Odisha News
Browsing Tag

Jammu and Kashmir

ଆଜିଠାରୁ ରାଜ୍ୟର ମାନ୍ୟତା ହରାଇଲା ଜମ୍ମୁ କଶ୍ମୀର, ଲଦାଖର ଲେପ୍ଟେନାଣ୍ଟ ଗଭର୍ଣ୍ଣର ଭାବେ ଶପଥ ଗ୍ରହଣ କଲେ ଆର.କେ…

ଜମ୍ମୁ କଶ୍ମୀର: ଆଜିଠାରୁ ରାଜ୍ୟର ମାନ୍ୟତା ହରାଇଲା ଜମ୍ମୁ କଶ୍ମୀର । ରାଜ୍ୟ ବିଭାଜନ ହୋଇ ଅଂଚଳ ଜମ୍ମୁ କଶ୍ମୀର ଏବଂ ଲଦାଖ ଦୁଇଟି ନୂଆ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି । ଗିରୀଶ ଚନ୍ଦ୍ର ମୁର୍ମୁ ହେବେ ଜମ୍ମୁ କଶ୍ମୀରର ଲେପ୍ଟେନାଣ୍ଟ ଗଭର୍ଣ୍ଣର । ସେହିପରି ଆର.କେ ମାଥୁର ହେବେ ଲଦାଖ…

ଆସନ୍ତା ୧୦ତାରିଖରୁ ବିନା ଦ୍ବନ୍ଦରେ ଜମ୍ମୁ କଶ୍ମୀରକୁ ଯାଇପାରିବେ ପର୍ଯ୍ୟଟକମାନେ, ରାଜ୍ୟ ପ୍ରଶାସନ ପ୍ରତ୍ୟାହାର କଲା…

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ସ୍ୱାଭାବିକ ହେଉଥିବାର ଲକ୍ଷ୍ୟ କରି ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଆଗରୁ ରାଜ୍ୟ ପ୍ରଶାସନ ଘାଟିରୁ ବାହାରିଯିବା ପାଇଁ ଜାରି କରିଥିବା ପରାମର୍ଶ ଉଠାଇ ଦେଇଛନ୍ତି । ପ୍ରାୟ ୨ ମାସ ପରେ ଏହି କଟକଣାକୁ ରାଜ୍ୟ ପ୍ରଶାସନ ପ୍ରତ୍ୟାହାର କରିଥିବା…

ଜମ୍ମୁ କଶ୍ମୀରରେ ସ୍ୱାଭାବିକ ହୋଇଛି ଜୀବନଯାତ୍ରା, ଲୋକଙ୍କୁ ମିଳିଲା ଟେଲିଫୋନ୍‌ ସେବା

ଜାମ୍ମୁ-କାଶ୍ମୀର ଡୋଡାରେ ସ୍ୱାଭାବିକ ହୋଇଛି ଟେଲିଫୋନ୍‌ ସେବା। ଆଜି ଲୋକଙ୍କ ହାତରେ ମୋବାଇଲ ଫୋନ୍‌ ଥିବା ଦେଖିବାକୁ ମିଳିଛି। ଟେଲିଫୋନ୍‌ ସେବା ସ୍ୱାଭାବିକ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଜୀବନଯାତ୍ରା ମଧ୍ୟ ସ୍ୱାଭାବିକ ହୋଇଛି। ଦୋକାନ ବଜାର ଖୋଲିଥିବା ବେଳେ…

ଧାରା ୩୭୦ ଉଚ୍ଛେଦ ହେବା ପରେ ନୂଆ କଶ୍ମୀରରେ ପାଳନ ହେଉଛି ପ୍ରଥମ ସ୍ୱାଧୀନତା ଦିବସ

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଆଜି ପ୍ରଥମ ସ୍ୱାଧୀନତା ଦିବସ ପାଳନ ହୋଇଛି। ୭୩ତମ ସ୍ୱାଧୀନତା ଦିବସକୁ କଶ୍ମୀରବାସୀ ବେଶ ଆନନ୍ଦର ସହିତ ପାଳନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଶେର-ଇ-କଶ୍ମୀର ଷ୍ଟାଡିୟମରେ ପତାକା ଉତ୍ତୋଳନ କରିଥିଲେ। ପତାକା…

କଶ୍ମୀରକୁ ନେଇ ମୋଦି ସରକାରଙ୍କର ‘ପ୍ଲାନ୍-ବି’ ପ୍ରସ୍ତୁତ, କ’ଣ ରହିଛି ଏଥିରେ ଜାଣନ୍ତୁ

ଜମ୍ମୁ-କଶ୍ମୀରରେ ଧାରା ୩୭୦ ହଟିବା ପରେ କ’ଣ କ’ଣ ହେବ, ଏହିଭଳି ଅନେକ ପ୍ରଶ୍ନ ସଭିଁଙ୍କ ମନରେ ରହିଥିବ। କିନ୍ତୁ ଅନୁଭବ ହେଉଛି କି ମୋଦି ସରକାର ବହୁତ ପୂର୍ବରୁ ହିଁ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇବା ପାଇଁ ପ୍ଲାନ୍ ପ୍ରସ୍ତୁତ କରିନେଇଥିଲେ। ଏବେ ଯେତେବେଳେ କଡ଼ା ସୁରକ୍ଷା ମଧ୍ୟରେ ଧାରା…

ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବଂ ଓମାର ଅବଦୁଲ୍ଲା ଗିରଫ

ଜମ୍ମୁ କଶ୍ମୀରରୁ ଆଜି ୩୭୦ ଧାରା ଉଚ୍ଛେଦ ପରେ ପୂରା ଆକସନ୍‌ରେ ଅଛନ୍ତି କେନ୍ଦ୍ର ସରକାର । ଏହାକୁ ବିରୋଧ କରୁଥିବା ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବଂ ଓମାର ଅବଦୁଲ୍ଲାଙ୍କୁ ଗିରଫ କରାଯାଇଛି । ପିଡିପି ନେତା ମେହବୁବା ଏବଂ ନେସନାଲ କନଫରେନ୍ସ ନେତା ଅବଦୁଲ୍ଲାଙ୍କୁ ଗତ ରବିବାର…

ଉଚ୍ଛେଦ ହେଲା ‘ଧାରା ୩୭୦’: ଏବେ ଆପଣ ବି କଶ୍ମୀରରେ କିଣିପାରିବେ ସମ୍ପତ୍ତି

ଜମ୍ମୁ-କଶ୍ମୀରରେ ଧାରା ୩୭୦ ଏବଂ ୩୫ଏ ହଟାଇବା ପାଇଁ ରାଷ୍ଟ୍ରପତିଙ୍କ ତରଫରୁ ଅଧିସୂଚନା ଜାରି ହୋଇଯାଇଛି। ଏହି ଅନୁଚ୍ଛେଦ ସମାପ୍ତ ହେବା ପରେ ଏବେ କୌଣସି ବି ଭାରତୀୟ, ଜମ୍ମୁ-କଶ୍ମୀର ଏବଂ ଲଦାଖରେ ସମ୍ପତ୍ତି କିଣି ପାରିବେ। ଏହାସହିତ ଯେ କେହି ସାଧାରଣ ନାଗରିକ ରାଜ୍ୟ ସରକାରଙ୍କ ବିଭିନ୍ନ…

ପୁଣି ଜାମ୍ମୁ ଓ କାଶ୍ମୀରରେ ଆତଙ୍କୀ ଆକ୍ରମଣ, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ମୃତ

ଜାମ୍ମୁ ଓ କାଶ୍ମୀରରେ ଆତଙ୍କୀ ହମଲା। ସୋପିଆନର କିଗମ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏହି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀମାନେ ଆକ୍ରମଣ କରିଥିଲେ। ସଂପୃକ୍ତ ଅଞ୍ଚଳରେ ଆହୁରି ଆତଙ୍କବାଦୀ ଲୁଚି ରହିଥିବା…

ଜମ୍ମୁ-କାଶ୍ମୀର ସୋପିୟାନ୍ କେଲ୍ଲୋର ଅଞ୍ଚଳରେ ଏନକାଉଣ୍ଟର, ତିନି ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର। ସୋପିୟାନ୍ କେଲ୍ଲୋର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କବାଦୀ ସଫା। ଆଉ ୪ରୁ ୬ଜଣ ଲୁଚି ରହିଥିବା ଆଶଙ୍କା ରହିଛି। ଏହି ଅଞ୍ଚଳରେ ଆତଙ୍କବାଦୀ ଥିବା ଖବର ପାଇ ସେନା, ପୋଲିସ ଓ ସିଆରପିଏଫ୍ ପକ୍ଷରୁ ମିଳିତ ଅପରେସନ୍…

୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କାଶ୍ମୀର ୪ଟି ସ୍ଥାନରେ ଏନକାଉଣ୍ଟର, ୪ ଆତଙ୍କବାଦୀ ନିହତ

୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କାଶ୍ମୀରର ୪ଟି ସ୍ଥାନରେ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଟପ୍ ଲସ୍କର କମାଣ୍ଡର ଅଲୀ ସମେତ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏବେ ସୋପିଆନ୍ ଜିଲ୍ଲାର ଇମାମ ସାହେବରେ ଏନ୍କାଉଣ୍ଟର ଚାଲିଛି । ୨-୩ରୁ ଜଣ ଆତଙ୍କବାଦୀ ଏକ…

ଜମ୍ମୁ-କାଶ୍ମୀରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ : ୨ ଜବାନ ଆହତ

ଜମ୍ମୁ-କାଶ୍ମୀର ଶୋପିୟା ସେକ୍ଟରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟ ହୋଇଛି। ଏଥିରେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି। କୁମଦଲାନରେ ୨ରୁ ୩ ଜଣ ଆତଙ୍କବଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଏହି ଖବର ମିଳିବା ପରେ ସେନା ପକ୍ଷରୁ ପୂରା ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ଏହି ଅଞ୍ଚଳରେ…

ଘାଟିରେ ପୁଣି ଆତଙ୍କବାଦୀଙ୍କ ବର୍ବରତା : ଯବାନଙ୍କୁ ପ୍ରଥମେ ଅପହରଣ, ତା’ପରେ ଭିଡିଓଗ୍ରାଫି ଓ ପରେ ହତ୍ୟା

ଶ୍ରୀନଗର : ଘାଟିରେ ପୁଣି ଆତଙ୍କବାଦୀଙ୍କ ବର୍ବରତା । ଜଣେ ଯବାନଙ୍କୁ ପ୍ରଥମେ ଅପହରଣ, ତା'ପରେ ଭିଡିଓଗ୍ରାଫି ଓ ପରେ ହତ୍ୟା କରିଛନ୍ତି । ଜମ୍ମୁ କାଶ୍ମୀର ସୋପିଆନ୍‌ ଅଞ୍ଚଳରୁ ଆତଙ୍କବାଦୀମାନେ ଅପହରଣ କରି ନେଇଥିବା କନଷ୍ଟେବଳ ଜାଭିଦ ଅହମ୍ମଦ ଦାରଙ୍କ ମୃତଦେହ ଉଦ୍ଧାର କରାଯାଇଛି । କୁଲଗାମ୍‌…