Browsing Tag

jaleswar accident

ସ୍କୁଟିକୁ ପଛରୁ ଧକ୍କା ଦେଲା ଟ୍ରଲର: ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଜଳେଶ୍ୱର : ସ୍କୁଟିକୁ ପଛରୁ ଧକ୍କା ଦେଲା ଟ୍ରଲର । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ଭେଲୋରା ଛକ ନିକଟରେ ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ଯୁ ହୋଇଥିବା ବେଳେ ସ୍ବାମୀ ଗୁରୁତର ହୋଇଛନ୍ତି । କ୍ଷତିପୂରଣ ଦାବିରେ ରାସ୍ତାରୋକ ।…

କୁହୁଡ଼ି ସାଜିଲା କାଳ: ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରଲର, ଡ୍ରାଇଭର ଗୁରୁତର

ଜଳେଶ୍ୱର : ଘନ କୁହୁଡ଼ି ସାଜିଲା କାଳ। ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରଲର । ଟ୍ରଲର କେବିନକୁ ଗ୍ୟାସ କଟରରେ କାଟି ଡ୍ରାଇଭରଙ୍କୁ ଉଦ୍ଧାର କରାଯଇଛି । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସୂଚନା…

ବର୍ଷ ଆରମ୍ଭରୁ ଦୁର୍ଘଟଣା: ପିକନିକ୍‌ ପାଇଁ ଯାଉଥିବା ବେଳେ ଦୁଇ ଗାଡ଼ି ମୁହାଁମୁହିଁ ଧକ୍କା, ୬ ଗୁରୁତର

ଜଳେଶ୍ୱର : ବର୍ଷ ଆରମ୍ଭ ହେଉଣୁ ଘଟିଯାଇଛି ଏକ ଦୁଃଖଦ ଘଟଣା ।  ନୂଆବର୍ଷ ପିକନିକ୍‌ ପାଇଁ ଯାଉଥିବା ବେଳେ ଦୁର୍ଘଟଣା ହୋଇଛି । ଏକ ବୋଲେରୋ ଏବଂ ମହିନ୍ଦ୍ରା ଏକ୍ସୟୁଭି ଗାଡ଼ି ମୁହାଁମୁହିଁ ଧକ୍କା ହେବାରୁ ୬ ଜଣ ଗୁରୁତର ହୋଇଛନ୍ତି  ।  ଏହି ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ୫୭ ନମ୍ବର ରାଜ୍ୟ…

ଭାରସାମ୍ୟ ହରାଇ ଡାଇଭର୍ସନରେ ପିଟି ହେଲା ବସ, ଅଳ୍ପକେ ବର୍ତିଲେ ଯାତ୍ରୀ

ଜଳେଶ୍ବର: ବଢ଼ୁଛି ଶୀତ, ବଢ଼ୁଛି ଦୁର୍ଘଟଣା । ଡାଇଭର୍ସନରେ ପିଟିହେଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଜଳେଶ୍ବର ଥାନା ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ଣଣନାଥ ଟୋଲ ଗେଟ୍ ନିକଟରେ ଏହି ଦୁର୍ଘଟଣା ଘଟିଛି।  ପ୍ରଧାନ ନାମକ ଘରୋଇ ବସଟି ୫୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ କୋଲକାତାରୁ ଭୁବନେଶ୍ବର…

ବାଇକ୍‌କୁ ମୁହାଁମୁହିଁ ଧକ୍କାଦେଲା କାର୍‌; ୧ ମୃତ, ୨ ଗୁରୁତର

ଜଳେଶ୍ୱର : ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଛଣପୋଖରୀ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସ୍କୁଟି ଏବଂ ମାରୁତି ଡିଜାୟାର କାର ମୁହାଁମୁହିଁ ଧକ୍କା ହୋଇଛନ୍ତି । ଫଳରେ ଘଟଣା ସ୍ଥଳରେ ସ୍କୁଟି ଆରୋହୀଙ୍କ ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ…

କାଳ ସାଜିଲା ଶୁକ୍ରବାର, ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ

କାଳ ସାଜିଲା ଶୁକ୍ରବାର । ଆଜି ସକାଳୁ ୩ଟି ସ୍ଥାନରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଆଉ ଏହି ଦୁର୍ଘଟଣାରେ ଚାଲିଯାଇଛି ୩ ଜଣଙ୍କ ଜୀବନ । ଏମିତି ବି ଆସେ ମୃତ୍ୟୁ । ସମସ୍ତେ କୌଣସି ନ କୌଣସି କାମ କରିବା ପାଇଁ ଘରୁ ବାହାରିଥିଲେ ହେଲେ ସେ ଆଉ ଘରକୁ କେବେ ବି ଫେରିବେନି ତାହା କେହି ବି…

ପଞ୍ଚାୟତ ଅଫିସକୁ ଭତ୍ତା ପାଇଁ ଯିବା ବେଳେ ଧକ୍କା ଦେଲା ଟ୍ରକ: ମା ମୃତ, ପୁଅ ଗୁରୁତର

ଜଳେଶ୍ବର (କେନ୍ୟୁଜ): ରୂପ୍ସା ଥାନା ଅନ୍ତର୍ଗତ ପାଟପୁର ବଜାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ ଧକ୍କାରେ ମା ମୃତ, ପୁଅ ଗୁରୁତର। ପଞ୍ଚାୟତ ଅଫିସକୁ ସାଇକେଲରେ ଭତ୍ତା ଆଣିବାକୁ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ। ଗୁରୁତର ଅବସ୍ଥାରେ ପୁଅକୁ ଉଦ୍ଧାର କରି ବାଲେଶ୍ବର ହସ୍ପିଟାଲକୁ…