ପ୍ରେମିକା ହୋଇ ଜହ୍ନକୁ ଯିବାକୁ ଚାହୁଁଚନ୍ତି କି? ଜାନୁଆରୀ ୧୭ ତାରିଖ ମଧ୍ୟରେ ଆବେଦନ କରନ୍ତୁ, ଏସୁବିଧା କେବଳ ୨୦…
ସାଧାରଣତଃ ପ୍ରେମିକଟିଏ ତା ପ୍ରେମିକାର ମନ ରଖିବାକୁ ଯାଇ ଜହ୍ନ ଆଣିଦେବା ଭଳି ପ୍ରତିଶୃତି ଦେଇଥାଏ। କିନ୍ତୁ ଜାପାନର ଜଣେ କୋଟିପତି ତାଙ୍କ ଗାର୍ଲଫ୍ରେଣ୍ଡ ହେବା ପାଇଁ ଏକ ଏଭଳି ଅଫରର ଘୋଷଣା କରିଛନ୍ତି ଯାହାକୁ ଯେ କେହିବ ଶୁଣିବ ତାଜୁବ ହୋଇଯିବ। ସୋସିଆଲ ମିଡିଆରେ ଜାପନର ଏକ ବିଜ୍ଞାପନ…