Odisha News
Browsing Tag

jammu kashmir

କଶ୍ମୀରରେ ଟେଲିଫୋନ ସେବା ସ୍ୱଭାବିକ, ଉପଲବ୍ଧ ହେଲା ୨ଜି ମୋବାଇଲ ସେବା

କଶ୍ମୀର(କେନ୍ୟୁଜ୍): କଶ୍ମୀରରେ ସ୍ୱଭାବିକ ହେଲା ଟେଲିଫୋନ ସେବା। ଗତକାଲି ଲ୍ୟାଣ୍ଡଲାଇନ ସେବା ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ୨ଜି ମୋବାଇଲ ଫୋନ ସେବା ଉପଲବ୍ଧ ହୋଇଛି। ତେବେ ଇଣ୍ଟରନେଟ ସେବାକୁ ଅଚଳ ରଖାଯାଇଛି। ଶ୍ରୀନଗରର ରାଜବାଗ ଅଞ୍ଚଳରୁ ଏହି ସେବାକୁ ସ୍ୱାଭାବିକ କରାଯାଇଛି। ଏହା ସହ…

ନୂଆ କାଶ୍ମୀରରେ ଉଡ଼ିଲା ତ୍ରିରଙ୍ଗା, ଲଦାଖରେ ପତାକା ଉତ୍ତୋଳନ ବେଳେ ନାଚିଲେ ସାଂସଦ

ନୂଆ କାଶ୍ମୀରରେ ଉଡ଼ିଲା ତ୍ରିରଙ୍ଗା। ୩୭୦ ଧାରା ହଟିବା ପରେ ଜମ୍ମୁ-କାଶ୍ମୀରରେ ପ୍ରଥମ ଥର ପାଇଁ ପାଳିତ ହୋଇଛି ସ୍ୱାଧୀନତା ଦିବସ। କଡ଼ା ସୁରକ୍ଷା ବଳୟ ଭିତରେ ଥିବା ଉପତ୍ୟକାକୁ ମିଳିଛି ନୂଆ ଅନୁଭୂତି। ଶ୍ରୀନଗରରେ ଜାତୀୟ ପତାକା ଉତ୍ତୋଳନ କରି ସମ୍ବୋଧିତ କରିଥିଲେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ।…

ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ବିରୋଧରେ ଆବେଦନର ତତ୍କାଳ ଶୁଣାଣିକୁ ମନା କଲେ ସୁପ୍ରିମ୍‌କୋର୍ଟ, କହିଲେ ମାମଲା…

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ସେଠାରେ ସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇପଡ଼ିଛି । ଖାସ ଏଥିପାଇଁ ଜମ୍ମୁ-କଶ୍ମୀରରୁ ବିଭିନ୍ନ କଟକଣା ହଟାଇବା ଉଚିତ ହେବ ନାହିଁ । ୩୭୦ ଧାରା ଉଚ୍ଛେଦ ବିରୋଧରେ ହୋଇଥିବା ଆବେଦନର ତତ୍କାଳ ଶୁଣାଣି କରିବାକୁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ…

ଜମ୍ମୁ ଓ କଶ୍ମୀରରେ ପୁଞ୍ଜି ନିବେଶ ପାଇଁ ଫିଟିଛି ବାଟ, ଇଣ୍ଡଷ୍ଟ୍ରି ନିର୍ମାଣ କରିବ ରିଲାଏନ୍ସ

ଜମ୍ମୁ ଓ କଶ୍ମୀର ଉପରୁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ପୁଞ୍ଜି ନିବେଶ ପାଇଁ ବାଟ ଫିଟିଛି। ଆଗ୍ରହ ପ୍ରକାଶ କରିଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ। ଜମ୍ମୁ ଓ କଶ୍ମୀର, ଲଦାଖର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନକୁ ସାଦର ଗ୍ରହଣ କରିଥିବା ନେଇ କହିଛନ୍ତି…

ଜମ୍ମୁକଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଲାଗି ରହିଛି ଉତ୍ତେଜନା : ବକ୍ରିଦ୍‌ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଗଳି…

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଲାଗି ରହିଛି ଉତ୍ତେଜନା । ଏହା ଭିତରେ ଆଜି ପାଳିତ ହେଉଛି ବକ୍ରିଦ୍‌ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କଶ୍ମୀରର ଗଳି କନ୍ଦିରେ ଯବାନ ମୁତୟନ ହୋଇଛନ୍ତି । ସବୁଠି ପଇଁତରା ମାରୁଛି ପୋଲିସ । ଯେପରି କୌଣସି ଅପ୍ରୀତିକର…

ଜମ୍ମୁ-କଶ୍ମୀର ମହିଳାଙ୍କୁ ନେଇ ଜୋକ୍‌, ଟ୍ଵିଟରରେ ହରିଆଣା ମୁଖ୍ୟମନ୍ତ୍ରୀ ଓ ରାହୁଲ ଗାନ୍ଧୀ ମୁହାଁମୁହିଁ

ଜମ୍ମୁ- କଶ୍ମୀର ମହିଳାଙ୍କୁ ନେଇ ଜୋକ୍‌, ଏହା ଉପରେ ହରିଆଣା ମୁଖ୍ୟମନ୍ତ୍ରୀ ଓ ରାହୁଲ ଗାନ୍ଧୀ ଟ୍ଵିଟରରେ ମୁହାଁମୁହିଁ। ଜମ୍ମୁ- କଶ୍ମୀରରୁ ୩୭୦ ଧାରା ଉଠିବା ନେଇ ଉତ୍ତର ପ୍ରଦେଶର ଜଣେ ବିଜେପି ବିଧାୟକ କହିଥିଲେ ଦଳର କର୍ମୀମାନେ ଏବେ କଶ୍ମୀରର ସୁନ୍ଦରୀ ଝିଅଙ୍କୁ ବାହା ହୋଇ ପାରିବେ। ଏହି…

ମୁମ୍ବାଇର ୨୬/୧୧ ଆକ୍ରମଣର ରିପିଟ କରିବାକୁ ଚାହୁଁଚନ୍ତି ଆତଙ୍କବାଦୀ, ଗୁଇନ୍ଦା ସୂଚନା ପରେ ସଜାଗ ନୌସେନା

୨୬/୧୧ ଆଟାକ୍‌ର ରିପିଟ୍‌ କରିବାକୁ ଚାହୁଁଛନ୍ତି ଆତଙ୍କବାଦୀ। ୨୦୦୮ ମୁମ୍ବାଇ ଆକ୍ରମଣ ଭଳି ପୁଣି ଏକ ଆକ୍ରମଣ ଯୋଜନା ହେଉଛି। ଅର୍ଥାତ ପାକିସ୍ତାନ ଆଡୁ ସମୁଦ୍ର ପଥ ଦେଇ ଭାରତକୁ ପଶିବାକୁ ଚେଷ୍ଟା କରୁଛନ୍ତି ଆତଙ୍କବାଦୀ। ଏ ନେଇ ମିଳିଛି ଗୁଇନ୍ଦା ସୂଚନା। ସତର୍କ ରହିଛି ନୌସେନା। ପୂର୍ବ ଓ…

ଜମ୍ମୁ-କଶ୍ମୀରରେ ସ୍ୱାଭାବିକ ହେଉଛି ଜୀବନଯାତ୍ରା, ବିଭିନ୍ନ ସ୍ଥାନରେ ଖୋଲିଲାଣି ଦୋକାନ ବଜାର

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ । ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି ଜୀବନଯାତ୍ରା। ବିଭିନ୍ନ ସ୍ଥାନରେ ଦୋକାନ ବଜାର ମଧ୍ୟ ଖୋଲିଲାଣି। ଖୋଳାଯାଇଛି ସମସ୍ତ ସ୍କୁଲ, କଲେଜ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ ଶ୍ରୀନଗର ଯାଇ ବରିଷ୍ଠ ପୋଲିସ…

କଶ୍ମୀର ପ୍ରସଙ୍ଗରେ ଚୀନ୍‌ ଅଯଥା ମନ୍ତବ୍ୟ ଦେବା ବନ୍ଦ କରୁ, ଜୟଶଙ୍କରଙ୍କ ବେଜିଂ ଗସ୍ତ ପୂର୍ବରୁ ପ୍ରତିକ୍ରିୟା ରଖିଲା…

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ଚୀନ୍‌ ଅଯଥା ମନ୍ତବ୍ୟ ଦେବା ବନ୍ଦ କରୁ । ଜମ୍ମୁକଶ୍ମୀର ବିଲ୍‌ ପୁନଃଗଠନ ବିଲ୍‌ ଜରିଆରେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଗଠନ ଭାରତର ଆଭ୍ୟନ୍ତରୀଣ ବ୍ୟାପାର । ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ବେଜିଂ ଗସ୍ତ ପୂର୍ବରୁ ଭାରତର ବିଦେଶ ମନ୍ତ୍ରାଳୟ…

ବଢୁଛି ପାକିସ୍ତାନର ଟେନ୍‌ସନ୍‌, ୩୭୦ ଧାରା ଉଛେଦ ପରେ ଭାରତ ସହ ସଂପର୍କ କଲା ଛିନ୍ନ

୩୭୦ ଧାରା ଉଛେଦ ପରେ ଭାରତ ସହ ସଂପର୍କ ଛିନ୍ନ କଲା ପାକିସ୍ତାନ । ପାକିସ୍ତାନରେ ଅବସ୍ଥାପିତ ଭାରତର ରାଷ୍ଟଦୂତଙ୍କୁ ବହିଷ୍କାର କରିବା ସହ ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ ସଂପର୍କ ଛିନ୍ନ କରିଛି। ଜମ୍ମୁ-କାଶ୍ମୀର ସଂପର୍କିତ ଭାରତର ଘୋଷଣା ପରେ ପାକିସ୍ତାନର ଟେନ୍‌ସନ୍‌ ବଢି ଚାଲିଛି ।…

କାଶ୍ମୀରରେ ଏଭଳି ପରିସ୍ଥିତି ସତ୍ୱେ, ନିଜ ବାଟାଲିୟନ ସହିତ ଏହି ଅନ୍ଦାଜରେ ନଜର ଆସିଲେ ଧୋନୀ

ଜାମ୍ମୁ କାଶ୍ମୀରରେ ଚାଲିଥିବା ଗମ୍ଭୀର ପରିସ୍ଥିତିରେ ମଧ୍ୟ ସେନା ସହିତ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସେଠାରେ ଉପସ୍ଥିତ ରହିଛନ୍ତି। କ୍ରିକେଟରୁ ଦୁଇ ମାସ ସନ୍ନ୍ୟାସ ନେଇ କାଶ୍ମୀରରେ ସେନାବାହିନୀ ସହିତ ଡ୍ୟୁଟି କରୁଛନ୍ତି ଧୋନୀ। ଏଠାରେ ରହିଥିବା ବେଳେ…

ଆଜି ଲୋକସଭାରେ ଜମ୍ମୁ ଓ କଶ୍ମୀର ପୁନର୍ଗଠନ ବିଲ୍‌ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ(କେନ୍ୟୁଜ୍): ଆଜି ଲୋକସଭାରେ ଜମ୍ମୁ ଓ କଶ୍ମୀର ପୁନର୍ଗଠନ ବିଲ୍‌ ଉପରେ ହେବ ଆଲୋଚନା। ଗତକାଲି ଏହି ବିଲ୍‌ ରାଜ୍ୟସଭାରେ ଗୃହୀତ ହୋଇ ସାରିଛି। ଏହି ବିଲ୍‌ ଲାଗୁ ହେଲେ, ଜମ୍ମୁ ଓ କାଶ୍ମୀରକୁ ରାଜ୍ୟ ମାନ୍ୟତାରୁ ହଟାଇ ଦିଆଯିବ। ରାଜ୍ୟକୁ ଦୁଇ ଭାଗ କରି କେନ୍ଦ୍ର ଶାସିତ ଅଂଚଳ…