Browsing Tag

jammu

ଜମ୍ମୁ-ଶ୍ରୀନଗର ରାଜରାସ୍ତାରେ ଭୟଙ୍କର ଦୁର୍ଘଟଣାରେ ୧୦ ମୃତ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଜମ୍ମୁ କାଶ୍ମୀରରୁ ଏକ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଜମ୍ମୁରୁ ଶ୍ରୀନଗର ଯାଉଥିବା ଏକ ଯାତ୍ରୀବାହୀ କ୍ୟାବ (ଏସୟୁଭି) ରାମବନ ଜିଲ୍ଲାର ବ୍ୟାଟେରୀ ଚଶମା ନିକଟ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଥିବା ଏକ ଗଭୀର ଖାଲରେ ପଡ଼ିଯାଇଛି । ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି ।…

ଖୁସି ଖବର ! ଭୁବନେଶ୍ବରରୁ ସୁରତ, ଡେରାଡୁନ, ଚଣ୍ଡୀଗଡ଼ ଓ ଜମ୍ମୁକୁ ଖୁବ୍‌ଶୀଘ୍ର ଉଡ଼ିବ ବିମାନ

ଭୁବନେଶ୍ୱର (କେନ୍ୟୁଜ): ଖୁବ୍‌ଶୀଘ୍ର ଭୁବନେଶ୍ବରରୁ ଅନ୍ୟ ସହରକୁ ଉଡ଼ିବ ବିମାନ । ସୁରତ, ଡେରାଡୁନ, ଚଣ୍ଡୀଗଡ଼ ଓ ଜମ୍ମୁକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ୱରରୁ ଏସବୁ ସହରକୁ ଖୁବଶୀଘ୍ର ଉଡ଼ିପାରେ ବିମାନ। ସେପଟେ ପ୍ରକ୍ରିୟା ଆରମ୍ଭ ହୋଇଛି, ସୁରତ ପାଇଁ ସ୍ଲଟ୍‌ ଦେବାକୁ ଏୟାର…

ଜମ୍ମୁ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଦିଆଯିବ ୨-୨ ଲକ୍ଷ ଟଙ୍କା, ଗଭୀର ଦୁଃଖ ପ୍ରକାଶ କଲେ ନୀତୀଶ…

ଜମ୍ମୁରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ଘଟିଛି। ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ବସ୍ ଖାଇକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ବିହାରର ୧୦ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଯାତ୍ରୀବାହୀ ବସ୍‌ଟି ଅମୃତସରରୁ କଟରା ଅଭିମୁଖେ ଯାଉଥିବା…

ଜମ୍ମୁ ନରଓ୍ଵାଲ ଅଂଚଳରେ ଧାରାବାହିକ ବିସ୍ଫୋରଣ, ବିସ୍ଫୋରଣରେ ହୋଇଥିଲା ଗାଡ଼ିର ବ୍ୟବହାର , ୭ ଗୁରୁତର

ଜମ୍ମୁ : ଜମ୍ମୁ-କଶ୍ମୀରର ଜମ୍ମୁ ସହର ନରଓ୍ଵାଲ ଅଂଚଳରେ ଧାରାବାହିକ ଭାବେ ଦୁଇଟି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୭ ଜଣ ଲୋକ ଗୁରୁତର ହୋଇଥିବା ଜଣାଯାଇଛି । ସବୁ ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣର ତୁରନ୍ତ ପରେ ଜମ୍ମୁ କଶ୍ମୀର ପୋଲିସ ଓ ଅନ୍ୟ…

ଜମ୍ମୁର ଉଦମପୁରରେ ଓଲଟିଲା ବସ୍‌: ୨୫ ଆହତ, କିଛି ଗୁରୁତର

ଜମ୍ମୁର ଡୋଡା ଜିଲ୍ଲାରୁ ଆସୁଥିବା ଏକ ବସ୍ ଉଦମପୁରର ବଟ୍ଟଲ ବଲିଆ ଅଞ୍ଚଳରେ ଓଲଟି ପଡିଛି । ଫଳରେ୨୫ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରୁ କେତେକଙ୍କୁ ଉଦାମପୁରର ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଅନ୍ୟ ୬ ଜଣଙ୍କୁ ଜମ୍ମୁ ସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି…

କିଛି ଦିନର ଶାନ୍ତ ପରେ ପୁଣି ଅଶାନ୍ତ ହେଲା ଜମ୍ମୁ, ଏୟାରପୋର୍ଟର ଟେକ୍ନିକାଲ ଏରିଆରେ ବିସ୍ଫୋରଣ

କେନ୍ୟୁଜ୍(ବ୍ୟୁରୋ):  ଜମ୍ମୁରେ ବିସ୍ଫୋରଣ। ଜମ୍ମୁ ଏୟାରପୋର୍ଟର ଟେକ୍ନିକାଲରେ ଏରିଆରେ ବୋମା ବିସ୍ଫୋରଣ। ଘଟଣା ସ୍ଥଳରେ ପୋଲିସ, ବୋମା ନିଷ୍କ୍ରିୟକାରୀ ଦଳ ଓ ଫୋରୋନ୍ସିକ ଟିମ୍‌ ଉପସ୍ଥିତ ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ହୋଇଛି ବିସ୍ଫୋରଣ। ରାତି ପ୍ରାୟ ୧ଟା ୪୦ ମିନିଟରେ ବିସ୍ଫୋରଣ…

ଭିକ୍ଷା ମାଗି ପେଟ ପୋଷୁଥିବା ବୃଦ୍ଧାଙ୍କ ଘରୁ ମିଳିଲା ଲକ୍ଷାଧିକ ଟଙ୍କା, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଜମ୍ମୁ କାଶ୍ମୀରର ଏକ ଏମିତି ଖବର ସାମ୍ନାକୁ ଆସିଛି । ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭିକ ମାଗି ଚଳୁଥବା ଏକ ବୃଦ୍ଧାଙ୍କ ଚାଳ ଘରୁ ଲକ୍ଷ ଲକ୍ଷ ଟଙ୍କା ଜବତ ହୋଇଛି । ରାସ୍ତା କଡ଼ରେ ରହୁଥିବା ଏହି ବୃଦ୍ଧା ପାଖାପାଖି ୩୦ ବର୍ଷ ହେବ ଭିକ ମାଗି ଚଳୁଥିଲେ । ସରକାରଙ୍କ ପକ୍ଷରୁ ଯେବେ…

ଧରା ପଡ଼ିଲା ଶତ୍ରୁର ଚାଲ୍‌, ଜମ୍ମୁ କଶ୍ମୀର ସୀମାରେ ଠାବ ହେଲା ୪୦ ମିଟର ଲମ୍ବର ସୁଡ଼ଙ୍ଗ

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀର ସ୍ଥିତ ସାମ୍ବା ସେକ୍ଟର ନିକଟ ଅନ୍ତର୍ଜାତୀୟ ସମୀରେ ବିଏସ୍‌ଏଫ୍‌ ଠାବ କରିଛି ଏକ ଦୀର୍ଘତମ ସୁଡ଼ଙ୍ଗ । ସନ୍ଦେହ କରାଯାଉଛି କି ଗତ ଗୁରୁବାର ଦିନ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀର ଚାରିଜଣ ସଦସ୍ୟ ଏହି ସୁଡ଼ଙ୍ଗ ଦେଇ ଭାରତରେ ପ୍ରବେଶ କରିଥିଲେ । ସେମାନେ ଏକ…