Browsing Tag

japanese crorepati

ପ୍ରେମିକା ହୋଇ ଜହ୍ନକୁ ଯିବାକୁ ଚାହୁଁଚନ୍ତି କି? ଜାନୁଆରୀ ୧୭ ତାରିଖ ମଧ୍ୟରେ ଆବେଦନ କରନ୍ତୁ, ଏସୁବିଧା କେବଳ ୨୦…

ସାଧାରଣତଃ  ପ୍ରେମିକଟିଏ ତା ପ୍ରେମିକାର ମନ ରଖିବାକୁ ଯାଇ ଜହ୍ନ ଆଣିଦେବା ଭଳି ପ୍ରତିଶୃତି ଦେଇଥାଏ। କିନ୍ତୁ ଜାପାନର ଜଣେ କୋଟିପତି ତାଙ୍କ ଗାର୍ଲଫ୍ରେଣ୍ଡ ହେବା ପାଇଁ ଏକ ଏଭଳି ଅଫରର ଘୋଷଣା କରିଛନ୍ତି ଯାହାକୁ ଯେ କେହିବ ଶୁଣିବ ତାଜୁବ ହୋଇଯିବ।  ସୋସିଆଲ ମିଡିଆରେ ଜାପନର ଏକ ବିଜ୍ଞାପନ…

ଜାପାନୀ କୋଟିପତି ନିଜ ଟ୍ୱିଟର ଫଲୋର୍ସଙ୍କ ଭିତରେ ବାଣ୍ଟିବେ ୬୫ କୋଟି ଟଙ୍କା, କାରଣ ଜାଣି ଆପଣ ବି ନ ହସି ରହିପାରିବେ…

ଜାପାନର ଜଣେ କୋଟିପତି ୟୁସକୁ ମଇଜାବା ନିଜ ଟ୍ୱିଟର ଫଲୋର୍ସଙ୍କ ଭିତରେ ନିଜ ସମ୍ପତ୍ତିର ୬୫ କୋଟି ଟଙ୍କା ବାଣ୍ଟିବା ପାଇଁ ସ୍ଥିର କରିଛନ୍ତି । ନିଜ ୧୦୦୦ ଜଣ ନିୟମିତ ଫଲୋର୍ସଙ୍କ ମଧ୍ୟରେ ହିଁ ସେ ଏହି ଏହି ଅର୍ଥରାଶିକୁ ବାଣ୍ଟିବେ । ନିଜ ପ୍ରତିକ୍ରିୟାରେ ମଇଜାବା କହିଛନ୍ତି କି ସେ ଏହି ବର୍ଷ…