ସାମ୍ନାକୁ ଆସିଲା ଜାମିଆ ହିଂସା ବେଳେ ପୋଲିସର ବର୍ବରତାର ଭିଡିଓ, ଦେଖନ୍ତୁ କେମିତି ଛାତ୍ରଙ୍କୁ ଗୋରୁଗାଈ ଭଳି ପିଟୁଛି…
ଦିଲ୍ଲୀସ୍ଥିତ ଜାମିଆ ମିଲ୍ଲିୟା ଇସ୍ଲାମିଆରେ ଗତ ବର୍ଷ ଡିସେମ୍ବର ୧୫ ତାରିଖରେ ଦିଲ୍ଲୀ ପୋଲିସ ଲାଇବ୍ରେରୀରେ ପଶି ଛାତ୍ରଙ୍କୁ ଅତି ଅମାନୁଷିକ ଭାବେ ପିଟିଥିବା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ଘଟଣାର ଦୁଇ ମାସ ପରେ ସିସିଟିଭି ଫୁଟେଜ୍ ଭାଇରାଲ ହୋଇଛି। ଏହି ସିସି ଟିଭି ଫୁଟେଜ୍…