Browsing Tag

japan

ଜାପାନରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୩

ଜାପାନରେ ଗୁରୁବାର ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଜାପାନର କୁରିଲ ଦ୍ୱୀପରେ ଆସିଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ମପାଯାଇଛି। ଅଧିକାରୀମାନଙ୍କ ମୁତାବକ, ଏ ପର୍ଯ୍ୟନ୍ତ ସୁନାମୀକୁ ନେଇ କୌଣସି ଚେତାବନୀ ଜାରି କରାଯାଇ ନାହିଁ। ମିଡିଆ ରିପୋର୍ଟ…

ଜାପାନର ସମୁଦ୍ର ତଟରେ କ୍ରାସ୍‌ ହେଲା ଆମେରିକା ସେନାର ହେଲିକପ୍ଟର, ମିଳୁନି ୮ ଜଣଙ୍କ ପତ୍ତା

ଆମେରିକା ସେନାର ଓସ୍‌ପ୍ରେ ହେଲିକପ୍ଟର ଦକ୍ଷିଣ ଜାପାନରେ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଜାପାନର ତଟରକ୍ଷୀମାନେ ରିଲିଫ୍‌ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତଟରକ୍ଷୀଙ୍କ ମୁଖପାତ୍ର କାଜୁଓ ଓଗାୱା କହିଛନ୍ତି ଯେ…

ମହିଳାମାନଙ୍କ ଦ୍ୱିତୀୟ ଘର ୬୦୦ ବର୍ଷ ପୁରୁଣା ମନ୍ଦିର, ଜାଣନ୍ତୁ ଏହା ବିଷୟରେ

ଛାଡପତ୍ର ନେବା ମାନେ ଦୁଇ ଜଣଙ୍କ ଯୋଡି ଭାଙ୍ଗିବା ସହ ଦୁଇ ପରିବାରର ସମ୍ପର୍କ ମଧ୍ୟ ଭାଙ୍ଗି ଯାଇଥାଏ । ଏହାର ଖରାପ ପ୍ରଭାବ ଆପଣଙ୍କ ପିଲାମାନଙ୍କ ଉପରେ ମଧ୍ୟ ପଡିଥାଏ । ହେଲେ ଯେତେବେଳେ ଗୋଟିଏ ସମ୍ପର୍କ ସହନଶୀଳତା ବାହାରକୁ ଯାଇଥାଏ, ସେତେବେଳେ ଛାଡପତ୍ର ଏକ ମାତ୍ର ବିକଳ୍ପ ହୋଇଯାଏ । ତେବେ…

ଜାପାନରେ ୬.୬ ତୀବ୍ରତାର ଭୂମିକମ୍ପ, ସୁନାମୀ ଚେତାବନୀ

ଜାପାନରେ ୬.୬ ତୀବ୍ରତାର ଭୂମିକମ୍ପ । ଭୂମିକମ୍ପ ପରେ ଜାପାନର ପାଣିପାଗ ବିଭାଗ ମଧ୍ୟ ସୁନାମୀ ଚେତାବନୀ ଦେଇଛି। ୫ ଅକ୍ଟୋବର ଦିନ ଜାପାନୀ ସମୟ ୧୧ ଟା ବେଳେ ଏହି ଭୂକମ୍ପ ଘଟିଥିଲା। ଜାପାନର ଇଜୁ ଦ୍ୱୀପରେ ୧ ମିଟର ଉଚ୍ଚତା ବିଶିଷ୍ଟ ତରଙ୍ଗ ପୂର୍ବାନୁମାନ କରିଥିବାବେଳେ ପୂର୍ବର ଚିବା…

୨୨ ହଜାର ଡଲାର ଖର୍ଚ୍ଚ କରି ମଣିଷ ହେଲା କୁକୁର, ପାର୍କରେ ବୁଲି ଅନ୍ୟ କୁକୁରଙ୍କୁ ଶୁଂଘିଲା ମାନବ କୁକୁର ଟୋକୋ

ଅନେକ ଲୋକଙ୍କର ଅନେକ ପସନ୍ଦ ଥାଏ । କିଛି ଲୋକ ନିଜ ଶରୀରରେ ଖୁସି ନଥାନ୍ତି ଏବଂ ନିଜକୁ ପରିବର୍ତ୍ତନ କରିବାକୁ ଚାହିଁଥାନ୍ତି । କିନ୍ତୁ ଜଣେ ବ୍ୟକ୍ତି ନିଜକୁ କୁକୁରରେ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଏବଂ ସେ ନିଜର ଇଚ୍ଛାକୁ ପୂରଣ କରିଛନ୍ତି । ଆପଣଙ୍କୁ ହୁଏତ ଏଭଳି କଥା ଆଶ୍ଚର୍ଯ୍ୟ…

ସମୁଦ୍ରରେ ଭାସମାନ ସହର ନିର୍ମାଣ କରିବ ଜାପାନ

ଟେକ୍ନୋଲୋଜି ମଣିଷର ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆଣିଛି । ଦୁନିଆରେ ତୀବ୍ର ଗତିରେ ହେଉଥିବା ପରିବର୍ତ୍ତନ ପଛରେ ଟେକ୍ନୋଲୋଜି ରହିଛି । ମଣିଷ ପୂର୍ବରୁ ସାମାନ୍ୟ ଡଙ୍ଗା ତିଆରି କରିବା ପାଇଁ ଅନେକ ସଂଘର୍ଷ କରିଥିଲା । କିନ୍ତୁ ବର୍ତ୍ତମାନ ସେହି ମଣିଷ ସମୁଦ୍ରରେ ଭାସମାନ ସହର କରିବା ପାଇଁ…

କାଠ ରୁ ପ୍ରସ୍ତୁତ କରାଯାଉଛି ଆଲକହଲ , ଜାଣନ୍ତୁ କିପରି ହେଲା ସମ୍ଭବ

(କେନ୍ୟୁଜ ବ୍ୟୁରୋ) : ଆଲକହଲ ସାଧାରଣତଃ ଅଙ୍ଗୁର, ଆଖୁ, ମକ୍କା, ଆଳୁ ଏବଂ ଅନ୍ୟାନ୍ୟ ଖାଦ୍ୟ ଦ୍ୱାରା ପ୍ରସ୍ତୁତ ହୁଏ ବୋଲି ସମସ୍ତେ ଜାଣିଛନ୍ତି । କିନ୍ତୁ ବର୍ତ୍ତମାନ ଜାପାନ କାଠରୁ ଆଲକହଲ ପ୍ରସ୍ତୁତ କରିବା ପାଇଁ ଉପାୟ ବାହାର କରିଛି । ଜାପାନ ର ବିଶେଷଜ୍ଞ ମାନେ ଦାବି କରିଛନ୍ତି ଯେ,…

ଥରିଲା ଜାପାନ; ୬.୧ ତୀବ୍ରତାର ଭୂମିକମ୍ପ ଝଟ୍‌କା ଅନୁଭୂତ

ଜାପାନରେ ଶୁକ୍ରବାର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ମପାଯାଇଛି। ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ ଭୂମିକମ୍ପର କେନ୍ଦ୍ର ଟୋକିଓଠାରୁ ୧୦୭ କିମି ଦୂର ପୂର୍ବ-ଦକ୍ଷିଣ ପୂର୍ବରେ ରହିଥିଲା। ଭୂମିକମ୍ପର ଗଭୀରତା ଥିଲା ୬୫ କିଲୋମିଟର।…

ଜାପାନରେ ଶକ୍ତିଶାଳୀ ଭୂକମ୍ପ: ରିକ୍ଟର ସ୍କେଲରେ ତ୍ରୀବତା ଥିଲା ୬.୩

ନୂଆଦିଲ୍ଲୀ : ଜାପାନରେ ଶକ୍ତିଶାଳୀ ଭୂକମ୍ପ । ରିକ୍ଟର ସ୍କେଲରେ ତ୍ରୀବତା ଥିଲା ୬.୩ । ଜାପାନର ଇଶିକାଓ୍ଵା ସହରରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି । ନାଗୋୟୋଠାରୁ ଉତ୍ତର ଦିଗରେ ପ୍ରାୟ ୨୬୨ କିଲୋମିଟର ଦୂର ଭୂମିକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡିଛି । ତେବେ ଅଧିକାରୀଙ୍କ ଅନୁସାରେ…

ଜାପାନରେ ପ୍ରଥମ ଥର ଗର୍ଭପାତ ବଟିକାକୁ ମିଳିଲା ଅନୁମୋଦନ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ୟାନେଲ୍‌ ‘ମେଫିଗୋ…

ଜାପାନରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ପ୍ୟାନେଲ ଦେଶରେ ପ୍ରଥମ ଥର ଗର୍ଭପାତ ବଟିକାକୁ ଅନୁମୋଦନ କରିଛି। ଜାପାନ ଟାଇମ୍ସ ରିପୋର୍ଟ ଅନୁସାରେ, ପ୍ୟାନେଲ ବ୍ରିଟେନର ଲାଇନ୍‌ଫାର୍ମା ଇଣ୍ଟରନ୍ୟାସନାଲ ଲିମିଟେଡ ଦ୍ୱାରା ନିର୍ମିତ ଗର୍ଭପାତ ବଟିକା 'ମେଫିଗୋ ପିଲ୍‌’କୁ ଅନୁମୋଦନ କରିଛି। ଯଦିଓ ଏହା…

ଭାଙ୍ଗିଗଲା ଜାପାନର ସ୍ୱପ୍ନ, ପ୍ରଥମ ଥର ପାଇଁ ଚନ୍ଦ୍ରରେ ଓହ୍ଲାଇଥାନ୍ତା କମର୍ସିଆଲ ଲ୍ୟାଣ୍ଡର

ଜାପାନର ଚନ୍ଦ୍ର ଅଭିଯାନ ଫେଲ । ପ୍ରଥମ ଥର ପାଇଁ ଚନ୍ଦ୍ରରେ ଓହ୍ଲାଇଥାନ୍ତା କମର୍ସିଆଲ ଲ୍ୟାଣ୍ଡର । ଏହା ପୂର୍ବରୁ ମିଶନ ଫେଲ ହୋଇଛି । ପ୍ରଥମଥର ପାଇଁ ଚନ୍ଦ୍ରରେ ଘରୋଇ କମ୍ପାନୀ ଲ୍ୟାଣ୍ଡର ଅବତରଣ କରିବାର ଥିଲା । ଏହି ମିଶନର ନାଁ ରହିଥିଲା ହାକୁତୋ-ଆର ମିଶନ୍‌-୧ । ଜାପାନର ଘରୋଇ…

ଜାପାନ ଗସ୍ତର ତୃତୀୟ ଦିନରେ ନିପ୍ପନ ପ୍ଲାଣ୍ଟରେ ନବୀନ, ଓ୍ବାର୍କସ ସେଣ୍ଟର ବୁଲିଲେ ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ

(କେନ୍ୟୁଜ): ଜାପାନ ଗସ୍ତର ତୃତୀୟ ଦିନରେ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସହ ପ୍ଲାଣ୍ଟ ବୁଲି ଦେଖିଛି ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ । ସେମାନେ କିମିସ୍ତୁ ଷ୍ଟିଲ୍‌ ଓ୍ଵାର୍କ ପ୍ଲାଣ୍ଟ ଓ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟର ପରିଦର୍ଶନ…