ଫିଲ୍ମ ‘ବବାଲ’ ପରେ ପୁଣିଥରେ ଏକାଠି ନଜର ଆସିବେ ବରୁଣ ଧୱନ ଓ ଜାହ୍ନବୀ କପୁର
ଧର୍ମା ପ୍ରଡକ୍ସନ୍ ଫ୍ୟାନ୍ସଙ୍କ ସାମ୍ନାରେ ଏକ ସସ୍ପେନ୍ସ ପୋଷ୍ଟର ପ୍ରକାଶ କରିଛି । ଏହା ସହ ଏପରି ମଧ୍ୟ ସୂଚନା ରହିଛି ଯେ ସେମାନେ ଏକ ନୂଆ ଫିଲ୍ମ ଆଣିବାକୁ ଯାଉଛନ୍ତି । ତେବେ ଏ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇ ନାହିଁ । ଏଭଳି ପରିସ୍ଥିତିରେ କେଉଁ ନୂଆ ଫିଲ୍ମ ଆସିବ ଏବଂ ଏହା…