Browsing Tag

janhvi kapoor

ଫିଲ୍ମ ‘ବବାଲ’ ପରେ ପୁଣିଥରେ ଏକାଠି ନଜର ଆସିବେ ବରୁଣ ଧୱନ ଓ ଜାହ୍ନବୀ କପୁର

ଧର୍ମା ପ୍ରଡକ୍ସନ୍ ଫ୍ୟାନ୍ସଙ୍କ ସାମ୍ନାରେ ଏକ ସସ୍ପେନ୍ସ ପୋଷ୍ଟର ପ୍ରକାଶ କରିଛି । ଏହା ସହ ଏପରି ମଧ୍ୟ ସୂଚନା ରହିଛି ଯେ ସେମାନେ ଏକ ନୂଆ ଫିଲ୍ମ ଆଣିବାକୁ ଯାଉଛନ୍ତି । ତେବେ ଏ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇ ନାହିଁ । ଏଭଳି ପରିସ୍ଥିତିରେ କେଉଁ ନୂଆ ଫିଲ୍ମ ଆସିବ ଏବଂ ଏହା…

ଦେହରେ ଜରି ଗୁଡାଇ ହୋଇ ଏକ ରୁମ୍‌ରେ ଫସିଗଲେ ଜାହ୍ନବୀ, ଜୀବନ ବଞ୍ଚାଇବାକୁ କଲେ ଚେଷ୍ଟା ହେଲେ…

ଜାହ୍ନବୀ କପୁରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ମିଲି’ର ଟିଜର ରିଲିଜ ହୋଇଛି। ଦର୍ଶକ ପୁଣିଥରେ ଜାହ୍ନବୀ କପୁରଙ୍କ ଅଲଗା ଅବତାର ଦେଖିବାକୁ ମିଳିବ। ଟିଜରରେ ସସପେନ୍ସ ଦେଖିବାକୁ ମିଳିଛି। ଏହି ଫିଲ୍ମକୁ ବୋନି କପୁର ପ୍ରଡ୍ୟୁସ କରିଛନ୍ତି। ବାପା ଝିଅ ପ୍ରଥମ ଥର ପାଇଁ କୌଣସି ପ୍ରୋଜେକ୍ଟରେ ଏକାଠି…

ସବୁଠୁ ବଡ଼ ଡିଲ୍‌! ୫ କୋଟି ଟଙ୍କା ଲାଭରେ ରାଜକୁମାର ରାଓଙ୍କୁ ନିଜ ଆପାର୍ଟମେଣ୍ଟ ବିକିଲେ ଜାହ୍ନବୀ କପୁର

କୌଣସି ଗଡ୍‌ ଫାଦର ବିନା ବଲିଉଡ୍‌ରେ ନାଁ କମାଇଥିବା ତାରକାଙ୍କ ମଧ୍ୟରୁ ରାଜକୁମାର ରାଓ ଜଣେ। ରାଜକୁମାର ରାଓ ଇଣ୍ଡଷ୍ଟ୍ରୀରେ ନିଜର ଏକ ଲମ୍ବା ଯାତ୍ରା ଏକୁଟିଆ ନିଜ ଦମ୍‌ରେ କରିପାରିଛନ୍ତି। ଇତି ମଧ୍ୟରେ ସେ ଦର୍ଶକଙ୍କୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେବା ସହ ଜାତୀୟ ପୁରସ୍କାର ମଧ୍ୟ…

ଜାହ୍ନବୀଙ୍କ ବ୍ରାଇଡାଲ ଲୁକ କଲା ଫ୍ୟାନ୍ସଙ୍କୁ ବେହୋସ

ବଲିଉଡ ଆକ୍ଟ୍ରେସ ଜାନବୀ କପୁର । ଯିଏକି ସୋସିଆଲ ମିଡିଆରେ କାଫି ଆକ୍ଟିଭ ରହନ୍ତି । ଜଣେ ନିଉ କମର ହିସାବରେ ଜାନବୀ ତାଙ୍କର କ୍ୟାରିଅରକୁ ଆଗକୁ ନେବା ପାଇଁ ସବୁବେଳେ ତୟାର । ଆଉ ଏଥିପାଇଁ କୌଣସି ପ୍ରକାର ସୁଯୋଗର ହାତଛଡା କରନ୍ତିନି ଏହି ଅଭିନେତ୍ରୀ । ଏବେ ଏବେ ସୋସିଆଲ ମିଡିଆରେ ନିଜ…

ରାଜସ୍ଥାନରେ ୪୦ ଘଣ୍ଟା ବିତାଇଲେ ଜାହ୍ନବୀ କପୁର; ଏତେ ଖାଦ୍ୟ ଖାଉଥିବାର ଦେଖି ଲୋକେ ହେଲେ ଆଶ୍ଚର୍ଯ୍ୟ

ବୋନି କପୁରଙ୍କ ଝିଅ ଜାହ୍ନବୀ କପୁର ଇଣ୍ଡଷ୍ଟ୍ରୀର ଜଣେ ଲୋକପ୍ରିୟ ଅଭିନେତ୍ରୀ। ‘ଧଡ଼କ’ ଫିଲ୍ମରୁ ଡେବ୍ୟୁ କରିବା ପରେ ସେ ଫ୍ୟାନମାନଙ୍କ ପସନ୍ଦର ଅଭିନେତ୍ରୀ ପାଲଟିଛନ୍ତି। ଏବେ ନିକଟରେ ଜାହ୍ନବୀ ରାଜସ୍ଥାନ ଯାଇଥିବା ବେଳେ ସେଠାରୁ କିଛି ଭିଡିଓ ଏବଂ ଫଟୋ ସେୟାର କରିଛନ୍ତି, ଯାହା ସୋସିଆଲ…

ରାତି ଅଧରେ ଜାନଭୀ କପୁର ସେୟାର କଲେ ଟପଲେସ ଫଟୋ

ବଲିଉଡ ବ୍ୟୁଟି ଜାନଭୀ କପୁର ନିଜ ବ୍ୟକ୍ତିଗତ ଜୀବନକୁ ସୋସିଆଲ ମିଡିଆରେ ସେୟାର କରନ୍ତି। ନିକଟରେ ସେ ସଚିନ ପାଲଙ୍କ ଗୀତରେ ସାଙ୍ଗମାନଙ୍କ ସହ ନାଚିବାର ଏକ ଭିଡିଓ ପୋଷ୍ଟ କରିଥିଲେ। ବର୍ତ୍ତମାନ ଜାନଭୀ କପୁର ତାଙ୍କର ଏପରି ଏକ ଫଟୋ ସେୟାର କରିଛନ୍ତି ଯାହା ପ୍ରାୟ ଟପଲେସ୍। ଜାନଭୀ କପୁର ତାଙ୍କର…

ସୁଟିଂରୁ ବ୍ରେକ୍‌ ନେଇ କ୍ରିକେଟ୍‌ ଖେଳିବାରେ ମଜ୍ଜିଗଲେ ଜାହ୍ନବୀ କପୁର; ଭାଇରାଲ ହେଉଛି ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ସେ ନିଜ ରୁଟିନ୍‌ ଲାଇଫ୍‌ର ଅପ୍‌ଡେଟ୍‌ ପ୍ରାୟତଃ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଥାନ୍ତି। ତେବେ ନିକଟରେ ଜାହ୍ନବୀ ନିଜ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ଦୁଇଟି ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ…

ଓ୍ଵାହିଦା ରହମାନ୍‌ଙ୍କ ଗୀତରେ ଜବରଦସ୍ତ ଡ୍ୟାନ୍ସ ପ୍ରାକ୍ଟିସ୍‌ କରୁଛନ୍ତି ଜାହ୍ନବୀ କପୁର, ନୃତ୍ୟ ଦେଖି ଆପଣଙ୍କୁ ମନେ…

ଅଭିନେତ୍ରୀ ଜାହ୍ନବୀ କପୁର ଏବେ କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ତଖ୍‌ତ’ର ପ୍ରସ୍ତୁତିରେ ଲାଗିଛନ୍ତି। ଏଥିପାଇଁ ସେ କ୍ଲାସିକାଲ୍‌ ଡ୍ୟାନ୍ସ ପ୍ରାକ୍ଟିସ୍‌ କରୁଛନ୍ତି। ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଅଭିନେତ୍ରୀ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ଡ୍ୟାନ୍ସ କରୁଥିବା ନଜର…

୧୨ କିଲୋମିଟର ପାହାଡ଼ ଆଉ ୩,୫୦୦ ସିଡି, ଖାଲି ପାଦରେ ତିରୁପତି ବାଲାଜୀ ମନ୍ଦିର ପହଞ୍ଚିଲେ ଜାହ୍ନବୀ କପୁର

ଫିଲ୍ମ ଆକ୍ଟ୍ରେସ୍‌ ଜାହ୍ନବୀ କପୁର ଆନ୍ଧ୍ର ପ୍ରଦେଶର ତିରୁମାଲା ତିରୁପତି ବାଲାଜୀ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିଛନ୍ତି। ମନ୍ଦିର ଯିବା ପାଇଁ ଜାହ୍ନବୀ ଖାଲି ପାଦରେ ୧୨ କିଲୋମିଟରର ପାହାଡ଼ ଚଢ଼ିଥିଲେ। ସେ ୩୫୦୦ଟି ସିଡି ଅତିକ୍ରମ କରି ମନ୍ଦିରରେ ପହଞ୍ଚିଥିଲେ। ଏହାପରେ ଭଗବାନ…

ଜାହ୍ନବୀ କପୁର ନିଜର ପ୍ରଥମ ଫିଲ୍ମ ଧଡକକୁ ନେଇ କହିଲେ ଏଭଳି କଥା, ଜାଣନ୍ତୁ ବର୍ତ୍ତମାନ କଣ ଚାଁହୁଛନ୍ତି ଜାହ୍ନବୀ

ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ନିକଟରେ ନିଜର ପ୍ରଥମ ଚଳଚ୍ଚିତ୍ରକୁ ନେଇ କିଛି ମତ ପ୍ରକାଶ କରିଛନ୍ତି । ଜାହ୍ନବୀଙ୍କ କହିବା ଅନୁଯାୟୀ ସେ ନିଜର ପ୍ରଥମ ଫିଲ୍ମ ଧଡକ ଜରିଆରେ ନିଜ ଦର୍ଶକ ମାନଙ୍କ ହୃଦୟ ଜିତି ପାରିନାହାନ୍ତି । 2018 ମସିହାରେ ଜାହ୍ନବୀ 'ସୈରାଟ'ର ହିନ୍ଦୀ ରିମେକ ସହିତ ନିଜର…

କାରଗିଲ ଗର୍ଲ ଗୁଂଜନ ସକ୍ସେନାଙ୍କ ଉପରେ ନିର୍ମିତ ଫିଲ୍ମର ସୁଟିଂ ହେଲା ଶେଷ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ…

ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଫିଲ୍ମ ଧଡକ ରୁ ବଲିଉଡରେ ଡେବ୍ୟୁ କରିଛନ୍ତି। ଏହି ଫିଲ୍ମରେ ଜାହ୍ନବୀଙ୍କୁ ଦର୍ଶକଙ୍କ ଢେରସାରା ଭଲପାଇବା ମଧ୍ୟ ମିଳିଥିଲା। ଏହି ଫିଲ୍ମରେ ଜାହ୍ନବୀଙ୍କ ଆକ୍ଟିଂ ସହ ତାଙ୍କ ଲୁକ୍‌ ମଧ୍ୟ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଏହାପରେ ଜାହ୍ନବୀ ନିଜର…

‘ଦୋସ୍ତାନା ୨’ ର ସୁଟିଂ ପୂର୍ବରୁ ସ୍ୱର୍ଣ୍ଣ ମନ୍ଦିରରେ ପହଞ୍ଚିଲେ ଜାହ୍ନବୀ କପୁର

ବଲିଉଡର ସବୁଠାରୁ ବିଜ୍ ଆକ୍ଟ୍ରେସ୍ ମାନଙ୍କ ମଧ୍ୟରେ ଜାହ୍ନବୀ କପୁର ମଧ୍ୟ ଖୁବ୍ ବ୍ୟସ୍ତ ରହିଥାନ୍ତି। କିଛି ଦିନ ହେବ ସେ ‘କାରଗିଲ୍ ଗର୍ଲ’ ଏବଂ ‘ରୁହିଅଫ୍ଜା’ ର ସୁଟିଂ କରିଛନ୍ତି। ବର୍ତ୍ତମାନ କିନ୍ତୁ ଜାହ୍ନବୀ ଅମୃତସରରେ ରହିଛନ୍ତି, ଯେଉଁଠାରେ ସେ ତାଙ୍କର ପରବର୍ତ୍ତି ଫିଲ୍ମ ‘ଦୋସ୍ତାନା…