Browsing Tag

japan

ତାଇଓ୍ଵାନ ପରେ ଥରିଲା ଜାପାନ, ୬.୩ ତୀବ୍ରତାର ଭୂକମ୍ପ ଝଟକା

ସକାଳୁ ସକାଳୁ ଥରିଲା ଜାପାନ । ତାଇୱାନ୍ ପରେ ଭୂମିକମ୍ପ ଝଟକାରେ ଦୋହଲିଲା ଜାପାନ । ରିକ୍ଟର ସ୍କେଲରରେ ଭୂକମ୍ପର ତୀବ୍ରତା ୬.୦୩ ମାଗନିଚ୍ୟୁଡ୍ ରେକର୍ଡ଼ କରାଯାଇଛି । ତେବେ ଏନେଇ କ୍ଷୟକ୍ଷତି ବିଷୟରେ କିଛି ଜଣାପଡ଼ିନାହିଁ । ପୂର୍ବ ଉପକୂଳ ହନସୁ ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି ।…

ଏହି ସ୍ଥାନରେ ଅଛି ରେଡ୍‌ ଓ୍ଵାଇନ୍‌ ପୁଲ୍‌, ମଜା ଉଠାଉଛନ୍ତି ପର୍ଯ୍ୟଟକ

ରେଡ୍‌ ଓ୍ଵାଇନ୍‌ ନାଁ ଯେମିତି ଦାମ୍‌ ବି ସେମିତି । କିନ୍ତୁ ଥରେ ଭାବନ୍ତୁ ତ ଆପଣଙ୍କୁ ରେଡ ଓ୍ଵାଇନ୍‌ ଭର୍ତ୍ତି ଥିବା ଏକ ପାର୍କ ମିଳିଯିବ, ଯେଉଁଠାରେ ଚାରିଆଡ଼େ କେବଳ ରେଡ୍‌ ଓ୍ଵାଇନ୍‌ ଥିବ ଆପଣ କଣ କରିବେ ? ଆପଣଙ୍କ ମନ ନିଶ୍ଚିତ ଭାବେ ଖୁସି ହେଇଯିବ । କାରଣ ଏଭଳି ପାର୍କରେ ଆପଣ ରେଡ୍‌…

ଜାପାନ ଜଳରାଶିରେ ବୁଡ଼ିଗଲା ଦକ୍ଷିଣ କୋରିଆର କେମିକାଲ୍‌ ଟ୍ୟାଙ୍କର, ଅନେକ ଲୋକ ନିଖୋଜ

ଦକ୍ଷିଣ କୋରିଆର ଏକ ରାସାୟନିକ ଟ୍ୟାଙ୍କର୍ ଜାପାନ ଜଳରାଶିରେ ବୁଡ଼ି ଯାଇଛି । ଏହି ଦୁର୍ଘଟଣାରେ ଅନେକ ଲୋକ ନିଖୋଜ ଥିବା କୁହାଯାଉଛି । ବୁଧବାର ସକାଳେ ଏହି ଘଟଣା ଘଟିଛି । ଦୁର୍ଘଟଣାରେ ଯେଉଁ ଲୋକ ନିଖୋଜ ହୋଇଛନ୍ତି, ସେମାନଙ୍କୁ ଜୋରଦାର ଖୋଜା ଚାଲିଛି । ମିଳିଥିବା ସୂଚନା ଅନୁସାରେ,…

ଇତିହାସ ରଚିଲା ଜାପାନ, ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିବା ୫ମ ଦେଶ

ଜାପାନ ଚନ୍ଦ୍ରରେ ଅନ୍ତରୀକ୍ଷ ଯାନ ‘ମୁନ ସ୍ନାଇପର’ର ସଫଳ ଲ୍ୟାଣ୍ଡିଂ କରି ଇତିହାସ ରଚିଛି । ବିଶ୍ବର ପଞ୍ଚମ ଦେଶ ଭାବେ ଚନ୍ଦ୍ରପୃଷ୍ଠରେ ପହଞ୍ଚି ଇତିହାସ ରଚିଛି ଜାପାନ । ଭାରତ, ଆମେରିକା, ରୁଷ, ଚୀନ ପରେ ଜାପାନ ଏବେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଛି । ତେବେ ସ୍ପେସକ୍ରାଫ୍ଟର ସୋଲାର ପାନେଲ…

ପୁଣି ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୬.୦

ପୁଣି ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଆସିଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍‌ ଜିୟୋସାଇନ୍ସେସ୍‌ କହିଛି, ମଙ୍ଗଳବାର ଜାପାନର ହୋଂଶୁର ପଶ୍ଚିମ ଉପକୂଳ ନିକଟରେ ଭୂମିକମ୍ପ ଝଟ୍‌କା ଅନୁଭବ କରାଯାଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ମପାଯାଇଛି । ଭୂମିକମ୍ପ ପରେ ଏ ପର୍ଯ୍ୟନ୍ତ ମୃତାହତ…

ଜାପାନ ବିମାନ ଦୁର୍ଘଟଣା: କେମିତି ବଞ୍ଚିଲା ୩ ଶହ ୭୯ ଜୀବନ ? ଉଦ୍ଧାର ସହଜ କରିଥିଲା ଯାତ୍ରୀଙ୍କ ଶୃଙ୍ଖଳିତ ଆଚରଣ

କେନ୍ୟୁଜ୍‌ ବ୍ୟୁରୋ: କେମିତି ବଞ୍ଚିଲା ୩ ଶହ ୭୯ ଜୀବନ ? ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି। ଟୋକିଓର ହାନେଡା ବିମାନବନ୍ଦରରେ କୋଷ୍ଟଗାର୍ଡ ବିମାନ ଓ ଯାତ୍ରୀବାହୀ ବିମାନ ମଧ୍ୟରେ ଧକ୍କା ହେବା ଫଳରେ ଯାତ୍ରୀବାହୀ ବିମାନ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ତେବେ ଆଶ୍ଚର୍ଯ୍ୟଜନକ ଭାବେ ସମସ୍ତ…

ଜାପାନ ଭୂକମ୍ପ: ମୃତ୍ୟୁସଂଖ୍ୟା ୬୨କୁ ବୃଦ୍ଧି, ୩୦୦ରୁ ଉର୍ଦ୍ଧ୍ବ ଲୋକ ଆହତ

ଜାପାନରେ ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୬୨କୁ ବୃଦ୍ଧି । ଆହତ ହୋଇଛନ୍ତି ୩୦୦ରୁ ଉର୍ଦ୍ଧ୍ବ ଲୋକ । ଆହୁରି ଅନେକ ଲୋକ ଧ୍ବଂସାବଶେଷ ତଳେ ଚାପି ହୋଇ ରହିଥିବା ଆଶଂକା କରାଯାଉଛି । ରେସ୍କ୍ୟୁ ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସାମ୍ନାକୁ ଆସୁଛି ହୃଦୟ ବିଦାରକ ଦୃଶ୍ୟ । ହଜାର…

ଜାପାନରେ ବିମାନ ଜଳିବା ଘଟଣା: କୋଷ୍ଟଗାର୍ଡ ପ୍ଲେନ୍‌ର ୫ ସଦସ୍ୟ ମୃତ

ଜାପାନର ହନେଡା ବିମାନବନ୍ଦରରେ ହୋଇଥିବା ବିମାନ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏୟାରପୋର୍ଟରେ ଲ୍ୟାଣ୍ଡିଂ ବେଳେ ଦୁଇଟି ବିମାନ ମଧ୍ୟରେ ଜୋରଦାର୍‌ ଧକ୍କା ହୋଇଥିଲା। ଫଳରେ ଗୋଟିଏ ବିମାନ ରନୱେରେ ହିଁ ଧୁ ଧୁ ହୋଇ ଜଳିଉଠିଥିଲା। ଗୋଟିଏ ବିମାନ ଜାପାନ ଏୟାରଲାଇନ୍ସର ଥିବାବେଳେ ଅନ୍ୟଟି…

ଜାପାନରେ ଲ୍ୟାଣ୍ଡ କରିବା ସମୟରେ ବିମାନରେ ଲାଗିଲା ନିଆଁ

ଜାପାନରେ ଲ୍ୟାଣ୍ଡ କରିବା ସମୟରେ ଏକ ବିମାନରେ ନିଆଁ ଲାଗିଯାଇଛି। ଏହି ଘଟଣା ଟୋକିଓର ଏକ ବିମାନବନ୍ଦରରେ ଘଟିଛି। ଦୁର୍ଘଟଣା କେଉଁ କାରଣରୁ ହୋଇଛି, ସେ ନେଇ ବର୍ତ୍ତମାନ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ। ଜାପାନୀ ନ୍ୟୁଜ୍‌ ଏଜେନ୍ସି ‘ଏନ୍‌ଏଚ୍‌କେ’ ଏହି ଦୁର୍ଘଟଣା ସମ୍ପର୍କରେ…

ଭୂକମ୍ପ ଆସିବାରୁ କିଛି ସମୟ ପୂର୍ବରୁ ଜାପାନ ଛାଡିଥିଲେ ଜୁନିଅର ଏନଟିଆର ଏବଂ ପରିବାର, ପୋଷ୍ଟ ସେୟାର କରି ବଖାଣିଲେ…

ଜାପାନରେ ଭୟଙ୍କର ଭୂକମ୍ପ ହେବା ପରେ ମାନସିକ ଭାବେ ଆଘାତ ପାଇଛନ୍ତି ସାଉଥ ଷ୍ଟାର ଜୁନିଅର ଏନଟିଆର । ଜୁନିଅର ଏନଟିଆର ଗତ ସପ୍ତାହରେ ପରିବାର ସହିତ ଜାପାନକୁ ଛୁଟି କାଟିବା ପାଇଁ ଯାଇଥିଲେ । ଆଉ ନୂଆବର୍ଷରେ ଜାପାନରେ ଭୟଙ୍କର ଭୂମିକମ୍ପରେ ସୁବିକିଛି ଛାରଖାର ହୋଇଯାଇଥିଲା । ଲଗାତାର ଝଟକା…

ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଲର୍ଟ ଜାରି

ଜାପାନର ଇସିକାଭା ଅଞ୍ଚଳରେ ସୋମବାର ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୫ ରେକର୍ଡ କରାଯାଇଛି। ଭୂମିକମ୍ପ ଯୋଗୁ ପ୍ରଶାସନ ସୁନାମୀ ସତର୍କତା ଜାରି କରିଛି। ଜାପାନୀ ମିଡିଆ ‘ଏନ୍‌ଏଚ୍‌କେ’ ମୁତାବକ, ପ୍ରଶାସନ କହିଛି ଯେ ସୁନାମୀରେ ୫…

ଜାପାନରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୩

ଜାପାନରେ ଗୁରୁବାର ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଜାପାନର କୁରିଲ ଦ୍ୱୀପରେ ଆସିଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ମପାଯାଇଛି। ଅଧିକାରୀମାନଙ୍କ ମୁତାବକ, ଏ ପର୍ଯ୍ୟନ୍ତ ସୁନାମୀକୁ ନେଇ କୌଣସି ଚେତାବନୀ ଜାରି କରାଯାଇ ନାହିଁ। ମିଡିଆ ରିପୋର୍ଟ…