ଆଜି ମା’ବିରଜାଙ୍କ ଜନ୍ମୋତ୍ସବ, ସାବିତ୍ରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମା’
ଯାଜପୁର (କେନ୍ୟୁଜ): ଆଜି ପବିତ୍ର ତ୍ରିବେଣୀ ଅମାବାସ୍ଯା। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ସ୍ଵ-ନକ୍ଷତ୍ର ଦିବସ। ଏଥିପାଇଁ ଆଜି ବଢି ଭୋରରୁ ମାଙ୍କୁ ଦର୍ଶନ କରିବା ପାଇଁ ମନ୍ଦିର ରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି।
ପରମ୍ପରା ଅନୁଯାୟୀ ସମସ୍ତ ନୀତିକାନ୍ତି ସ୍ଥିର କରାଯାଇଥିବା…