Browsing Tag

jalore

ରାଜସ୍ଥାନ: ରାସ୍ତାରେ ଯାଉଥିବା ବେଳେ ବିଦ୍ଯୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ବସ୍, ୬ ମୃତ ଓ ୧୭ ଗୁରୁତର

ରାଜସ୍ଥାନ : ରାଜସ୍ଥାନ ଜୋଲୋର ଜିଲ୍ଲା ମହେଶପୁର ନିକଟରେ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏକ ବସରେ ବିଦ୍ଯୁତ୍ ତାର ଲାଗି ନିଆଁରେ ପୋଡ଼ି ହୋଇ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।…