Browsing Tag

jammu kashmir

ଜମ୍ମୁ କଶ୍ମୀର ଡାଲ ହ୍ରଦରେ ନିଆଁ ଲାଗି ଜଳିଗଲା ହାଉସ ବୋଟ, ୩ ଜଣ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ

ଜମ୍ମୁ କଶ୍ମୀର ଡାଲ ହ୍ରଦରେ ବଡ଼ ଅଘଟଣ। ନିଆଁ ଲାଗି ଜଳିଗଲା ହାଉସ ବୋଟ। ୩ ଜଣ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ। ଆଜି ଭୋରରୁ ଶ୍ରୀନଗର ଡାଲ ହ୍ରଦରେ ୮ଟି ହାଉସ ବୋଟରେ ନିଆଁ ଲାଗି ସଂପୂର୍ଣ୍ଣ ଜଳି ଯାଇଥିଲା। ପାଣି ଭିତରେ ଥିବା ବୋଟ ହୁହୁ ହୋଇ ଜଳି ଯାଇଥିଲା। ଏଥିରେ ୩ ଜଣ ବାଂଲାଦେଶୀ…

ପୁଲୱାମା: ୟୁପିର ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ମାରିଲେ ଆତଙ୍କବାଦୀ

ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀମାନେ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରିଛନ୍ତି। ଏହି ଘଟଣା ସୋମବାର ପୁଲୱାମାର ଏକ ଗାଁରେ ଘଟିଛି। ଏଠାରେ ଆତଙ୍କବାଦୀମାନେ ଉତ୍ତର ପ୍ରଦେଶର ନିବାସୀ ମୁକେଶ କୁମାରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ନୌପୋରା…

ପୁଣି ଜଣେ ଓଡ଼ିଆ ପୁଅଙ୍କୁ ଗୁରୁ ଦାୟିତ୍ବ, ଜମ୍ମୁ କଶ୍ମୀରର ଭାରପ୍ରାପ୍ତ ଡିଜିପି ଦାୟିତ୍ବ ତୁଲାଇବେ ଓଡ଼ିଆ ଆଇପିଏସ

କେନ୍ୟୁଜ୍(ବ୍ୟୁରୋ):  ପୁଣି ଜଣେ ଓଡ଼ିଆ ଆଇପିଏସ ଅଫିସରଙ୍କୁ ଗୁରୁ ଦାୟିତ୍ବ। ଜମ୍ମୁ କଶ୍ମୀରର ଭାରପ୍ରାପ୍ତ ଡିଜିପି ଦାୟିତ୍ବ ତୁଲାଇବେ ଆଇପିଏସ ଅଧିକାରୀ ରଶ୍ମି ରଞ୍ଜନ ସ୍ବାଇଁ। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନ ଜମ୍ମୁ କଶ୍ମୀର ପୋଲିସର…

ଜମ୍ମୁ-କାଶ୍ମୀର: ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା, ଲସ୍କରର ୨ ଆତଙ୍କୀ ନିପାତ, କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀ ଥିଲେ

ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷା ବାହିନୀ ଆଜି ଶୋପିଆନ୍ ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତାଇବାର ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। କାଶ୍ମୀର ଜୋନର ପୋଲିସ ଅଧିକାରୀ କହିଛନ୍ତି ଯେ ଦୁଇ ଆତଙ୍କବାଦୀଙ୍କୁ ଚିହ୍ନଟ…

ଜମ୍ମୁ କଶ୍ମୀରରେ ଏନକାଉଣ୍ଟରରେ ୨ ଆତଙ୍କୀ ନିହତ, ସେନା ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଜାରି ରହିଛି ଗୁଳି ବିନିମୟ

ଜମ୍ମୁ କଶ୍ମୀରର ବାରାମୁଲାର ଉରୀରେ ଆତଙ୍କବାଦୀ ଏବଂ ସେନା ମଧ୍ୟରେ ଗୁଳିବିନିମୟ ହୋଇ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏ ନେଇ ସେନା ଏବଂ ପୋଲିସ କର୍ମଚାରୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଉରି ଅଞ୍ଚଳର ହାତଲଙ୍ଗାରେ ଏନକାଉଣ୍ଟର ଜାରି ରହିଛି । ଏପଟେ ଅନନ୍ତନାଗରେ…

ଜମ୍ମୁ କଶ୍ମୀର ରଜୌରୀରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ, ସେନା ଯବାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ଜୀବନ ଦେଲା କୁକୁର…

ଜମ୍ମୁ କଶ୍ମୀର ରଜୌରୀରେ ଏନକାଉଣ୍ଟର । ରାଜୌରୀ ଜିଲ୍ଲା ନରହ୍ଲା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିହତ । ସେହିପରି ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଯବାନ ସହିଦ ହୋଇଛନ୍ତି । ଏଥିସହ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ବେଳେ ୬ ବର୍ଷର ସେନା କୁକୁର 'କେଣ୍ଟ'ର ଜୀବନ…

ଜମ୍ମୁ କଶ୍ମୀର କୁଲଗାମରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ, ୩ ଯବାନ ସହିଦ

ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୩ ଯବାନ ସହିଦ ହୋଇଛନ୍ତି । କୁଲଗାମ ଜିଲ୍ଲାର ଏକ ଜଙ୍ଗଲରେ ଆତଙ୍କବାଦୀ ଲୁଚି ରହିଥିବାର ସୁରକ୍ଷା କର୍ମୀଙ୍କୁ ସୂଚନା ମିଳିଥିଲା । ଏହା ଜାଣିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।…

ଜମ୍ମୁ କାଶ୍ମୀରର କୁଲଗ୍ରାମରୁ ସେନା ଯବାନ ନିଖୋଜ, କାର୍‌ ନିକଟରେ ପଡିଛି ଚପଲ ଓ ରକ୍ତଛିଟା

ଜମ୍ମୁ କଶ୍ମୀରର କୁଲଗ୍ରାମରେ ସେନା ଯବାନଙ୍କୁ ଅପହରଣ କରାଯାଇଥିବା ଖବର ମିଳିଛି । ଶନିବାର ଠାରୁ ଯବାନ ଜଣକ ନିଖୋଜ ରହିଛନ୍ତି । ଯବାନ ଜଣକ ଘରୁ ନେଇ ଯାଇଥିବା କାର ମିଳିଛି । କାରରେ ରକ୍ତଛିଟା ଲାଗିଛି । ଯବାନ ନିଖୋଜ ହେବା ପରେ ସର୍ଚ୍ଚ ଅପରେସନ ଜାରି ରହିଛି । ଭାରତୀୟ ସେନାରେ ୨୫…

ଜମ୍ମୁ କଶ୍ମୀରର କିସ୍ତଓ୍ଵାଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୭ ମୃତ

ଜମ୍ମୁ କଶ୍ମୀରରେ କିସ୍ତଓ୍ଵାଡ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଶ୍ରମିକମାନଙ୍କୁ ନେଇ ଯାଉଥିବା ସମୟରେ ଏକ ଗାଡ଼ି ଖାଇକୁ ଓଲଟି ପଡିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାଟି ପୋକ୍କାଲ ଡୁଲ ପାୱାର ପ୍ରୋଜେକ୍ଟ ସାଇଟ ଅଭିମୁଖେ ଯାଉଥିବା ସମୟରେ ଗାଡ଼ିଟି ଦୁର୍ଘଟଣାର ସମ୍ମୁଖୀନ…

ଆତଙ୍କବାଦୀ ଷଡଯନ୍ତ୍ରକୁ ବିଫଳ କଲା ଭାରତୀୟ ସେନା, ଜଣେ ଆତଙ୍କବାଦୀ ସହିତ ୫ କିଲୋ ବୋମାକୁ ଠାବ୍‌ କରିଛି

ଜମ୍ମୁ କଶ୍ମୀର ପୁଲଓ୍ଵାମାରେ ପୋଲିସକୁ ବଡ ସଫଳତା । ଏଠାରୁ ୫ କିଲୋ ଆଇଇଡି ସହିତ ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଛି । ବହୁତ ବଡ ଆତଙ୍କବାଦୀ ଷଡଯନ୍ତ୍ରକୁ ବିଫଳ କରିଛି ଭାରତୀୟ ସେନା। ନଚେତ ଆଉ ଏକ ବଡ ବିସ୍ଫୋରଣ ହୋଇଥାନ୍ତା, ଆଉ ଯବାନଙ୍କ ଜୀବନ ବଳିଦାନ ଦେବାକୁ ପଡିଥାନ୍ତା । ଜମ୍ମୁ…

ଜମ୍ମୁ କଶ୍ମୀର ବାରମୂଳାରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିହତ

ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲାରେ ସୁରକ୍ଷାବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବାରୁ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ଗୋଟାଏ ଏ.କେ. ୪୭ ରାଇଫଲ୍ ଓ ଗୋଟିଏ ପିସ୍ତଲ୍ ସମେତ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଉଦ୍ଧାର କରାଯାଇଛି। ଏପର୍ଯ୍ୟନ୍ତ ସେନା ପକ୍ଷରୁ…