Browsing Tag

janmastami in odisha

ଆଜି ପବିତ୍ର ଜନାଷ୍ଟମୀ, ଅର୍ଦ୍ଧରାତ୍ରିର ଅମୃତ ବେଳାରେ ଜନ୍ମ ନେବେ ଶ୍ରୀକୃଷ୍ଣ

ଭୁବନେଶ୍ୱର (କେନ୍ୟୁଜ): ଆଜି ପବିତ୍ର ଜନାଷ୍ଟମୀ । ଆଜି ଅର୍ଦ୍ଧରାତ୍ରିର ଅମୃତ ବେଳାରେ ଜନ୍ମ ନେବେ ଶ୍ରୀ କୃଷ୍ଣ । କିମ୍ବଦନ୍ତୀ ଅନୁସାରେ, ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣ, ଦେବକୀ ଓ ବସୁଦେବଙ୍କ ପୁତ୍ର ଭାବେ ମଥୁରାରେ ଜନ୍ମ ଗ୍ରହଣ କରିଥିଲେ । ଏହି ତିଥିର…

ଆଜି ପବିତ୍ର ଜନ୍ମାଷ୍ଟମୀ, ମଧ୍ୟ ରାତ୍ରିରେ ଧରାବତରଣ କରିବେ ଶ୍ରୀକୃଷ୍ଣ

କେନ୍ୟୁଜ୍: ଆଜି ପବିତ୍ର ଜନ୍ମାଷ୍ଟମୀ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। ଏହି ଦନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ ସମଗ୍ର ଭାରତ ବର୍ଷରେ । ପୌରାଣିକ କଥା ଅନୁସାରେ, ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ…

ଆଜି ପବିତ୍ର ଜନ୍ମାଷ୍ଟମୀ: ଶ୍ରୀମନ୍ଦିରକୁ ଅନ୍ଧକାର କରାଯାଇ ପାଳନ ହେବ ଗୁପ୍ତନୀତି

ପୁରୀ(କେନ୍ଯୁଜ୍): ଆଜି ପବିତ୍ର ଜନ୍ମାଷ୍ଟମୀ। ହିନ୍ଦୁ ପରମ୍ପରାରେ ଜନ୍ମାଷ୍ଟମୀର ଅନେକ ମହତ୍ତ୍ୱ ରହିଛି। ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଜନ୍ମ ନେଇଥିଲେ ଶ୍ରୀକୃଷ୍ଣ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ସ୍ୱରୂପ ବାଳଗୋପାଳ ରୂପକୁ ପୂଜା ଆରାଧନା କରାଯାଇଥାଏ। ଅନେକ ଲୋକ ନିଷ୍ଠାର ସହ…

ଆଜି ନନ୍ଦୋତ୍ସବ: ଶ୍ରୀମନ୍ଦିରରେ ମହାଆଡମ୍ବର ସହକାରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଆଜି ନନ୍ଦୋତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ରହିଛି । ମଙ୍ଗଳ ଆଳତୀ ସରିବା ପରେ ମହାଜନ ସେବାୟତ ପ୍ରଭୁ ରାମ, କୃଷ୍ଣଙ୍କୁ ଆଣି ଜଗମୋହନ ଦୋଳିରେ ବିଜେ କରିବେ । ଦକ୍ଷିଣ ଘରୁ ମଦନମୋହନ ଆସି ଦୋଳିରେ ବସିବେ। ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଜଗନ୍ନାଥ…