Browsing Tag

jalaka river

Flood Concern: ସୁବର୍ଣ୍ଣରେଖା ତଳମୁହାଁ, ବିପଦ ସଙ୍କେତ ଉପରେ ଜଳକା

ଜଳେଶ୍ବର: କମୁଛି ସୁବର୍ଣ୍ଣରେଖା, ବଢୁଛି ଜଳକା । ଉପର ମୁଣ୍ତରେ ପ୍ରବଳ ବର୍ଷା ଏବଂ ଝାଡଖଣ୍ତ ଗାଲୁଡିହି ବ୍ଯାରେଜରୁ ପାଣି ଛଡା ଯିବା ଯୋଗୁ ସୁବର୍ଣ୍ଣରେଖା ଜଳସ୍ତର ବଢିଥିଲା । ଏବେ ଜଳସ୍ତର ହ୍ରାସ ପାଇ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ରାଜଘାଟରେ ସତର୍କ ସଙ୍କେତ ୯.୪୫ ମିଟର ଥିବାବେଳେ…

Jalaka River Floods: ଚାରିଆଡ଼େ ପାଣି ଆଉ ପାଣି, ଜଳକା ବନ୍ୟାରେ ଜଳବନ୍ଦୀ ଶତାଧିକ ଗାଁ

ଜଳେଶ୍ବର: ଉଛୁଳୁଛି ଜଳକା । ଚାରିଆଡ଼େ କେବଳ ପାଣି ଆଉ ପାଣି। ବାଲେଶ୍ବର ଜିଲ୍ଲାରେ ଜଳକା ନଦୀ ବିପଦ ସଙ୍କେତ ଟପିଛି। ସତର୍କ ସଙ୍କେତ ୬ ମିଟର ରହିଥିବା ବେଳେ ବିପଦ ସଙ୍କେତ ରହିଛି ୬.୫୦। ସକାଳା ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୯୮ ମିଟରରେ ପ୍ରବାହିତ ହେଉଛି। ଫଳରେ ବସ୍ତା ବ୍ଲକର ୧୮ଟି…

Jalaka River: ଲଗାଣ ବର୍ଷା ଯୋଗୁ ଜଳକା ନଦୀରେ ପୁଣି ବନ୍ଯା, ଲୋକଙ୍କ ଘରେ ପଶିଛି ପାଣି

ଜଳେଶ୍ୱର : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜଳକା ନଦୀରେ ପୁଣି ବନ୍ଯା ଆସିଛି । ନଦୀର ଉପରମୁଣ୍ତ ମୟୂରଭଞ୍ଜରେ ପ୍ରବଳ ବର୍ଷା ଏବଂ ଜଳକା ନଦୀ ଅବବାହିକା ବସ୍ତା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ପୁଣି ବଢୁଛି ନଦୀର ଜଳସ୍ତର । ବିପଦ ସଙ୍କେତ ଅତିକ୍ରମ କରି ବଢୁଛି ନଦୀର ଜଳସ୍ତର । ବସ୍ତା ବ୍ଲକ…

Farmer Problem : କମୁଛି ଜଳକା ନଦୀର ଜଳସ୍ତର, ସେପଟେ ବଢ଼ୁଛି ଚାଷୀଙ୍କ ଦୁର୍ଦ୍ଦଶା

ଜଳେଶ୍ବର : ଧୀରେ ଧୀରେ କମୁଛି ଜଳକା ନଦୀର ଜଳସ୍ତର। ମାତ୍ର ଚଳିତ ବର୍ଷର ବନ୍ଯା ଚାଷୀଙ୍କ ଆର୍ଥିକ ମେରୁଦଣ୍ତକୁ ଦୋହଲାଇ ଦେଇଛି । ବନ୍ଯା ଜଳ ନିଷ୍କାସନର ସୁବିଧା ନଥିବାରୁ ଏବେ ବି ହଜାର ହଜାର ହେକ୍ଟର  ଚାଷ ଜମିରେ ଲହଡି ମାରୁଛି ବନ୍ଯା ପାଣି ।  ଯାହା ଫଳରେ କିଛି ଦିନ ପୂର୍ବରୁ ରୂଆ…

Jalaka river: ସାରା ରାଜ୍ୟରେ ଲଗାଣ ବର୍ଷା ଜାରି, ବିପଦ ସଙ୍କେତ ଛୁଇଁଲା ଜଳକା

ଜଳେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସେପଟେ ବିପଦ ସଙ୍କେତ ଛୁଇଁଲା ଜଳକା । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ମଥାନୀଠାରେ ବିପଦ…

ଧୀରେ ଧୀରେ କମୁଛି ଜଳକା ଜଳ, ହଜାର ହଜାର ହେକ୍ଟର ଚାଷ ଜମିରେ ଲହଡ଼ି ମାରୁଛି ବନ୍ୟାଜଳ

ଜଳେଶ୍ୱର : ଧୀରେ ଧୀରେ କମୁଛି ଜଳକା ଜଳ । ହେଲେ ଏବେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ନଦୀର ଜଳସ୍ତର । ବସ୍ତା ବ୍ଲକ ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଛି । ସକାଳା ୬ ଟା ସୁଦ୍ଧା ଜଳସ୍ତର ୬.୫୮ ମିଟରରେ ପ୍ରବାହିତ ହେଉଛି । ଲଘୁଚାପ ପ୍ରଭାବରେ ଗତ ଚାରି ଦିନ ଧରି ବସ୍ତା…

ସତର୍କ ସଙ୍କେତ ଅତିକ୍ରମ କଲା ଜଳକା ନଦୀ, ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୩୨ ମିଟରରେ ପ୍ରବାହିତ

ଜଳେଶ୍ୱର : ରାଜ୍ୟରେ ଲଘୁଚାପ ଜନିତ ବର୍ଷା ପରେ ବିଭିନ୍ନ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ବିଶେଷକରି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହୋଇଛି ।  ସତର୍କ ସଙ୍କେତ ଅତିକ୍ରମ କରି ବଢୁଛି ଜଳକା ନଦୀ । ମଥାନୀ ଠାରେ ସତର୍କ ସଙ୍କେତ ୬.୦୦ରହିଥିବା ବେଳେ ବିପଦ ସଙ୍କେତ ରହିଛି ୬.୫୦।  ସକାଳ ୬ଟା…

ବିପଦ ସଙ୍କେତ ଡେଇଁଲା ଜଳକା ନଦୀ ଜଳସ୍ତର, ସକାଳ ୭ଟା ସୁଦ୍ଧା ମଥାନୀଠାରେ ୬.୮୦ ମିଟର ଜଳ ପ୍ରବାହିତ

ଜଳେଶ୍ବର: ପୁଣି ଜଳକା ନଦୀରେ ବନ୍ଯା ଆଶଙ୍କା । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଂ କ୍ରମଶଃ ବଢୁଛି ଜଳକା ନଦୀର ଜଳସ୍ତର । ବିପଦ ସଙ୍କେତ ଅତିକ୍ରମ କରି କ୍ରମଶଃ ବଢୁଛି ଜଳସ୍ତର,ନଦୀର ମଥାନୀ ଠାରେ ବିପଦ ସଙ୍କେତ 6.50 ରହିଥିବା ବେଳେ ସତର୍କ ସଙ୍କେତ ରହିଛି 6.00 ମିଟର । ସକାଳା 7 ଟା ସୁଦ୍ଧା…

ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି, ବିପଦ ସଙ୍କେତ ଉପରେ ଜଳକା ନଦୀର ଜଳସ୍ତର

ବାଲେଶ୍ବର : ଉପରମୁଣ୍ଡରେ ପ୍ରବଳ ବର୍ଷା ।  ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ।  ବାଲେଶ୍ବର ଜିଲ୍ଲାରେ ବନ୍ୟା ଚେତାବାନୀ ଜାରି।  ସୁବଣ୍ଣରେଖାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ଜଳକା ନଦୀ ।  ବିପଦ ସଙ୍କେତ ଉପରେ ଜଳକା ନଦୀର ଜଳସ୍ତର । ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ଥିବା…

ଲଘୁଚାପ ଜନିତ ଲଗାଣ ବର୍ଷା: ସତର୍କ ସଙ୍କେତ ଅତିକ୍ରମ କରି ବୃଦ୍ଧି ପାଉଛି ଜଳକା ନଦୀର ଜଳସ୍ତର

ଜଳେଶ୍ୱର: ବଢୁଛି ଜଳକା । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସତର୍କ ସଙ୍କେତ ଅତିକ୍ରମ କରି କ୍ରମଶଃ ବୃଦ୍ଧି ପାଉଛି ଜଳକା ନଦୀର ଜଳସ୍ତର । ବିଭିନ୍ନ ସ୍ଥାନରେ ନଦୀ ବନ୍ଧ ଦୁର୍ବଳ ଥିବାରୁ ଭୟଭୀତ ଅବସ୍ଥାରେ ଅଛନ୍ତି ନଦୀ କୂଳିଆ ଲୋକେ, ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ଠାରେ…

ଲଗାଣ ବର୍ଷାରେ ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର

ଜଳେଶ୍ୱର : ଫୁଲୁଛି ଜଳକା । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର  । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସତର୍କ ସଙ୍କେତ ଅତିକ୍ରମ କରି କ୍ରମଶଃ ବୃଦ୍ଧି ପାଉଛି ଜଳକା ନଦୀର ଜଳସ୍ତର । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ଠାରେ ସତର୍କ ସଙ୍କେତ ୬ ମିଟର ରହିଥିବା ବେଳେ…

ଫୁଲୁଛି ସୁବର୍ଣ୍ଣରେଖା ଓ ଜଳକା, ଜଳବନ୍ଦୀ ଗାଁକୁ ଜଳମଗ୍ନ ଚାଷଜମି 

ଜଳେଶ୍ୱର : ଫୁଲୁଛି ସୁବର୍ଣ୍ଣରେଖା ଓ ଜଳକା । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ ଜଳସ୍ତର। ମଥାନୀଠାରେ ବିପଦ ସଂକେତ ୬.୫୦ ମିଟର ରହିଥିବାବେଳେ ୬.୬୯ ମିଟରରେ ପ୍ରବାହିତ ହେଉଛି ଜଳସ୍ତର। ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀ ର ବିପଦ ସଙ୍କେତ ୧୦.୩୬ ରହିଥିବା ବେଳେ ସକାଳ ୬ଟା…