Browsing Tag

jaleswar

ବାଲେଶ୍ଵର: କିଭଳିଆ ଲାଞ୍ଚଖିଆ ମୁଣ୍ଡ? ଫାଇନ ମାଗିଲେ ନଦେବାରୁ ଅଣ୍ଡା ପେଟି ଟେକି ନେଲେ ପୋଲିସ ବାବୁ

ଜଳେଶ୍ବର(କେନ୍ୟୁଜ୍): ସଟଡାଉନରେ ଦୋକାନ ଖୋଲିବା ଅଭିଯୋଗରେ କୁକୁଡା ବ୍ଯବସାୟୀଙ୍କ ଠାରୁ ଫାଇନ ଆଦାୟ କରିବା ବଦଳରେ  ଅଣ୍ଡା ପେଟି ଉଠାଇ ନେଲା ପୋଲିସ। ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ପୋଲିସ ଗାଡିକୁ ଅଟକ ରଖିଲେ ଲୋକେ। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି…

ବାଲେଶ୍ବର: ପୋଲିସ କରୁଛି ଅନ୍ୟ ଗାଡ଼ି ଚେକିଂ କିନ୍ତୁ ନିଜ ଗାଡ଼ିର ନାହିଁ ଲାଇସେନ୍ସ କି ପଲ୍ୟୁସନ୍, ଲୋକେ ମାଗିଲେ କୈଫତ୍

ଜଳେଶ୍ବର(କେନ୍ୟୁଜ୍):  ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର  ଟୋଲ ଗେଟ ବଜାର ନିକଟରେ ପୋଲିସ ଗାଡିକୁ ଅଟକ ରଖିଲେ ସ୍ଥାନୀୟ ଲୋକେ। ଆଜି ଦ୍ୱିପ୍ରହର  ବସ୍ତା ପୋଲିସ ପକ୍ଷରୁ  ଟୋଲ ଗେଟ ନିକଟରେ ମାସ୍କ,ହେଲମେଟ ସହିତ, ଗାଡି କାଗଜ ପତ୍ର ଯାଞ୍ଚ କରା ଯାଉଥିଲା। …

ବାଲେଶ୍ବର: ୯ ବର୍ଷର ଅସହାୟ ଜ୍ୟୋତିଶ୍ରୀଙ୍କୁ ମିଳିଲା ୩ ମାସର ରାସନ ଓ ପାଠ ପଢାର ସମସ୍ତ ଖର୍ଚ୍ଚ

ଜଳେଶ୍ବର(କେନ୍ୟୁଜ୍):  ପୁଣି ଏକ ସଫଳତାର ଫର୍ଦ୍ଦ ଯୋଡି ହୋଇଛି କେନ୍ୟୁଜରେ । ପୁଣି ଜଣେ ଅସହାୟଙ୍କ ନିକଟକୁ ଛୁଟିଛି ସହାୟତାର ସୁଅ। ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ନୟାବାଲି ଗ୍ରାମର ୯ ବର୍ଷର ଅସହାୟ ଝିଅ  ଜ୍ଯୋତିଶ୍ରୀ ପରିଡାଙ୍କ ହୃଦୟବିଦାରକ କାହାଣୀ ଗତକାଲି ପ୍ରଥମେ…

 ସାମାନ୍ଯ ଅସାବଧାନତା ଯୋଗୁଁ ବିଦ୍ଯୁତ ଆଘାତରେ ଚାଲିଗଲା ଯୁବକର ଜୀବନ

ଜଳେଶ୍ବର(କେନ୍ୟୁଜ୍):  ସାମାନ୍ଯ ଅସାବଧାନତା ଯୋଗୁଁ ବିଦ୍ଯୁତ ଆଘାତରେ ଅକାଳରେ ଚାଲିଗଲା ୨୪ ବର୍ଷ ଯୁବକର ଜୀବନ।  ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଚଡବସ୍ତ ଗ୍ରାମରେ ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ବାଲିଆପାଳ ଥାନା ଅନ୍ତର୍ଗତ ଚଡବସ୍ତ ଗ୍ରାମର…

ଜଳେଶ୍ୱର : ଡ୍ରାଇଭର ଓ ହେଲପରଙ୍କୁ ନିଶା ଦେଇ ଟ୍ୟାଙ୍କର ଲୁଟି ନେଲେ ଲୁଟେରା

ଜଳେଶ୍ଵର (କେନ୍ୟୁଜ୍‌) : ବାଲେଶ୍ଵର ଜିଲ୍ଲାରେ ନିଶାଦିଆ ଲୁଟେରାଙ୍କ ରାଜ୍‌ । ଜଳେଶ୍ୱର ସହର ନିକଟ ୬୦ ନମ୍ବର ଜାତୀୟ ରାଜପଥରେ ଡ୍ରାଇଭର ଓ ହେଲ୍ପରଙ୍କୁ ନିଶା ଦେଇ ଏକ ରିଫାଇନାରୀ ତେଲ ଟ୍ୟାଙ୍କର ଲୁଟି ନେଲେ ଦୁର୍ବୃତ୍ତ । ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସମୟରେ ଜଳେଶ୍ଵର ଥାନା…

ବାଲେଶ୍ବର: ବିଲରେ ବାପ ପୁଅ ବାଡ଼ାବାଡ଼ି, ଧାନ କଟାକୁ କେନ୍ଦ୍ର କରି ଭାଉଜକୁ ଗୋଡେଇ ଗୋଡେଇ ପିଟିଲା ଦିଅର

ଜଳେଶ୍ବର(କେନ୍ୟୁଜ୍):  ଧାନ କଟାକୁ କେନ୍ଦ୍ର କରି ନିଜ ବଡ ପୁଅକୁ କଟୁରୀରେ ମରଣାନ୍ତକ ଆକ୍ରମଣ କରି ରଶିରେ ବାନ୍ଧିଲା ବାପା।  ଧାନ ବିଲରେ ଭାଉଜକୁ ଗୋଡେଇ ଗୋଡେଇ ପିଟିଲା ଦିଅର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା  କମର୍ଦ୍ଦା ଥାନା ଅନ୍ତର୍ଗତ କଣ୍ଟାଳିଆ ଗ୍ରାମରେ।…

ଜଳେଶ୍ଵରର ଦିବ୍ୟଜ୍ୟୋତି, ମାତ୍ର ୧୩ ବର୍ଷ ବୟସରେ ହାସଲ କରିପାରିଛନ୍ତି ଦୁଇ ଶହରୁ ଅଧିକ ଟ୍ରଫି

ଜଳେଶ୍ଵର: ବଣମଲ୍ଲୀ ବଣରେ ଫୁଟି ମଉଳିଯିବା ପୂର୍ବରୁ ବେଳେ ବେଳେ ତାର ମହକ ଲୋକମାନଙ୍କୁ ଆକର୍ଷିତ କରିଥାଏ । ଆମେ ଏଠି କୌଣସି ସତ ସତିକା ବଣମଲ୍ଲୀ କଥା କହୁନୁ , ଆମେ କହୁଛି ଜଳେଶ୍ଵର ବ୍ଲକ ଅନ୍ତର୍ଗତ ରାଇବଣିଆ ଅଞ୍ଚଳର ଦିବ୍ୟଜ୍ୟୋତିଙ୍କ କଥା। ତାଙ୍କ ନାଟି ଯେମିତି , କାମ ମଧ୍ୟ ସେମିତି।…

ଝାଉଁ ଜଙ୍ଗଲରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ଜଳେଶ୍ୱର(କେ.ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଶିଖରପୁର ଅଞ୍ଚଳରେ ଝାଉଁ ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟପଟେ ହତ୍ୟା ଅଭିଯୋଗ ଆଣି ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମହିଳାଙ୍କ ବାପ ଘର ଲୋକେ। ମହିଳାଙ୍କ ଘର ଚକହରି ଗାଁରେ ବୋଲି ଜଣାପଡିଛି।…

ଜଳେଶ୍ୱର ପାଲଟିଛି ବ୍ରାଉନ୍‌ ସୁଗାର କାରବାରର ପେଣ୍ଠସ୍ଥଳୀ, ଜାଣନ୍ତୁ କେମିତି ଖୁଲାମ୍ଖୁଲା ଚାଲିଛି ବେପାର

ଧଳା ଜହର। ଆସୁଛି କେଉଁଠୁ, ଯାଉଛି କୁଆଡ଼େ ? କିଲୋ କିଲୋ ଜବତ ପରେ ପୁଣି ଅନେକ ଗିରଫଦାରୀ ପରେ ବି ଥମୁନି କାହିଁକି ? ଏଇ ଧଳା ଜହର ବ୍ରାଉନ୍‌ ସୁଗାର କାରବାରର ଭୂସ୍ୱର୍ଗ କାହିଁକି ପାଲଟିଛି ବାଲେଶ୍ୱରର କିଛି ଅଞ୍ଚଳ ? ବାଂଲାଦେଶରୁ ପଶ୍ଚିମବଙ୍ଗ ଦେଇ ଚାଲାଣ ହେଉଛି ଆଉ ପହଞ୍ଚୁଛି ଓଡ଼ିଶାରେ ।…

ହଜିଗଲା ମାନବିକତା: ସାମାନ୍ୟ ଟିକେ ଜାଗା ପାଇଁ ନିଜ ଭାଇବୋହୁକୁ ନିର୍ଦ୍ଧୁମ ମାଡ ମାରିଲା ଦେଢଶୁର

ଜଳେଶ୍ୱର : ହଜିଗଲା ମାନବିକତା । ସାମାନ୍ୟ ଟିକେ ଜାଗା ପାଇଁ ନିଜ ଭାଇବୋହୁକୁ ନିର୍ଦ୍ଧୁମ ମାଡ ମାରିଲା ଦେଢଶୁର । ଘରଡିହରେ ବାଡ ବସାଇବାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ । ବାଲେଶ୍ୱର ଜଳେଶ୍ୱର ଥାନା ଗଡସାହି ବାଲିଆପାଳରେ ଅଭାବନୀୟ ଘଟଣା । ଘର ଢିହରେ ବାଡ ବସାଇବାକୁ ନେଇ ଦେଢଶୁର ଓ…

ହତ୍ଯା କରିବାକୁ ଆସି ବିଫଳ ହେବା ପରେ ଦୁର୍ବୃତ୍ତଙ୍କ ଉପଦ୍ରବ: କାର୍ ଓ କଣ୍ଟେନରରେ ନିଆଁ ଲଗାଇବା ସହ ଲୁଟି ନେଲେ…

ଜଳେଶ୍ବର: ହତ୍ଯା କରିବାକୁ ଆସି ବିଫଳ ହେବା ପରେ ଗାଡି ଉପରେ ରାଗ ଶୁଝାଇଲେ। ଗୋଟିଏ କାର ଏବଂ କଣ୍ଟେନରକୁ ନିଆଁ  ଲଗାଇ ଜାଳିଦେବା ସହ ଦେଢଲକ୍ଷ ଟଙ୍କାର ଜିନିଷ ଲୁଟିନେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆ ଗ୍ରାମରେ। ସୂଚନା ଅନୁଯାୟୀ,…

ବିବାହିତାଙ୍କ ସନ୍ଦେହଜନକ ମୃତ୍ଯୁ, ହତ୍ଯା ଅଭିଯୋଗ ଆଣିଲେ ମହିଳାଙ୍କ ପରିବାର ଲୋକେ

ଜଳେଶ୍ୱର(କେ.ନ୍ୟୁଜ): ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ଯୁ। ଅନ୍ୟପଟେ ଝିଅ ମରିନାହିଁ ବରଂ ତାକୁ ହତ୍ଯା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ମହିଳାଙ୍କ ବାପଘର ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବାୟା ଗ୍ରାମରେ। ଗାଁର ଜୟନ୍ତ ପାଣିଗ୍ରାହୀଙ୍କ…