Browsing Tag

Janmashtami Vrat

୧୦୧ ବର୍ଷ ପରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ପଡୁଛି ବିଶେଷ ସଂଯୋଗ, ବ୍ରତ ରଖିଲେ ପୂର୍ଣ୍ଣ ହେବ ସନ୍ତାନପ୍ରାପ୍ତି…

କୃଷ୍ଣ ଜନ୍ମାଷ୍ଟମୀ, ଜନ୍ମାଷ୍ଟମୀ କିମ୍ବା ଗୋକୁଳାଷ୍ଟମୀ ରୂପେ ମଧ୍ୟ ଜଣାଶୁଣା। ହିନ୍ଦୁ କ୍ଯାଲେଣ୍ଡର ଅନୁସାରେ, ଭାଦ୍ରବ ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥିକୁ ପାଳନ କରାଯାଏ। ଚଳିତବର୍ଷ ଜନ୍ମାଷ୍ଟମୀ ୩୦ ଅଗଷ୍ଟ ୨୦୨୧କୁ ପାଳନ କରାଯିବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଭାଦ୍ରବ ମାସ କୃଷ୍ଣ ପକ୍ଷ…

ପବିତ୍ର ଜନ୍ମାଷ୍ଟମୀରେ କରନ୍ତୁ ନାହିଁ ଏହି ଭୁଲ୍, ନଚେତ୍ ପଡିପାରନ୍ତି ଅସୁବିଧାରେ

ଆଜି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ। ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ କୃଷ୍ଣ ଜନ୍ମାଷ୍ଟମୀ ପାଳନ କରାଯାଇଥାଏ। ଏହି ପର୍ବ ପାଳନ କରିବାର ଅନେକ ଦିନ ପୂର୍ବରୁ ଲୋକମାନେ ଏହାର ପ୍ରସ୍ତୁତି କରିଥାନ୍ତି। ଶାସ୍ତ୍ରରେ ମଧ୍ୟ ଜନ୍ମାଷ୍ଟମୀ ବ୍ରତ ପାଳନ କରିବାର କିଛି ନିୟମ ଉଲ୍ଲେଖ…