙ୍କଠାରୁ ଏହି ଲାଞ୍ଚ ନେଉଥିଲେ। ପ୍ରଧାନମନ୍ତ୍ରୀ ଆବାସରେ ଗୃହ…

ମହଙ୍ଗା ପଡ଼ିଲା ଚୋରି ଉଦ୍ୟମ, ଛାତରୁ ଖସିପଡି ଯୁବକ ମୃତ

ଯାଜପୁର (କେନ୍ୟୁଜ) : ଚୋରି ଉଦ୍ୟମ ବେଳେ ଛାତରୁ ଖସିପଡି ଯୁବକ ମୃତ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ମହାଖଳା ଗାଁରେ । ମୃତ ଯୁବକ ହେଲେ ଖଟୁଆପଡା ଗାଁର  ଖଗେଶ୍ୱର ଦେହୁରୀ । ଗତକାଲି ରାତିରେ ଚୋରି କରିବାକୁ ଯାଇଥିବା ବେଳେ ଛାତରୁ ଖସିପଡି ମୃତ୍ୟୁ ହୋଇଥିବା…

ବୀମା ଲୋକପାଳଙ୍କ ଦ୍ଵାରା ଅଭିଯୋଗ ଶୁଣାଣି ଶିବିର: ୧୪ଟି ମାମଲାର ବିଚାର କରାଯାଇ ୮ଟିର ତୁରନ୍ତ ଫଇସଲା ହେଲା

ଯାଜପୁର ଟାଉନ(କେନ୍ୟୁଜ୍): ଦୀର୍ଘ ଦିନ ଧରି ବିଭିନ୍ନ ବୀମା କମ୍ପାନୀ ଦ୍ୱାରା ଶୋଷଣର ଶିକାର ହୋଇ ଆସୁଥିବା ଉପଭୋକ୍ତା ଙ୍କ ସମସ୍ୟା ର ସମାଧାନ ପାଇଁ ଆଜି ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବୀମା ଲୋକପାଳଙ୍କ ଦ୍ଵାରା ରାଜ୍ୟର ଦ୍ଵିତୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।…

ଚିକିତ୍ସା ଅବହେଳାରୁ ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପୋଡ଼ାଜଳା

ଯାଜପୁର (କେନ୍ୟୁଜ): ଯାଜପୁର ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଅଭାବନୀୟ ଘଟଣା। ଚିକିତ୍ସା ଅବହେଳରୁ ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ହସ୍ପିଟାଲରେ ପୋଡାଜଳା, ଭଙ୍ଗାରୁଜା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରରେ ଲୋକେ ନିଆଁ ଲଗାଇ ଦେଇଛନ୍ତି ଉତ୍ୟକ୍ତ ଲୋକେ । ସୂଚନା…

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର: ୧୦ଜଣରୁ ଊର୍ଦ୍ଧ୍ୱ ଶ୍ରମିକ ଗୁରୁତର

ଯାଜପୁର (କେନ୍ୟୁଜ): ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର। ୧୦ଜଣରୁ ଉର୍ଦ୍ଧ ଶ୍ରମିକ ଗୁରୁତର ଆହତ। ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବନ୍ଦାଳ ଛକ ବାଇପାସ ନିକଟରେ ଗତକାଲି ସନ୍ଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲାର ୩୦ରୁ ଉର୍ଦ୍ଧ ଶ୍ରମିକ ବନ୍ଦାଳ…

ମିଳିଲା ନିଖୋଜ ଯୁବକଙ୍କ ମୃତଦେହ, ପୋଲ ଉପରେ ବସି ମୋବାଇଲ ଦେଖୁଥିବା ସମୟରେ ଖସିପଡିଥିଲେ

ଯାଜପୁର( କେନ୍ୟୁଜ): ୮ ଘଣ୍ଟାର ଅପରେସନ ପରେ ବ୍ରାହ୍ମଣୀ ନଦୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । ପୋଲ ଉପରେ ବସି ମୋବାଇଲ ଫୋନ ଦେଖୁଥିବା ସମୟରେ ନଦୀକୁ ଖସିପଡ଼ିଥିଲେ ଯାଜପୁର ଜିଲ୍ଲା ବରୀ ଧାରପୁର ଅଞ୍ଚଳର ଯୁବକ ସୌମ୍ୟ ରଞ୍ଜନ ଦାସ। ସୌମ୍ୟ ହଳଦୀବସନ୍ତ ଠାରେ ଥିବା ମାମୁ ଘରେ ରହୁଥିଲେ ।…

ଇସ୍ପାତ କାରଖାନାରେ ଅଘଟଣ : ଗରମ ତରଳ ଲୁହାରେ ପୋଡ଼ିଯାଇ ଜଣେ ଶ୍ରମିକ ମୃତ, ୭ ଗୁରୁତର

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା କଳିଙ୍ଗନଗର ମୈଥାନ ଇସ୍ପାତ କାରଖାନାରେ ଦୁର୍ଘଟଣା । ଗରମ ତରଳ ଲୁହାରେ ପୋଡ଼ିଯାଇ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଶ୍ରମିକ ଗୁରୁତର ହୋଇପଡିଛନ୍ତି। ଗୁରୁତରଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ମୁତାବକ…

ଯାଜପୁର: କବାଟବନ୍ଧ ନିକଟ ବ୍ରାହ୍ମଣୀ ନଦୀର ବନ୍ୟା ଜଳରେ ଭାସିଗଲେ ବୃଦ୍ଧା

ଯାଜପୁର(କେନ୍ୟୁଜ୍):  ଜେନାପୁର ଥାନା ଅଧିନ କବାଟବନ୍ଧ ନିକଟରେ ବ୍ରାହ୍ମଣୀ ନଦୀର ବନ୍ଯାଜଳରେ ଭାସିଗଲେ ବୃଦ୍ଧା। ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି। ସୂଚନା ମୁତାବକ, ବ୍ରାହ୍ମଣୀ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ଯାଜଳ ଆସିବାରୁ ଆଜି କବାଟବନ୍ଧ ନିକଟରେ ବୃଦ୍ଧା ଜଣକ ଗାଧୋଇବାକୁ…

ପୋଲିସ ଭୟରେ ନଦୀକୁ ଡେଇଁଲେ ୨ ଯୁବକ, ଜଣେ ନିଖୋଜ

ଯାଜପୁର (କେନ୍ୟୁଜ): ପୋଲିସ ଭୟରେ ନଦୀକୁ ଡେଇଁଲେ ଯୁବକ। ଯାଜପୁର ସଦର ଥାନା ନିକଟସ୍ଥ ବୁଢା ନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ନଦୀକୁ ଦୁଇଜଣ ଡେଇଁ ଥିଲା ବେଳେ ସେମାନଙ୍କ ମଧ୍ୟରୁ ଜଣେ ପହଁରି ପହଁରି ନଦୀ କୂଳରେ ଲାଗିଥିଲେ । ସୂଚନା ଅନୁଯାୟୀ ୫ ଜଣ ଯୁବକ ଏହି ସ୍ଥାନରେ…