ଜାପାନରେ ଶକ୍ତିଶାଳୀ ଭୂକମ୍ପ, ଜାରି ହେଲା ସୁନାମୀ ଆଲର୍ଟ
ଜାପାନ : ଉତ୍ତର ଜାପାନରେ ଶକ୍ତିଶାଳୀ ଭୂକମ୍ପ । ଯାହାର ତୀବ୍ରତା ୭.୪ ଥିବା ରେକର୍ଡ କରାଯାଇଛି । ଭୂକମ୍ପ ପରେ ତଟବର୍ତ୍ତୀ ଅଞ୍ଚଳ ପାଇଁ ତୁରନ୍ତ ସୁନାମି ଚେତାବନୀ ଜାରି କରାଯାଇଛି । ୩ ମିଟର ଉଚ୍ଚ ଢେଉ ଇୱାଟେ ପ୍ରଦେଶ ଏବଂ ହୋକାଇଡୋର କିଛି ଅଂଶରେ ଆଘାତ କରିପାରେ ବୋଲି ଅଧିକାରୀମାନେ…