Browsing Tag

jaleswar news

ଜଳେଶ୍ବର : ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ ୭ଜଣ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଭିଜୁଆଲ୍

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମଥାନୀ ଛକ ନିକଟରେ ଥିବା ଲକ୍ଷ୍ମୀ ନାରାୟଣ ପେଟ୍ରୋଲ ପମ୍ପରେ ଗତକାଲି ବିଳମ୍ବିତ ରାତିରେ ୭ଜଣ ଦୁର୍ବୃତ୍ତ ଏକ କାରରେ ଆସି ପେଟ୍ରୋଲ ପମ୍ପର କର୍ମଚାରୀମାନଙ୍କୁ ଅଫିସର ତାଲା ଖୋଲିବାକୁ କହିଥିଲେ। ମାତ୍ର ଅଫିସର…

ଆଉ ଶୁଭୁନାହିଁ ନାମ ସଙ୍କୀର୍ତ୍ତନ କି ମୃଦଙ୍ଗର ଶବ୍ଦ, ଜୀବିକା ହରାଇ ଏବେ ଚିନ୍ତାରେ ସଙ୍କୀର୍ତ୍ତନ ମଣ୍ତଳୀର କଳାକାର

ଜଳେଶ୍ବର: କରୋନା କଟକଣା ପାଇଁ ସମସ୍ତଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। କିଛି ଅଣ୍ଟା ସକଳି ଛିଡା ହେଉଥିବାବେଳେ କିଛି ଆଜିବି  କରୋନା ଦାଉରୁ ନିସ୍ତାର ପାଇପାରିନାହାନ୍ତି । ଏସବୁ ଭିତରେ ସାମିଲ୍ ଅଛନ୍ତି ସଙ୍କୀର୍ତ୍ତନ ମଣ୍ତଳୀର କଳାକାରମାନେ । କରୋନା ଆସିବା ଦିନଠୁ ଗାଁ ଗଣ୍ତାରେ ଆଉ…

ଜଳେଶ୍ୱରରେ ବ୍ରାଉନସୁଗାର କାରବାର ଲିଙ୍କକୁ ନେଇ କ୍ରାଇମବ୍ରାଞ୍ଚ STFର ଚଢାଉ, ୮ଜଣଙ୍କୁ ଉଠାଇନେଲେ

ଜଳେଶ୍ୱର: ଜଳେଶ୍ୱରରେ କ୍ରାଇମବ୍ରାଞ୍ଚ STFର ଚଢାଉ । ୮ଜଣଙ୍କୁ ଉଠାଇନେଲା STF । ବ୍ରାଉନସୁଗାର କାରବାର ଲିଙ୍କ୍‌ ଅଭିଯୋଗରେ ଜଳେଶ୍ୱରରେ ଚଢାଉ ଚାଲିଛି । ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର, ଶାସନବାର୍ଡ ଓ ଶେଖବାର୍ଡ ଅଞ୍ଚଳରୁ ମୋଟ ୮ଜଣଙ୍କୁ ଗିରଫ କରାଯାଇଛି । ଜଳେଶ୍ୱର କ୍ରାଇମବ୍ରାଞ୍ଚ…

ବାଲେଶ୍ଵର ବାଲିସାହି ଗ୍ରାମରେ ଅମାନୁଷିକ ଘଟଣା: ମଣିଷ ପାଲଟିଲା ରାକ୍ଷସ, ଷଣ୍ଢର ମଳଦ୍ଵାର ଭିତରୁ ବାହାରିଲା ୩ ଫୁଟ…

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା ସିଂଲା  ଥାନା ଅନ୍ତର୍ଗତ ବାଲିସାହି ଗ୍ରାମରେ ଏକ ଅଭାବନୀୟ ଏବଂ ଅମାନୁଷିକ  ଘଟଣା ଦେଖିବାକୁ ମିଳିଛି। ସତରେ ଯେମିତି ମଣିଷ ସମାଜ ଆଜି ରାକ୍ଷସ ପାଲଟି ଯାଇଛି। ଗୋଟିଏ ଷଣ୍ଢର ମଳଦ୍ଵାର ଭିତରେ କେହି ଜଣେ ଅବିବେକି ଲୋକ ୩ ଫୁଟ ଲମ୍ବର ଗୋଟିଏ ଅଛଡା ବାଉଁଶ ଲାଠି…

ଜନ୍ମରୁ ଭିନ୍ନକ୍ଷମ କିନ୍ତୁ ସେ ସୁମଧୁର ସ୍ବରର ଅଧିକାରିଣୀ, ଅଧୁରା ସ୍ବପ୍ନକୁ ପୂରଣ କରିବା ପାଇଁ ଖୋଜୁଛନ୍ତି ରାହା

ଜଳେଶ୍ବର: ସତରେ କଥା ରେ ଅଛି ସୁନା ଥିଲେ କାନ ନାହିଁ, ଆଉ କାନ ଥିଲେ ସୁନା ନାହିଁ। ଆମେ ଏଠି କୌଣସି ସତ ସୁନା କଥା କହୁନୁ , ଆମେ ଏଠି କହୁଛୁ ସୁନା ଭଳି ଚମକୁଥିବା ଜଣେ ପ୍ରତିଭାବାନ କଣ୍ଠଶିଳ୍ପୀଙ୍କ କଥା। ଯିଏ ଜନ୍ମ ରୁ ଅନ୍ଧ ଏବଂ ଭିନ୍ନକ୍ଷମ। ଯିଏ ନିଜର ସୁମଧୁର କଣ୍ଠସ୍ବର ପାଇଁ…

ଜଳେଶ୍ବର: ରାତିରେ ଚୋରି କରୁଥିବାବେଳେ ଚୋରକୁ କାବୁ କରି ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡେମ୍ବୁରିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗତକାଲି ବିଳମ୍ବିତ ରାତିରେ ୩ ଜଣ ଚୋର ଏହି ଗ୍ରାମର ଅନେକ ଲୋକଙ୍କ ଘରେ ପଶି ଟଙ୍କା, ମୋବାଇଲ ଏବଂ ବିଭିନ୍ନ ଆସବାବପତ୍ର ଚୋରି କରିଥିଲେ। ଠିକ୍ ସେହି ସମୟରେ ଜଣେ ଚୋରକୁ କାବୁ କରି…

କୋରାନା କଟକଣାକୁ ଫୁ: ବାଲେଶ୍ବ‌ର ମାନ୍ଧାତା ହାଟରେ ଚାଲିଲା ବେଆଇନ କୁକୁଡା ଲଢେଇ, ଜମିଲା ଲୋକଙ୍କ ପ୍ରବଳ ଭିଡ

ଜଳେଶ୍ବର: ଶହଶହ ଲୋକଙ୍କୁ ନେଇ ଜମିଛି ଭିଡ଼। ନା ଅଛି ସାମାଜିକ ଦୂରତା , ନା କେହି ଜଣେ ହେଲେ ପିନ୍ଧିଛନ୍ତି ମାସ୍କ। ଭୟଙ୍କର କରୋନା ମହାମାରୀର ଭୟ ଟିକିଏ ମଧ୍ୟ ନାହିଁ କାହାରିକୁ।  ଖୁଲମ ଖୁଲା ଭାବେ ଚାଲିଛି ବେଆଇନ କୁକୁଡା ଲଢେଇ। ଏମିତି ଲାଗୁଥିଲା ସତେ ଯେମିତି କୋରାନା ମହାମାରୀ ପୃଥିବୀରୁ…

ଡିଲରଙ୍କ ଦାଦାଗିରି: ଚାଉଳ ବଦଳରେ ଦେଉଛନ୍ତି ଟଙ୍କା, ନନେଲେ ରାସନ କାର୍ଡ କଟାଇ ଦେବାକୁ ମିଳୁଛି ଧମକ

ଜଳେଶ୍ବର: ଉଭୟ ରାଜ୍ଯ ଏବଂ କେନ୍ଦ୍ର ସରକାରଙ୍କ ଖାଦ୍ଯ ସୁରକ୍ଷା ଯୋଜନା ଏବେ ବାଟବଣା ହେବାକୁ ବସିଛି । ଦାରିଦ୍ର ସୀମାରେଖା ତଳେ ବସବାସ କରୁଥିବା ପରିବାରର ପ୍ରତି ସଦସ୍ଯ ପିଛା ପାଞ୍ଚ କେଜି ଲେଖାଏଁ ଚାଉଳ ସରକାର ଯୋଗାଇ ଦେଇଥାନ୍ତି। ମାତ୍ର ଅଧିକାଂଶ ସ୍ଥାନରେ ଡିଲର ମାନଙ୍କ ଦାଦାଗିରି ର…

କୋଭିଡ କଟକଣାକୁ ଫୁ: ମହାମାରୀ ସମୟରେ ଶହଶହ ଲୋକଙ୍କୁ ନେଇ ଡିଜେ ଡ୍ଯାନ୍ସର ତାଳେ ତାଳେ ଜମିଲା ବିଶ୍ବକର୍ମା ଭସାଣି…

ଜଳେଶ୍ବର: ମହାମାରୀ କୋରାନା ସମୟରେ ଚାଲିଲା ବିଶ୍ବକର୍ମା ଭସାଣି ଉତ୍ସବ। ଶହଶହ ଲୋକଙ୍କୁ ନେଇ ଭିଡ଼ ଜମାଇ ହେଲା ଡିଜେ ଡ୍ଯାନ୍ସ । ନା ଥିଲା ସାମାଜିକ ଦୂରତା , ନା କେହି ଜଣେ ହେଲେ ପିନ୍ଧି ଥିଲେ ମାସ୍କ। ଡିଜେ ଗୀତର ତାଳେ ତାଳେ ଝୁମି ଯାଉଥିଲେ ଅନେକ ସଂଖ୍ୟାରେ ଲୋକ। କରୋନା ମହାମାରୀର ଭୟ…

କୋଭିଡ ନିୟମ ଉଲ୍ଲଙ୍ଘନ କରି ନାଚ ଗୀତରେ ଝୁମିଲେ ହଜାର ହଜାର ଦର୍ଶକ, ସବୁଦେଖି ଚୁପ୍ ପ୍ରଶାସନ

ବାଲେଶ୍ୱର: ମହାମାରୀ କରୋନା ସମୟରେ ସାମାଜିକ ଦୂରତାକୁ ଭାଙ୍ଗି ଚାଲିଲା ଡ୍ୟାନ୍ସ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ନିମାତପୁର ହାଟରେ ଦେଖିବାକୁ ମିଳିଥିଲା ଏହି ଘଟଣା । କୋଭିଡ ନିୟମ ଉଲଘଂନ କରି ନାଚ ଗୀତର ପ୍ରୋଗ୍ରାମ ଆୟୋଜନ ହୋଇଥିଲା । ସାମାଜିକ ଦୂରତା ଉଲ୍ଲଙ୍ଘନ କରିବା ସହିତ…

ଜଳେଶ୍ୱର ଆଇଆଇସି ସସ୍‌ପେଣ୍ଡ, ଡ୍ରଗ୍ସ ମାଫିଆ ସହ କଥା ହେଉଥିବାର ଅଡିଓ ଭାଇରାଲ ହେବାପରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କଲେ…

ଜଳେଶ୍ୱର: ଜଳେଶ୍ୱର ଆଇଆଇସି ସସ୍‌ପେଣ୍ଡ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁ ନିଲମ୍ବିତ । ଏନେଇ ଟ୍ଵିଟ୍‌ ଯୋଗେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ଜଣେ ଡ୍ରଗ୍ସ ମାଫିଆ ସହ ଧନେଶ୍ୱରଙ୍କ କର୍ଥାବାର୍ତ୍ତାର ଅଡିଓ ଭାଇରାଲ ହୋଇଥିଲା । ଅଭିଯୋଗ ପରେ ଆଇଆଇସିଙ୍କୁ ପୋଲିସ…

ପ୍ରେମ ପାଇଁ ଦିଲ୍ଲୀରୁ ପଲ୍ଲିରେ ପହଁଚିଲେ ପ୍ରେମିକା: ଲଭ୍, ସେକ୍ସ ଓ ଧୋକାର ଆଉ ଏକ ନଗ୍ନ ଚିତ୍ର

ଜଳେଶ୍ବର: ପ୍ରେମ ପାଇଁ ଦିଲ୍ଲୀରୁ ପଲ୍ଲିରେ ପହଁଚିଲା ପ୍ରେମିକା । ନିଜ ପ୍ରେମିକକୁ ଖୋଜିଖୋଜି ଦିଲ୍ଲୀ ରୁ ଓଡିଶା ପହଞ୍ଚିଲେ ପ୍ରେମିକା ଜଣକ, ଭଲପାଇ ବା ପରେ ଶାରିରୀକ ସମ୍ପର୍କ ରଖି ବିବାହ ର ପ୍ରତିଶୃତି ଦେଇ ଠକି ଦେଲା ପ୍ରେମିକ। ଦିଲ୍ଲୀରୁ ଓଡିଶା ଆସି ନ୍ୟାୟ ପାଇଁ ପ୍ରେମିକର ଘର ଆଗରେ…