ଜାଣନ୍ତି କି , ଫାଶୀ ଦେବା ପୂର୍ବରୁ ଅପରାଧୀଙ୍କ କାନରେ କଣ କହିଥାନ୍ତି ଘାତକ ?
ବଲିଉଡ୍ ଫିଲ୍ମ ଦେଖିବା ପରେ ଆମ ସମସ୍ତଙ୍କ ମୁଣ୍ଡରେ ଘାତକଙ୍କ ପ୍ରତି ଏକ ଅଲଗା ଛବି ବନିସାରିଛି । କଳା କପଡା, ମଥାରେ କଳା ଟିକା ଏବଂ ପହଲବାନ୍ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତି । ଆମ ମୁଣ୍ଡରେ ଥିବା ଏହି ଛବି ହିସାବରେ ଘାତକ ଜଣେ ନିଷ୍ଠୁର, ନୃଶଂସ ତଥା ରାଗି ବ୍ୟକ୍ତି ହୋଇଥିବେ । ହେଲେ ଯଦି…