Browsing Tag

JANASEBA KENDRA AGENT ARREST

ତିତିଲି ହିତାଧିକାରୀଙ୍କୁ ଠକି ଗିରଫ ହେଲେ ଜନସେବା କେନ୍ଦ୍ର ଏଜେଣ୍ଟ

ମୋହନା (କେ ନ୍ୟୁଜ୍‌) : ଗଜପତି ଜିଲ୍ଲାରେ ତିତିଲି ବାତ୍ୟାରେ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଠକେଇ । ଏଭଳି ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଯୁବକ । ଯୁବକ ଜଣକ ହେଉଛନ୍ତି ମୋହନା ଥାନା ଚାନ୍ଦିପୁଟ ଗ୍ରାମର କେ. ପ୍ରମୋଦ କୁମାର ଦୋରା । ସେ ହେଉଛନ୍ତି ଜନସେବା କେନ୍ଦ୍ରର ଜଣେ ଏଜେଣ୍ଟ ।…