jaleswar sarapancha

୬୮ ବର୍ଷ ବୟସରେ ବି ନିଜକୁ କୋଭିଡ ଯୋଦ୍ଧା ଭାବେ ପ୍ରମାଣ କଲେ ସରପଞ୍ଚ, ବର୍ତ୍ତମାନ କ୍ୱାରେଣ୍ଟାଇନ ସେଣ୍ଟରରୁ ସାଉଁଟୁଛନ୍ତି ପ୍ରଶଂସା

ଜଳେଶ୍ବର (କେନ୍ୟୁଜ୍‌) : ନିକଟରେ ଜଣେ ସରପଞ୍ଚ କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିବା ପ୍ରବାସୀମାନଙ୍କୁ ଏମିତି ଚର୍ଚ୍ଚା କରିଥିଲେ ଯେ ରାତାରାତି ସେ ସମସ୍ତଙ୍କର ପ୍ରିୟପାତ୍ର ପାଲଟିଯାଇଥିଲେ ।…

4 years ago