Odisha News
.
Browsing Tag

jammu and kasmir

ଜମ୍ମୁ କାଶ୍ମୀର : ଏନଏଚ୍ ଉପରେ କାରରେ ହେଲା ବିସ୍ଫୋରଣ, ପାଖରେ ଯାଉଥିଲା ସିଆରପିଏଫ ଯବାନଙ୍କ ଦଳ

ଜମ୍ମୁ- କାଶ୍ମୀର ଶ୍ରୀନଗର ବାନିହାଲ ସ୍ଥିତ ନ୍ୟାସନାଲ ହାଇୱେରେ ଥିବା ଏକ ସେଣ୍ଟ୍ରୋ କାର ମଧ୍ୟରେ ବିସ୍ଫୋରଣ ସ୍ଥାନୀୟ ଲୋକଙ୍କ ମନରେ ଭୟ ଭରିଦେଇଛି। ସେହି ସମୟରେ କାର ପାଖରେ ସିଆରପିଏଫ ଯବାନଙ୍କ ଏକ  କନଭଏ ଯାଉଥିଲା ।ତେବେ ଏହି ବିସ୍ଫୋରଣରେ କାହାର କିଛି କ୍ଷତି ଘଟିନଥିବା ଜଣାପଡିଛି।…

ଜମ୍ମୁ କଶ୍ମୀରରେ ପୁଣି ଏନ୍‌କାଉଣ୍ଟର : ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୨ ଆତଙ୍କୀ,ଜଣେ ସେନା କମର୍ଚାରୀ ସହିଦ

 ଶୀ୍ରନଗର : ଜମ୍ମୁ କାଶ୍ମୀରରେ ପୁଣି ଏନ୍‌କାଉଣ୍ଟର । ବାନ୍ଦିପୋରା ଜିଲ୍ଲାରେ ସେନା ଗୁଳିରେ ଟଳିଲେ ୨ ଆତଙ୍କବାଦୀ । ଗୁଳି ବିନିମୟରେ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ବାନ୍ଦିପୋରା ପନାର୍‌ ଜିଲ୍ଲା ଜଙ୍ଗଲରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଜଏଣ୍ଟ ଅପେରସନ୍‌ ଆରମ୍ଭ ହୋଇଥିଲା ।…